ETV Bharat / briefs

ବାଇକ ରାକେଟର ପର୍ଦ୍ଦାଫାଶ: ଭୁବନେଶ୍ୱରରୁ ମୋହନା ଯାଏଁ ଲମ୍ବିଛି ଚେର - bike racket

ଗଜପତି ଜିଲ୍ଲା ମୋହନା ଅଞ୍ଚଳରେ ଚାଲିଥିବା ଚୋରା ବାଇକ ରାକେଟର ପର୍ଦ୍ଦାଫାଶ କରିଛି ପୋଲିସ । ବୁଧବାର ଏହି ଅଞ୍ଚଳରେ ପୋଲିସ ଚଢାଉ କରିଥିଲା । ଫଳରେ 4 ଜଣଙ୍କୁ ଗିରଫ କରିବା ସହ 13ଟି ବାଇକ ଜବତ ହୋଇଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଗଜପତି
author img

By

Published : Mar 28, 2019, 10:40 PM IST

ଗଜପତି: ମୋହନା ପୋଲିସକୁ ମିଳିଛି ବଡ଼ ସଫଳତା । ଗଜପତି ଜିଲ୍ଲା ମୋହନା ଅଞ୍ଚଳରେ ଚାଲିଥିବା ଚୋରା ବାଇକ ରାକେଟରପର୍ଦ୍ଦାଫାଶକରିଛି ପୋଲିସ । ଏହି ରାକେଟରାଜଧାନୀ ଭୁବନେଶ୍ବରରୁ ମୋହନା ଯାଏଁ ଚେର ଲମ୍ବିଥିବାବେଳେ ବୁଧବାର ଏହି ଅଞ୍ଚଳରେ ପୋଲିସ ଚଢାଉ କରିଥିଲା । ଫଳରେ 4 ଜଣଙ୍କୁ ଗିରଫ କରିବା ସହ13ଟି ବାଇକ ଜବତ ହୋଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଗଜପତି

ମୋହନା ଥାନା ଅନ୍ତର୍ଗତ କମଳାପୁର କଲୋନୀ, ବାଦପୁର, ଜଳାମେରୀ ନୂଆସାହି, ଡେଙ୍ଗିଣିପଦର ଓ ନାରଙ୍ଗି ସ୍ଥାନରେ ଚଢାଉ କରିଥିଲା ପୋଲିସ । ଏହି ବାଇକ ଚୋରୀ ରାକେଟରେ ସଂପୃକ୍ତ ମୁଖ୍ୟ ଅଭିଯୁକ୍ତ କମଳାପୁର କଲୋନୀର ପିଙ୍କୁ ନାୟକଙ୍କ ସମେତ ନାରିଙ୍ଗି ଗାଁର ସୁମିତ ନାୟକ, ବାଦପୁର ଗାଁର ବାବୁଲା ନାୟକ ଓ ନୂଆସାହିର ଟୁଜୁ ନାୟକକୁ ପୋଲିସ ଗିରଫ କରିଛି ।

ଭୁବନେଶ୍ବର ଓ ବ୍ରହ୍ମପୁରରୁ ବାଇକ ଚୋରିକରି ଏହି ଅଞ୍ଚଳରେ ଶସ୍ତା ଦରରେ ବିକ୍ରି କରି ଗଞ୍ଜେଇ ଚାଲାଣ କରୁଥିଲେ । ଏହାସହ ସେହି ଟଙ୍କାକୁ ବେଆଇନ କାର୍ଯ୍ୟରେ ନିୟୋଜିତ କରୁଥିଲା । ଏସପି ପ୍ରେସ ମିଟ ଜରିଆରେ ଏହାର ସୂଚନା ଦେଇଛନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

Intro:Body:

all party candidate file their nomination from kandhamal district.

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.