ETV Bharat / briefs

ଟିଟୋ ସାମ୍ରାଜ୍ୟକୁ ପୁଣି ଘାଣ୍ଟିଲା ଏସଟିଏଫ

ଦୀର୍ଘଦିନ ପରେ ଟିଟୋ ଡାଏରୀ ଖୋଲିଲା କ୍ରାଇମ ବ୍ରାଞ୍ଚ ଏସଟିଏଫ । ଟିଟୋ ଘରେ ଚଢାଉ କରି 2ଭାଇଙ୍କ ସହ ତିନି ଜଣଙ୍କୁ ଗିରଫ କଲା କ୍ରାଇମ ବ୍ରାଞ୍ଚ ।

ଫାଇଲ ଫଟୋ
author img

By

Published : Jun 19, 2019, 10:04 PM IST

ଭୁବନେଶ୍ବର: କିଛିଦିନର ନିରବତା ପରେ ପୁଣିଥରେ ଗ୍ୟାଙ୍ଗଷ୍ଟାର ଟିଟୋ ସାମ୍ରଜ୍ୟ ଉପରେ ଆଖି ପକାଇଛି କ୍ରାଇମ ବ୍ରାଞ୍ଚ ଏସଟିଏଫ । ଆଜି କ୍ରାଇମବ୍ରାଞ୍ଚର ଏସଟିଏଫ ଟିଟୋର କେନ୍ଦ୍ରାପଡା ଘରେ ଚଢାଉ କରି 3ଜଣଙ୍କୁ ଗିରଫ କରିଛି । ତିନି ଗିରଫ ଅଭିଯୁକ୍ତ ହେଉଛନ୍ତି ଟିଟୋର ୨ ଭାଇ ଅସ୍‌ଫାକ୍‌ ଅଲି, ଇଫ୍‌ତିକାର ଅଲି ଓ ସହଯୋଗୀ ମୁନ୍ନା ଓରଫ ଅମଜାଦ ଖାଁ ।

ଏମାନଙ୍କ ନାଁରେ ଦାଦାବଟି, ଟେଣ୍ଡର ଫିକ୍ସିଂ ଓ ବେଆଇନ ବ୍ୟବସାୟ ଅଭିଯୋଗ ରହିଛି । ସମସ୍ତଙ୍କୁ ଆସନ୍ତାକାଲି କୋର୍ଟ ଚାଳଣା କରାଯିବ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚର ଏସଟିଏଫ ଏସପି ପିଆର ରାହୁଲ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

sdfs

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.