ETV Bharat / briefs

ସୋମବାର ସୁସ୍ଥ ହେଲେ ଆଉ 11,614 କୋଭିଡ ରୋଗୀ - ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ

ସୋମବାର ରାଜ୍ୟରୁ ଆଉ 11,614 ଜଣ କୋଭିଡ ରୋଗୀ ସୁସ୍ଥ । ଅଧିକ ପଢନ୍ତୁ...

Covid patients have recovered
Covid patients have recovered
author img

By

Published : May 24, 2021, 7:48 PM IST

ଭୁବନେଶ୍ବର: ଆସିଲା ରାଜ୍ୟର କୋରୋନା ସୁସ୍ଥ ରିପୋର୍ଟ । ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ତଥ୍ୟ ଅନୁଯାୟୀ ସୋମବାର ରାଜ୍ୟରୁ ଆଉ 11,614 ଜଣ କୋଭିଡ ରୋଗୀ ସୁସ୍ଥ ହୋଇଛନ୍ତି । ସୋମବାର ହସ୍ପିଟାଲରୁ ଡିସଚାର୍ଜ ହୋଇ ଘରକୁ ଫେରିଛନ୍ତି । ଏହି ସଂଖ୍ୟାକୁ ମିଶାଇରେ ରାଜ୍ୟରେ ଏଯାବତ କୋରୋନାରୁ ସୁସ୍ଥ ହୋଇଥିବା ମୋଟ ସଂଖ୍ୟା 6,01,224ରେ ପହଞ୍ଚିଛି ।

ସୁସ୍ଥ ତାଲିକାରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ 1407 ଜଣ ରହିଛନ୍ତି । ସୁନ୍ଦରଗଡରୁ 1206, କଟକରୁ 1180, ଅନୁଗୋଳରୁ 703, ସମ୍ବଲପୁରରୁ 552, ବରଗଡରୁ 412, ବଲାଙ୍ଗୀରରୁ 400, ପୁରୀରୁ 389, ମୟୂରଭଞ୍ଜରୁ 388, କଳାହାଣ୍ଡିରୁ 375 ଓ ଯାଜପୁରରୁ 349 ଜଣ ସୁସ୍ଥ ହୋଇଛନ୍ତି ।

ସେହିପରି ଝାରସୁଗୁଡାରୁ 346, ନବରଙ୍ଗପୁରରୁ 345, ବାଲେଶ୍ବରରୁ 303, ଭଦ୍ରକରୁ 298, ଢେଙ୍କାନାଳରୁ 282, ଜଗତସିଂହପୁରରୁ 264, ନୟାଗଡରୁ 259, ସୋନପୁରରୁ 239, ଗଞ୍ଜାମରୁ 231, କୋରାପୁଟରୁ 199, ନୂଆପଡାରୁ 187, ବୌଦ୍ଧରୁ 185, କେନ୍ଦ୍ରାପଡାରୁ 148, କେନ୍ଦୁଝରରୁ 138, ରାୟଗଡାରୁ 132, ଦେଓଗଡରୁ 107, ଗଜପତିରୁ 104, କନ୍ଧମାଳରୁ 102, ମାଲକାନଗିରିରୁ 100 ଷ୍ଟେଟ ପୋଲରୁ 284 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ଏନେଇ ଟ୍ବିଟ ଯୋଗେଁ ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.