ETV Bharat / briefs

ନିରବଚ୍ଛିନ୍ନ ବିଦ୍ୟୁତ ସେବା ଦାବିରେ ନାଏବ ସରପଞ୍ଚଙ୍କ ଧାରଣା

ବିଦ୍ୟୁତ ସେବା ଦାବିରେ ଗ୍ରାମବାସୀଙ୍କ ସହ ନାଏବ ସରପଞ୍ଚଙ୍କ ଧାରଣା ।

author img

By

Published : May 27, 2019, 6:42 PM IST

Updated : May 27, 2019, 7:28 PM IST

ଫଟୋ ସୌଜନ୍ଯ: ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ବର: ବାଲେଶ୍ବର ଜିଲ୍ଲାର ବିଭିନ୍ନ ସ୍ଥାନରେ ଗ୍ରାହକଙ୍କୁ ବିଦ୍ୟୁତ ବିଭାଗର ଶୋଷଣ ପ୍ରତିବାଦରେ ନାଏବ ସରପଞ୍ଚ ଧାରଣ ଦେଇଛନ୍ତି । ଜିଲ୍ଲାର ଜଳେଶ୍ବର ବ୍ଲକ ଅଧୀନ ଲକ୍ଷ୍ମଣନାଥ ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମରେ ବିଦ୍ୟୁତ ବିଭାଗ ଶୋଷଣ କରୁଥିବା ଅଭିଯୋଗ ହୋଇଛି ।

ଅଘୋଷିତ ବିଦ୍ୟୁତ କାଟ, ଲୋ ଭୋଲଟେଜ ସମସ୍ୟାର ସମାଧାନ, ପ୍ରକୃତ ବିଲ ଠାରୁ ଅଧିକ ବିଲ ଲଗାଇ ଗ୍ରାହକଙ୍କୁ ଶୋଷଣ, ବିଦ୍ୟୁତ ତାର ଓ ଟ୍ରାନ୍ସଫର୍ମର ମରାମତି ଦାବିରେ ଲକ୍ଷ୍ଣଣନାଥ ଗ୍ରାମପଞ୍ଚାୟତର ନାଏବ ସରପଞ୍ଚ ରାମଚନ୍ଦ୍ର କରଙ୍କ ସମେତ ଗ୍ରାମବାସୀ ଜଳେଶ୍ବର ଇଲେକ୍ଟ୍ରିକ ସବଡିଭିଜନ ସମ୍ମୁଖରେ ଧାରଣା ଦେଇଛନ୍ତି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Slug -ପୋଲିସ ପୋଲିସ ମଧ୍ୟରେ ଝଗଡା, ଏ ଏସ ଆଇ ଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ।
Format...AVB.
Reporter. Badsah Jusman Rana.
Date.27.05.18.
Place.Sambalpur.

Anchor ସମ୍ବଲପୁର ଜ଼ୀଲ୍ଲା କିସୀଣ୍ଡା ଥାନାରେ ପୋଲିସ  ପୋଲିସ ମଧ୍ୟରେ ଝଗଡା ଓ ମାଡ଼ଗୋଳ ହୋଇଥିବା ଅଭିଯୋଗ ହୋଇଛି। କିସୀଣ୍ଡା ଥାନା ଅଧିକାରୀ ଧର୍ମେନ୍ଦ୍ର ଶାନ୍ତି ଓ ସେହି ଥାନା ର ଏଏସଆଇ ବିଶ୍ୱଜିତ ପାଣିଗ୍ରାହୀ ଙ୍କ ମଧ୍ୟରେ ଠେଲା ପେଲା ହୋଇଥିବା ସୂଚନା ମିଳିଥିବା ବେଳେ ଏ ଏସ ଆଇ କହିଛନ୍ତି ତାଙ୍କୁ ଆଇ ଆଇ ସି ମାଡ଼ ମାରିଛନ୍ତି । ଏ ଏସ ଆଇ ବିଶ୍ୱଜିତ ତାଙ୍କ ମାଆଙ୍କର ଚିକିତ୍ସା ପାଇଁ ଛୁଟି ଆବେଦନ ପତ୍ର  ଥାନା ଅଧିକାରୀ ଙ୍କୁ ଦେଇଥିଲେ ବୋଲି କହିଛନ୍ତି। ହେଲେ ଥାନାଧିକାରୀ ତାଙ୍କ ଛୁଟି ଦରଖାସ୍ତ କୁ ଚିରିବା ପାଇଁ ଉଦ୍ୟମ କରିବାରୁ ବିଶ୍ୱଜିତ ତାହା ଟାଣି ଆଣିବାରୁ ଥାନାଧିକାରୀ ତାଙ୍କୁ ମାଡ଼ ମାରିଥିଲେ ବୋଲି କହିଛନ୍ତି ଏ ଏସ ଆଇ। ତେବେ କେଉଁ ପୋଲିସ ଅଧିକାରୀ କାହାକୁ ବାଡେଇ ଛନ୍ତି ତାହା ସ୍ପଷ୍ଟ ଭବେ ଜଣା ପଡିନଥିବାରୁ ଏନେଇ ତଦନ୍ତ ଜାରି ରହିଥିବାର ଏସପି କହିଛନ୍ତି। ଏହା ଅନୁଶାସନହୀନତା ଯୋଗୁ ଏ ଏସ ଆଇ ବିଶ୍ଵଜିତ ପାଣିଗ୍ରାହୀଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଟନ ନିଆଯାଇଛି ବୋଲି ସମ୍ବଲପୁର ଏସପି ସଂଜୀବ ଆରୋରା କହିଛନ୍ତି।ଅନ୍ୟପଟେ କିସୀଣ୍ଡା ଥାନା ଅଞ୍ଚଳରେ ଜଣେ ପୋଲିସ ଅଧିକାରୀ ଭିଡ଼ିଓ ଭାଇରାଲ ହୋଇଛ।
ଏହି ଭିଡ଼ିଓରେ ଜଣେ ପୋଲିସ ଅଧିକାରୀଙ୍କ ଲାଞ୍ଚ ନେଉଥିବାର ସାଧାରଣ ରେ ଚର୍ଚ୍ଚା ହେଉଛି।ଆଉ ଏହି ଭିଡ଼ିଓ ଯୋଗୁ 2 ପୋଲିସ ଅଧିକାରୀ ମଧ୍ୟରେ ବଚସା ଓ ଝଗଡା ହୋଇଥାଇପାରେ ବୋଲି ଚର୍ଚ୍ଚା ହେଉଛି।

ବାଇଟ-1-ସଂଜୀବ ଆରୋରା,ଏସପି ସମ୍ବଲପୁର।

ଏସପି ଙ୍କ କାଉଣ୍ଟର ବାଇଟ ମଜୋରୁ ଅଫଲୋଡ଼ ହୋଇଛି।
କିସୀଣ୍ଡା ଥାନାର ଭିଜୁଆଲ, ଏ ଏସ ଆଇ ଙ୍କ ଭିଜୁଆଲ FTP ରେ ପଡିଛି। ଭାଇରଲ ଭିଡିଓ WhatsApp ରେ ପଡିଛି।

Last Updated : May 27, 2019, 7:28 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.