ETV Bharat / briefs

ଅଗ୍ନିକାଣ୍ଡରେ ଭେଣ୍ଡିଂ ଜୋନ ହରାଇଥିବା ବିପନ୍ନଙ୍କୁ ଅପରାଜିତାଙ୍କ ସହାୟତା

ସ୍ମାର୍ଟସିଟି, ଭେଣ୍ଡିଂ ଜୋନ ପୋଡ଼ିଯାଇଥିବା ବିପନ୍ନଙ୍କୁ ସାଂସଦଙ୍କ ସହାୟତା । ଅଧିକ ପଢନ୍ତୁ...

ଅଗ୍ନିକାଣ୍ଡରେ ଭେଣ୍ଡିଂ ଜୋନ ହରାଇଥିବା ବିପନ୍ନଙ୍କୁ ଅପରାଜିତାଙ୍କ ସହାୟତା
ଅଗ୍ନିକାଣ୍ଡରେ ଭେଣ୍ଡିଂ ଜୋନ ହରାଇଥିବା ବିପନ୍ନଙ୍କୁ ଅପରାଜିତାଙ୍କ ସହାୟତା
author img

By

Published : May 24, 2021, 6:17 PM IST

ଭୁବନେଶ୍ବର: ସ୍ମାର୍ଟସିଟି, ଭେଣ୍ଡିଂ ଜୋନ ପୋଡ଼ିଯାଇଥିବା ବିପନ୍ନଙ୍କୁ ସାଂସଦଙ୍କ ସହାୟତା । ଭୁବନେଶ୍ବର ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀ ସୋମବାର, ପଳାଶପଲ୍ଲୀ ଠାରେ ଭୟଙ୍କର ଅଗ୍ନିକାଣ୍ଡରେ ନିଜର ଜୀବିକା ହରାଇଥିବା ବନ୍ଧୁ ମାନଙ୍କୁ ଭେଟି ସମସ୍ୟା ବୁଝିବା ସହ ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି ।

ଅଗ୍ନିକାଣ୍ଡରେ ଭେଣ୍ଡିଂ ଜୋନ ହରାଇଥିବା ବିପନ୍ନଙ୍କୁ ଅପରାଜିତାଙ୍କ ସହାୟତା
ଅଗ୍ନିକାଣ୍ଡରେ ଭେଣ୍ଡିଂ ଜୋନ ହରାଇଥିବା ବିପନ୍ନଙ୍କୁ ଅପରାଜିତାଙ୍କ ସହାୟତା
ଅଗ୍ନିକାଣ୍ଡରେ ଭେଣ୍ଡିଂ ଜୋନ ହରାଇଥିବା ବିପନ୍ନଙ୍କୁ ଅପରାଜିତାଙ୍କ ସହାୟତା
ଅଗ୍ନିକାଣ୍ଡରେ ଭେଣ୍ଡିଂ ଜୋନ ହରାଇଥିବା ବିପନ୍ନଙ୍କୁ ଅପରାଜିତାଙ୍କ ସହାୟତା

ଆଗାମୀ ଦିନରେ ପ୍ରଶାସନ ସହ ଯୋଗାଯୋଗ କରି ସମସ୍ୟା ସମାଧାନ ପାଇଁ ପ୍ରୟାସ କରିବେ ବୋଲି ସାଂସଦ ଅପରାଜିତା ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.