ETV Bharat / briefs

ବାୟୁ ପାଇଁ 37 ଟ୍ରେନ ବାତିଲ

ବାତ୍ୟା ବାୟୁ ପାଇଁ ଟ୍ରେନ ବାତିଲ । ଏନେଇ ପଶ୍ଚିମ ରେଳ ଡିଭିଜନର 37ଟି ଟ୍ରେନକୁ ବାତିଲ କରିଛି । ଏହାସହ 9ଟି ଟ୍ରେନକୁ ଆଂଶିକ ସମୟ ପାଇଁ ବାତିଲର ନିର୍ଦ୍ଦେଶ ଦିଆଯାଇଛି ।

author img

By

Published : Jun 14, 2019, 12:41 PM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ବାତ୍ୟା 'ବାୟୁ' ପାଇଁ ଟ୍ରେନ ବାତିଲ । ଏନେଇ ପଶ୍ଚିମ ରେଳତଟର 37ଟି ଟ୍ରେନକୁ ବାତିଲ କରିଛି । ଏହାସହ 9ଟି ଟ୍ରେନକୁ ଆଂଶିକ ସମୟ ପାଇଁ ବାତିଲର ନିର୍ଦ୍ଦେଶ ଦିଆଯାଇଛି । ତେବେ ରେଳଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟି ରଖି ପଶ୍ଚିମତଟ ରେଳ ବିଭାଗ ଏଭଳି ନିଷ୍ପତ୍ତି ନେଇଛି ।

ଖବର ଅନୁଯାୟୀ, ଆରବ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ ବାୟୁ ବର୍ତ୍ତମାନ ପରିସ୍ଥିତିରେ ଓମାନ ଅଭିମୁଖେ ଗତିକରୁଛି । ଏହି ବାତ୍ୟା ପ୍ରଭାବରେ ଗୁଜୁରାଟରେ ପ୍ରବଳ ବର୍ଷା ଜାରି ରହିଛି । ଏହାସହ ସାଧାରଣ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟି ଆଗରେ ରଖି 24 ଘଣ୍ଟିଆ ଆର୍ଲଟ ଜାରି ରହିଛି ।

ତେବେ ବାୟୁର ମୁକାବିଲା ପାଇଁ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଓଡିଶା ମୁଖ୍ୟମନ୍ତ୍ରୀ ପରାମର୍ଶ ଲୋଡିଥିଲେ । ଏଭଳି ସ୍ଥିତିରେ ଗୁଜୁରାଟକୁ ସହଯୋଗ କରିବା ପାଇଁ ତତ୍ପରତା ଦେଖାଇଛି ରାଜ୍ୟ ।

Intro:Body:

dhdhd

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.