ETV Bharat / bharat

କୋରୋନାରେ ପ୍ରାଣ ହରାଇଥିବା ସାମ୍ବାଦିକଙ୍କ ପରିବାରକୁ 10ଲକ୍ଷ ଦେବେ ଯୋଗୀ ସରକାର

author img

By

Published : May 30, 2021, 12:28 PM IST

କୋରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଥିବା ସାମ୍ବାଦିକଙ୍କ ପରିବାରକୁ 10 ଲକ୍ଷ ଦେବେ ଯୋଗୀ ସରକାର । ଅଧିକ ପଢନ୍ତୁ...

କୋରୋନାରେ ପ୍ରାଣ ହରାଇଥିବା ସାମ୍ବାଦିକଙ୍କ ପରିବାରକୁ  10ଲକ୍ଷ ଦେବେ ଯୋଗୀ ସରକାର
କୋରୋନାରେ ପ୍ରାଣ ହରାଇଥିବା ସାମ୍ବାଦିକଙ୍କ ପରିବାରକୁ 10ଲକ୍ଷ ଦେବେ ଯୋଗୀ ସରକାର

ଲକ୍ଷ୍ନୌ: ଆଜି ହିନ୍ଦି ସାମ୍ବାଦିକତା ଦିବସ । ଏହି ଅବସରରେ ଆଜି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ସାମ୍ବାଦିକଙ୍କ ପାଇଁ ବଡ ଘୋଷଣା କରିଛନ୍ତି । ଯେଉଁ ସାମ୍ବାଦିକ ମାନେ କୋରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଛନ୍ତି ସେମାନଙ୍କ ପରିବାରକୁ ସରକାର 10 ଲକ୍ଷ ଟଙ୍କା ଅନୁଦାନ ଦେବାକୁ ଘୋଷଣା କରିଛନ୍ତି ।

କୋରୋନାର ପରି ଏହି ସଙ୍କଟ ସମୟରେ ଡାକ୍ତର, ଡାକ୍ତରୀ କର୍ମଚାରୀ, ପୋଲିସ ଏବଂ ଅନ୍ୟ ଫ୍ରଣ୍ଟଲାଇନ କର୍ମଚାରୀଙ୍କ ପରି ସାମ୍ବାଦିକମାନେ ନିଜ ଜୀବନକୁ ବିପଦରେ ପକାଇ ଦେଶର ଲୋକଙ୍କ ନିକଟରେ ଖବର ପହଞ୍ଚାଉଛନ୍ତି ।

ଏହି କୋରୋନା ସମୟରେ ଦେଶରେ ଅନେକ ସାମ୍ବାଦିକ ସଂକ୍ରମିତ ହୋଇ ନିଜ କର୍ତ୍ତବ୍ୟ ତୁଲାଉଥିବା ବେଳେ ପ୍ରାଣ ହରାଇଛନ୍ତି । ଏଭଳି ପରିସ୍ଥିତିରେ ଯୋଗୀ ଆଦିତ୍ୟନାଥ ଆଜି ହିନ୍ଦୀ ସାମ୍ବାଦିକତା ଦିବସରେ ଏଭଳି ସାମ୍ବାଦିକଙ୍କ ପରିବାରଙ୍କ ପାଇଁ ଏହି ବଡ ଘୋଷଣା କରିଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.