ETV Bharat / bharat

ଶିଶୁଙ୍କ ପାଇଁ ଭ୍ୟାକ୍ସିନ ବିକଶିତ କଲା ଜାୟଡସ କ୍ୟାଡିଲା, ଜୁଲାଇରେ ମିଳିବ ମଞ୍ଜୁରୀ !

ଶିଶୁଙ୍କୁ କେବେ ଟିକା ଦିଆଯିବ ଏନେଇ ଉଠୁଛି ପ୍ରଶ୍ନ । ଏହାରି ମଧ୍ୟରେ 5ରୁ 12 ବର୍ଷର ଶିଶୁଙ୍କ ପାଇଁ ଟିକା ଟ୍ରାଏଲ କରିବାର ଯୋଜନା କରୁଛି ଗୁଜୁରାଟ ସ୍ଥିତ ଜାୟଡସ କ୍ୟାଡିଲା ଗ୍ରୁପ । ଅଧିକ ପଢନ୍ତୁ...

author img

By

Published : May 30, 2021, 8:07 PM IST

ଶିଶୁଙ୍କ ପାଇଁ ଭ୍ୟାକ୍ସିନ ବିକଶିତ କଲା ଜାୟଡସ କ୍ୟାଡିଲା, ଜୁଲାଇରେ ମିଳିବ ମଞ୍ଜୁରୀ !
ଶିଶୁଙ୍କ ପାଇଁ ଭ୍ୟାକ୍ସିନ ବିକଶିତ କଲା ଜାୟଡସ କ୍ୟାଡିଲା, ଜୁଲାଇରେ ମିଳିବ ମଞ୍ଜୁରୀ !

ଅହମଦାବାଦ: ଦେଶରେ ଜାରି ରହିଛି 18 ବର୍ଷରୁ ଊର୍ଦ୍ଧ୍ବ ବୟସ୍କଙ୍କ ଟୀକାକରଣ । ହେଲେ ଶିଶୁଙ୍କୁ କେବେ ଟିକା ଦିଆଯିବ ଏନେଇ ଉଠୁଛି ପ୍ରଶ୍ନ । ଏହାରି ମଧ୍ୟରେ 5ରୁ 12 ବର୍ଷର ଶିଶୁଙ୍କ ପାଇଁ ଟିକା ଟ୍ରାଏଲ କରିବାର ଯୋଜନା କରୁଛି ଗୁଜୁରାଟ ସ୍ଥିତ ଜାୟଡସ କ୍ୟାଡିଲା ଗ୍ରୁପ ।

ଜାୟଡସ-ଡି ପ୍ଲାଜମିଡ ଏକ ଡିଏନଏ ଭ୍ୟାକ୍ସିନ । ଏହା ନ୍ୟୁକ୍ଲିୟର ଏସିଡ ଭ୍ୟାକ୍ସିନ ରୂପରେ ଆସେ । ନିକଟରେ ଜାୟଡସ କ୍ୟାଡିଲା ସାବାଳକଙ୍କ ପାଇଁ 800 କ୍ଲିନିକାଲ ପରୀକ୍ଷା କରିଥିବାବେଳେ ଏହି ଟିକା 12 ରୁ 18 ବର୍ଷ ବୟସର ପିଲାମାନଙ୍କ ପାଇଁ ମଧ୍ୟ ପରୀକ୍ଷା କରାଯାଇଛି।

କମ୍ପାନୀର ପ୍ରସ୍ତୁତି ହେଉଛି ଜୁନ କିମ୍ବା ଜୁଲାଇ ଶେଷ ସୁଦ୍ଧା ଏହାର ଟିକା ପାଇଁ ଜରୁରୀକାଳୀନ ବ୍ୟବହାର କରିବାକୁ ଅନୁମୋଦନ ପାଇବା । କ୍ୟାଡିଲା ହେଲଥ କେୟାର ଲିମିଟେଡର ପରିଚାଳନା ନିର୍ଦ୍ଦେଶକ କହିଛନ୍ତି, 5 ରୁ 12 ବର୍ଷ ବୟସର ପିଲାମାନଙ୍କ ଉପରେ ଟିକା ପରୀକ୍ଷା ବିଷୟରେ ଆମ ପାଖରେ ବହୁତ ପରିମାଣର ତଥ୍ୟ ରହିବ । ଯଦି ସବୁକିଛି ଠିକ ରୁହେ, ତାହେଲେ 12ରୁ 18 ବର୍ଷ ବୟସର ପିଲାଙ୍କ ପାଇଁ ଭ୍ୟାକ୍ସିନର ମଞ୍ଜୁରୀ ମିଳିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.