ETV Bharat / briefs

ପୋଲିସ ହେପାଜତରୁ ଖସିଗଲା ଅଭିଯୁକ୍ତ - ran away

ପୋଲିସ ହୋପାଜତରୁ ଅଭିଯୁକ୍ତ ଫେରାର ହେବାର ଭିଡିଓ ସୋସିଆଲ ଭାଇରାଲ ହେବା ପରେ ପୋଲିସ ହଟହଟା ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ
author img

By

Published : May 11, 2019, 7:58 PM IST

ବରଗଡ: ଟାଉନ ଥାନା ପୋଲିସ ହେପାଜତରୁ ଜଣେ ଅଭିଯୁକ୍ତ ଫେରାର ହୋଇଯାଇଛି । ଏହି ଘଟଣା ସାରା ସହରରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

ସୂଚନାନୁସାରେ, ବିଭିନ୍ନ ଅପରାଧୀକ ମାମଲାରେ ସମ୍ପୃକ୍ତ ଥିବା ଆସାମୀଙ୍କ ଫଟୋ ଏବଂ ସେମାନଙ୍କ ଅପରାଧୀକ ତାଲିକାକୁ କମ୍ପ୍ୟୁଟରରେ ଫିଡ୍ କରାଯାଉଛି । ଯେଉଁ କାରଣରୁ ବରଗଡର ସମସ୍ତ ଅପରାଧୀଙ୍କୁ ପଚରାଉଚରା ପାଇଁ ଟାଉନ୍ ଥାନାକୁ ଅଣାଯାଇଥିଲା । ପରେ ସେମାନଙ୍କୁ ଛାଡି ଦେଇଥିଲା ପୋଲିସ । ବରଗଡ ପୋଲିସ ପକ୍ଷରୁ ଏହି ଅଭିଯାନ ଆରମ୍ଭ ହୋଇଥିଲା ।

ଏହି ଅଭିଯାନ ପାଇଁ ବରଗଡ ଟାଉନ ପୋଲିସ ଜଣେ ଅପରାଧୀକୁ ଥାନାକୁ ଆଣିବା ପାଇଁ ପୋଲିସ ଗାଡିରେ ବସାଉଥିଲା । ଏହି ସମୟରେ ଅଭିଯୁକ୍ତ ଜଣକ ଗାଡିରୁ ଡେଇଁ ଫେରାର ହୋଇଯାଇଥିଲା । ପୋଲିସ ଗାଡିରୁ ଅଭିଯୁକ୍ତ ଫେରାର ହେବାର ଭିଡିଓ କେହି ଜଣେ ବ୍ୟକ୍ତି ନିଜ ମୋବାଇଲରେ କଏଦ କରିଥିଲେ । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଇ ହୋଇଛି । ଆଉ ଏହି ଭାଇରାଲ ଭିଡିଓରେ ପୋଲିସକୁ ଲୋକହସା ହେବାକୁ ପଡିଛି ।

ବରଗଡରୁ ରାଜେଶ ସରାପ୍, ଇଟିଭି ଭାରତ

||ବରଗଡ ||
ବରଗଡ ଟାଉନ ପୋଲିସ ହାତରୁ ଜଣେ  ଦୁର୍ବୁତ୍ତ ଫେରାର ମାରିବା ଘଟଣା ସହରରେ ଚର୍ଚ୍ଚାର ବିଷୟ ହୋଇଛି | ବିଭିନ୍ନ ମାମଲାରେ ଲିପ୍ତ ରହିଥିବା ଆସାମୀ ମାନଙ୍କର ଫଟୋ ସହିତ ତାଙ୍କର ଅପରାଧ ମାନଙ୍କର ସୂଚୀ ଓ ତାଲିକା ଗୁଡିକୁ କମ୍ପୁଟର ରେ ଫିଡ କରିବା ପାଇଁ ବରଗଡ ପୋଲିସ ପକ୍ଷରୁ ଚାଲିଛି ଅଭିଯାନ ଏବଂ ଏହି ଅଭିଯାନ ପାଇଁ ପୋଲିସ ବରଗଡର ସମସ୍ତ ଅପରାଧୀଙ୍କୁ ପଚରା ଉଚୁରା କରିବା ପାଇଁ ଟାଉନ ଥାନାକୁ ଆଣୁଛି ଓ ପଚରା ଉଚୁରା କରି ପରେ ଛାଡି ଦେଉଛି | ତେବେ ଏହି ସଙ୍କ୍ରାନ୍ତରେ ବରଗଡ ଟାଉନ ପୋଲିସ ଜଣେ ଅପରାଧୀକୁ ଧରି ଥାନାକୁ ଆଣିବା ପାଇଁ ପୋଲିସ ଗାଡିରେ ବସାଇବା ସମୟରେ ଗାଡିରୁ ଡେଇଁ  ଫେରାର ହୋଇଯାଇଥିଲା | ପୋଲିସ ଗାଡିରୁ ବାହାରି ଦଉଡି ଫେରାର ହୋଇଯାଇଥିବା ଘଟଣାର ଭିଡିଓ କେହିଜଣେ ବ୍ୟକ୍ତି ମୋବାଇଲରେ ଭିଡିଓ କରିଥିବା ବେଳେ ଏହା ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହୋଇଛି | ତେବେ ଏହି ଭାଇରାଲ ଭିଡିଓରେ ପୋଲିସ କୁ ଲୋକହସା ହେବାକୁ ପଡିଛି | ସାଧାରଣ ଜଣେ ବ୍ୟକ୍ତିକୁ କାବୁ କରିବାରେ ଅସଫଳ ବରଗଡ ପୋଲିସ କୁଖ୍ୟାତ ଅପରାଧୀ ମାନଙ୍କୁ କିପରି କାବୁ କରିବ ବୋଲି ପ୍ରଶ୍ନ କରିଛନ୍ତି ଲୋକେ |
 ମଧ୍ୟରେ ଲୋକହସା ଦେଖି ଲୋକେ ପୋଲିସ କୁ  ଲୋକହସା ସାଧାରଣରେ ଲୋକଙ୍କ  

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.