ETV Bharat / bharat

କୋରୋନାର ଡାଉନ ଟ୍ରେଣ୍ଡ ଜାରି, ଦିନକରେ 26567 ଆକ୍ରାନ୍ତ ଚିହ୍ନଟ - ଭାରତ କୋରୋନା ନ୍ୟୁଜ

ଗତ 24 ଘଣ୍ଟାରେ 26 ହଜାର 567 ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ 385 ଜଣଙ୍କର ମୃତ୍ୟୁ ହୋଇଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଅଧିକ ପଢନ୍ତୁ...

କୋରୋନାର ଡାଉନ ଟ୍ରେଣ୍ଡ ଜାରି
କୋରୋନାର ଡାଉନ ଟ୍ରେଣ୍ଡ ଜାରି
author img

By

Published : Dec 8, 2020, 10:23 AM IST

ନୂଆଦିଲ୍ଲୀ: ଦେଶରେ କୋରୋନାର ଡାଉନ ଟ୍ରେଣ୍ଡ ଜାରି । ପାଖାପାଖି ଏକ ମାସ ଧରି 50 ହଜାରରୁ ତଳକୁ ରହୁଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ 24 ଘଣ୍ଟାରେ 26 ହଜାର 567 ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ 385 ଜଣଙ୍କର ମୃତ୍ୟୁ ହୋଇଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହାକୁ ମିଶାଇ ଦେଶରେ ମୋଟ ପଜିଟିଭ ସଂଖ୍ୟା 97 ଲକ୍ଷ 3 ହଜାର 770ରେ ପହଞ୍ଚିଛି ।

ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 24 ଘଣ୍ଟାର 39,045 ଆକ୍ରାନ୍ତ ଆରୋଗ୍ୟକୁ ମିଶାଇ ମୋଟ ସୁସ୍ଥ ସଂଖ୍ୟା 91 ଲକ୍ଷ 78 ହଜାର 946ରେ ପହଞ୍ଚିଛି । ସେହିପରି ଏବେସୁଦ୍ଧା 3 ଲକ୍ଷ 83 ହଜାର 866 ଆକ୍ରାନ୍ତ ଦେଶରେ ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଏହାଛଡା ଏଯାବତ୍ ମାରାତ୍ମକ କୋରୋନା କାରଣରୁ 1 ଲକ୍ଷ 40 ହଜାର 958 ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.