ETV Bharat / briefs

ନବରଙ୍ଗପୁରରେ ଆଜି ପୁଣି 112 କୋରୋନା ଚିହ୍ନଟ, ଆକ୍ରାନ୍ତ ସଂଖ୍ୟା 2236କୁ ବୃଦ୍ଧି - ନବରଙ୍ଗପୁର

ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢୁଥିବା ବେଲେ ଆଜି ନବରଙ୍ଗପୁରରୁ ପୁଣି 112 କୋରୋନା ପଜିଟିଭ୍ ଚିହ୍ନଟ ହୋଇ ମୋଟ ଆକ୍ରାନ୍ତ 2236ରେ ପହଞ୍ଚିଛି । ଏନେଇ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ମିଳିଛି । ଅଧିକ ପଢନ୍ତୁ...

ନବରଙ୍ଗପୁରରେ ଆଜି ପୁଣି 112 କୋରୋନା ଚିହ୍ନଟ, ମୋଟ ଆକ୍ରାନ୍ତ 2236କୁ ବୃଦ୍ଧି

author img

By

Published : Sep 13, 2020, 4:48 PM IST

ନବରଙ୍ଗପୁର: ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢୁଥିବା ବେଲେ ଆଜି ନବରଙ୍ଗପୁରରୁ ପୁଣି 112 କୋରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ନବରଙ୍ଗପୁର ଜିଲ୍ଲାରେ ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି ମହାମାରୀ କୋରୋନା । ଆଜିର ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ମୋଟ କୋରୋନା ଆକ୍ରାନ୍ତ 2236ରେ ପହଞ୍ଚିଛି । ଏନେଇ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ମିଳିଛି ।

ନବରଙ୍ଗପୁରରେ ଆଜି ପୁଣି 112 କୋରୋନା ଚିହ୍ନଟ, ମୋଟ ଆକ୍ରାନ୍ତ 2236କୁ ବୃଦ୍ଧି
ନବରଙ୍ଗପୁରରେ ଆଜି ପୁଣି 112 କୋରୋନା ଚିହ୍ନଟ, ମୋଟ ଆକ୍ରାନ୍ତ 2236କୁ ବୃଦ୍ଧି

ଆଜି ଚିହ୍ନଟ ହୋଇଥିବା 112 ଜଣଙ୍କ ମଧ୍ୟରୁ ନବରଙ୍ଗପୁର ମ୍ୟୁନିସିପାଲିଟିରୁ 32 ଜଣ, ଉମରକୋଟ ମ୍ୟୁନିସିପାଲିଟିରୁ 22 ଜଣ, ଝରିଗାଁ ବ୍ଲକରୁ13 ଜଣ, ପାପଡାହାଣ୍ଡି ବ୍ଲକରୁ 9ଜଣ, ନନ୍ଦାହାଣ୍ଡି ବ୍ଲକରୁ 9ଜଣ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ନବରଙ୍ଗପୁର ବ୍ଲକରୁ 7 ଜଣ, ଉମରକୋଟ ବ୍ଲକରୁ 4 ଜଣ, ତେନ୍ତୁଳିଖୁଣ୍ଟି ବ୍ଲକରୁ 6 ଜଣ ଏବଂ କୋଷାଗୁମୁଡା ବ୍ଲକରୁ 2ଜଣ, ଚନ୍ଦାହାଣ୍ଡି ବ୍ଲକରୁ 1ଜଣ, ରାଇଘର ବ୍ଲକରୁ 6 ଜଣ ଏବଂ ନବରଙ୍ଗପୁର ଜିଲ୍ଲାକୁ ଆସିଥିବା କୋରାପୁଟ ଜିଲ୍ଲା ଅନ୍ତର୍ଗତ ବୋରିଗୁମ୍ମାର ଜଣେ ଚିହ୍ନଟ ହୋଇଥିବା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ତରଫରୁ ସୂଚନା ମିଳିଛି ।

ଜିଲ୍ଲାରେ ମୋଟ ପଜିଟିଭ ସଂଖ୍ୟା 2236 ଥିବା ବେଳେ ସେମାନଙ୍କ ମଧ୍ୟରୁ 7349 ଜଣ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବାକି 865 ଜଣ ସକ୍ରିୟ ଥିବାବେଳେ ସେମାନଙ୍କ ମଧ୍ୟରୁ 720 ଜଣ ଡାକ୍ତରଙ୍କ ପରାମର୍ଶ କ୍ରମେ ହୋମ ଆଇସୋଲେସନରେ ରହି ଚିକିତ୍ସିତ ହେଉଛନ୍ତି । ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ 54719 କୋରୋନା ଟେଷ୍ଟ କରାଯାଇଥିବା ସୂଚନା ମିଳିଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.