ETV Bharat / bharat

ଆନ୍ଧ୍ରରେ ଲଜ୍ଜା: ଷ୍ଟେସନରେ ସ୍ବାମୀକୁ ମାଡ ମାରି ସ୍ତ୍ରୀକୁ ଗଣଦୁଷ୍କର୍ମ - ଆନ୍ଧ୍ରପ୍ରଦେଶରେ ଛାତିଥରା ଘଟଣା

ରେଳଷ୍ଟେସନରେ ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ଏପରି ଏକ ଲୋମହର୍ଷଣକାରୀ ଘଟଣା ଦେଖିବାକୁ ମିଳିଛି ଆନ୍ଧ୍ରପ୍ରଦେଶର ବାପଟଲା ଜିଲ୍ଲାର ରେପଲ୍ଲେ ରେଳଷ୍ଟେସନରେ । ଅଧିକ ପଢନ୍ତୁ

ଆନ୍ଧ୍ରପ୍ରଦେଶରେ ଛାତିଥରା ଘଟଣା,  ରେଳଷ୍ଟେସନରେ ମହିଳା ସହ ଗଣଦୁଷ୍କର୍ମ

author img

By

Published : May 1, 2022, 12:18 PM IST

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶରେ ପାଶବିକତା । ରେଳଷ୍ଟେସନରେ ମହିଳାକୁ ଗଣଦୁଷ୍କର୍ମ ଅଭିଯୋଗ । ଏପରି ଏକ ଲୋମହର୍ଷଣକାରୀ ଘଟଣା ଦେଖିବାକୁ ମିଳିଛି ଆନ୍ଧ୍ରପ୍ରଦେଶର ବାପଟଲା ଜିଲ୍ଲାର ରେପଲ୍ଲେ ରେଳଷ୍ଟେସନରେ ।

ସୂଚନାଅନୁସାରେ, ପୀଡିତାଙ୍କ ସ୍ବାମୀଙ୍କ ଉପରେ ଆକ୍ରମଣ କରି ସ୍ତ୍ରୀଙ୍କ ସହ ଦୁଷ୍କର୍ମ କଲେ ଦୁର୍ବୃତ୍ତ । ଉଭୟେ ପ୍ରବାସୀ ଶ୍ରମିକ ହୋଇଥିବା ନେଇ ସୂଚନା । ପୀଡିତାଙ୍କ କହିବା ଅନୁସାରେ, ୩ ଜଣ ଦୁର୍ବୃତ୍ତ ତାଙ୍କୁ ଗଣଦୁଷ୍କର୍ମ କରିବା ସହ ପୀଡିତାଙ୍କ ସ୍ବାମୀଙ୍କ ଠାରୁ ଟଙ୍କା ମଧ୍ୟ ନେଇଥିଲେ । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପୀଡିତାଙ୍କୁ ଉଦ୍ଧାର କରି ରେପଲ୍ଲେ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ଏନେଇ ପୋଲିସ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ । ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.