ETV Bharat / briefs

ବାଃ ବାଃରେ ବିଏସଏଫ, ପାଣି-ସରବତ ବାଣ୍ଟି ସାଉଣ୍ଟୁଛି ପ୍ରଶଂସା - BSF INDIA

ଖାଲି ସୁରକ୍ଷା ନୁହେଁ ମାନବିକତାର ଶ୍ରେଷ୍ଠ ଧର୍ମ ମାଲକାନଗିରିରେ ନିଭାଇଲା ସୀମା ସୁରକ୍ଷା ବଳ । ଏବେ ଛୁଟୁଛି ପ୍ରଶଂସାର ସୁଅ

ଫଟୋ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି
author img

By

Published : May 19, 2019, 8:03 PM IST

ମାଲକାନଗିରି: ଦେଶ ସୁରକ୍ଷା ତାଙ୍କର ଦାୟିତ୍ବ । ହେଲେ ନିଜକୁ ଖାଲି ଦେଶ ସୁରକ୍ଷାରେ ସୀମିତ ରଖିନାହାନ୍ତି ସୀମା ସୁରକ୍ଷା ବଳ ବା (ବିଏସଏଫ) । ଦେଖାଇଛନ୍ତି ମାନବିକତାର ଶ୍ରେଷ୍ଠ ପାରଦର୍ଶିତା । ମାଓ ଅଧ୍ୟୁଷିତ ମାଲକାନଗିରିରେ ମାଓ ଦମନ ପାଇଁ ନିୟୋଜିତ ଥିବା ବିଏସଏଫ ଜିଲ୍ଲାରେ ବହୁଥିବା ପ୍ରଚଣ୍ଡ ରୌଦ୍ରତାପରୁ ଲୋକଙ୍କୁ ସୁରକ୍ଷା ଦେବାପାଇଁ ଜନସାଧାରଣଙ୍କ ପାଇଁ ପିଇବା ପାଣି ସହ ବାଣ୍ଟୁଛନ୍ତି ସରବତ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ମାଲକାନଗିରି ଜିଲ୍ଲା ବର୍ତ୍ତମାନ ତତଲା କଡେଇରେ ସିଝୁଥିବା ବେଳେ ଖରା ପାଇଁ ଜନ ଜୀବନ ତ୍ରାହି ତ୍ରାହି ଡାକୁଛନ୍ତି । ଆଉ ଏହି ଖରାରୁ ମୁକ୍ତି ପାଇଁ ବାଟୋଇଙ୍କୁ ସର୍ବତ ଓ ଥଣ୍ଡା ପାନୀୟ ବଣ୍ଟନ କରୁଛନ୍ତି ।

ମାଲକାନଗିରି ଏମଭି 3 ଗ୍ରାମରେ ଥିବା ୧୬୦ ବାଟାଲିଅନର ବିଏସଏଫ ଯବାନ ନିଜ କ୍ୟାମ୍ପ ସମ୍ମୁଖରେ ଟେଣ୍ଟ କରି ଲୋକଙ୍କୁ ଥଣ୍ଡା ପାନୀୟ ବାଣ୍ଟିଛନ୍ତି । ଯାହାକୁ ନେଇ ସାଧାରଣ ଜନତା ବିଏସଏଫକୁ ଭୂରିଭୂରି ପ୍ରଶଂସା କରିଛନ୍ତି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:Body:

dfg

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.