ETV Bharat / briefs

କଂଗ୍ରେସକୁ ଝଟକା, ହାତ ଛାଡିଲେ ବିଧାୟକ ପ୍ରାର୍ଥୀ ବିଭୁ

author img

By

Published : Apr 3, 2019, 9:04 PM IST

ଟିକେଟ୍‌ ନମିଳିଲେ ବିଦ୍ରୋହୀ ପ୍ରାର୍ଥୀ ହେବା ଅଥବା ଦଳ ବଦଳ ରାଜନୀତି ଏବେ ଓଡିଶା ପାଣିପାଗକୁ ସରଗରମ କରିଛି । ସେହି ତାଲିକାରେ ସାମିଲ ହୋଇଛନ୍ତି ବିଭୁ । ଦଳ ତାଙ୍କୁ ସାଂସଦ ଟିକେଟ ନଦେବାରୁ ସେ ଇସ୍ତଫା ଦେଇଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଓଡିଶା କଂଗ୍ରେସକୁ ଲାଗିଛି ଶକ୍ତ ଝଟକା । ଦଳ ଛାଡିଛନ୍ତି ମୁଖପାତ୍ର ତଥା ବରିଷ୍ଠ ନେତା ବିଭୁ ପ୍ରସାଦ ତରାଇ । ନିଜ ଇସ୍ତଫା ପତ୍ର ସେ ପିସିସି ସଭାପତିଙ୍କ ନିକଟକୁ ପଠାଇ ଦେଇଛନ୍ତି ।

Bibhu Leaves Congress
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଟିକେଟ୍‌ ନମିଳିଲେ ବିଦ୍ରୋହୀ ପ୍ରାର୍ଥୀ ହେବା ଅଥବା ଦଳ ବଦଳ ରାଜନୀତି ଏବେ ଓଡିଶା ପାଣିପାଗକୁ ସରଗରମ କରିଛି । ସେହି ତାଲିକାରେ ସାମିଲ ହୋଇଛନ୍ତି ବିଭୁ । ଦଳ ତାଙ୍କୁ ସାଂସଦ ଟିକେଟ ନଦେବାରୁ ସେ ଇସ୍ତଫା ଦେଇଥିବା କହିଛନ୍ତି । ଦଳ ତାଙ୍କୁ ବିଧାୟକ ପ୍ରାର୍ଥୀ କରିଥିଲେ ମଧ୍ୟ ସେ ଏହି ନିଷ୍ପତ୍ତିରେ ଅସନ୍ତୁଷ୍ଟ ଥିଲେ ।

ଜଗତସିଂହପୁରରୁ ସାଂସଦ ଭାବେ ଲଢିବାକୁ ସେ ଇଛୁକ ଥିଲେ । ପୂର୍ବରୁ ସାଂସଦ ରହିସାରିଥିବାରୁ ତାଙ୍କର ଏହି ପଦବୀ ପାଇଁ ଇଚ୍ଛା ଥିଲା । ହେଲେ ଦଳ ତାଙ୍କୁ ତିର୍ତ୍ତୋଲରୁ ବିଧାନସଭା ପାଇଁ ଟିକେଟ୍‌ ଦେଇଥିଲା । ଯାହାକୁ ନେଇ ସେ ଅସନ୍ତୋଷ ପ୍ରକାଶ କରିଥିଲେ । ତେବେ ସେ ବିଜେପିରେ ଯୋଗଦେବେ ବୋଲି ଚର୍ଚ୍ଚା ହେଉଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:Body:

दुनिया की 8 सबसे हॉट भारतीय महिला मॉडल.....

गैलरी के बारे में

------------------------------------

-------------------------------

1- मॉडल-एक्ट्रेस एंजेला जॉनसन ने 2011 में किंगफिशर कैलेंडर मॉडल हंट का खिताब जीतकर एक नया मुकाम हासिल किया. 28 फरवरी, 1990 को चेन्नई में जन्मी एंजेला ने कुछ बॉलीवुड फिल्मों में भी काम किया है. वह वर्ष 2011 में टाइम्स ऑफ़ इंडिया के सर्वे में टॉप 50 में मोस्ट डिजायरेबल वूमेंस की फेहरिस्त में भी शामिल हो चुकीं हैं.

2- निकोल फारिया ने मिस अर्थ 2010 जीता और मिस अर्थ जीतने वाली भारत की पहली महिला बनीं. बंगलौर की सुंदरी कई फैशन पत्रिकाओं जैसे एले, वोग, कॉस्मोपॉलिटन में भी काम कर चुकीं हैं.

3- उत्तराखंड के एक छोटे से शहर में जन्मीं सोनम बाजवा 2012 में फेमिना मिस इंडिया प्रतियोगिता में भाग लेने के कारण सुर्खियों में आईं. मॉडलिंग के अलावा, सोनम को पंजाबी और तमिल फिल्मों में हॉट ब्यूटी के रूप में भी जाना जाता है. साथ ही सोनम ब्लॉक बस्टर फिल्म “पंजाब 1984” में लीडिंग रोल में भी नजर आ चुकी हैं.

4- एक अन्य युवा मॉडल, अदिति आर्य को लीडिंग भारतीय मॉडल में गिना जाता है. उन्होंने फेमिना मिस इंडिया वर्ल्ड 2015 का खिताब जीता था.

5- सुप्रिया आइमन को 2012 में बिहार की राजकुमारी के रूप में ताज पहनाया गया. साथ ही सुप्रिया जापान के टोक्यो में आयोजित मिस इंटरनेशनल 2015 में भारत का प्रतिनिधित्व करने के लिए शीर्ष पर थीं. हॉट मॉडल सुप्रिया ने कई बड़े ब्रांड्स जैसे कि Sunsilk, Biba Apparels, Lolral, Pantaloons Fashion और Retail का समर्थन भी किया है.

6- शर्लिन चोपड़ा जो कई बॉलीवुड फिल्मों में नज़र आ चुकी हैं. वह अमेरिकी पुरुषों की पत्रिका 'प्लेबॉय' के लिए न्यूड पोज देने वाली पहली भारतीय मॉडल थीं. मॉडल शर्लिन को अपनी बोल्डनेस के चलते विवादों में रहना पड़ा. साथ ही उन्हें अब तक की सबसे हॉट मॉडल में भी गिना जाता है.

7- पूनम पांडे ने मॉडलिंग में अपना करियर शुरू किया. साथ ही बॉलीवुड और टॉलीवुड की कई फिल्मों में काम किया. वह 'ग्लैडरैग्स 2010' के शीर्ष नौ प्रतियोगियों में से एक थीं.

8- उर्वशी रौतेला अब तक की सबसे अधिक सौंदर्य प्रतियोगिता जीतने वाली सबसे कम उम्र की हॉट मॉडल हैं. उर्वशी को युवा और सेक्सी महिला के रुप में दुनिया की सबसे सफल मॉडल में से एक माना जाता है.

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.