ETV Bharat / bharat

ସାଗର ମାଳା ଭିଜନ 2030 ଲକ୍ଷ୍ୟରେ ବିଶାଖାପାଟନମ୍ ବନ୍ଦର

author img

By

Published : Feb 24, 2022, 6:56 AM IST

ଆଜି ବିଶାଖାପାଟନମ୍ ବନ୍ଦର ଟ୍ରଷ୍ଟରେ ଅନେକ ବନ୍ଦର ପ୍ରକଳ୍ପ ପାଇଁ କେନ୍ଦ୍ର ବନ୍ଦର, ପରିବହନ ଏବଂ ଜଳପଥ ଏବଂ ଆୟୁଷ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ଭିତ୍ତିପ୍ରସ୍ତର ସ୍ଥାପନ ସହ ଉଦ୍‌ଘାଟନ କରିବେ । ଅଧିକ ପଢନ୍ତୁ

ସାଗର ମାଳା ଭିଜନ 2030 ଲକ୍ଷ୍ୟରେ ବିଶାଖାପାଟନମ୍ ବନ୍ଦର
ସାଗର ମାଳା ଭିଜନ 2030 ଲକ୍ଷ୍ୟରେ ବିଶାଖାପାଟନମ୍ ବନ୍ଦର

ନୂଆଦିଲ୍ଲୀ: ଆଜି ବିଶାଖାପାଟନମ୍ ବନ୍ଦର ଟ୍ରଷ୍ଟରେ ଅନେକ ବନ୍ଦର ପ୍ରକଳ୍ପ ପାଇଁ କେନ୍ଦ୍ର ବନ୍ଦର, ପରିବହନ ଏବଂ ଜଳପଥ ଓ ଆୟୁଷ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ଭିତ୍ତିପ୍ରସ୍ତର ସ୍ଥାପନ ସହ ଉଦ୍‌ଘାଟନ କରିବେ । ସାଗର ମାଳା ଭିଜନ 2030 ସହିତ ସ୍ଥାନୀୟ ସାମଗ୍ରୀକୁ ସର୍ବଭାରତୀୟ ସ୍ତରରେ ପ୍ରତିଯୋଗୀ କରିବା ପାଇଁ ଏହାର ମୂଳ ଲକ୍ଷ୍ୟ ।

ତେବେ ଉପକୂଳ ସମ୍ପ୍ରଦାୟର ବିକାଶ ପାଇଁ କୁଶଳୀ ମାନବସମ୍ବଳ ଯୋଗାଇବା ପାଇଁ କେନ୍ଦ୍ରମନ୍ତ୍ରୀ ସାଗର ମାଳା ପ୍ରକଳ୍ପ ଅଧୀନରେ ବିଶାଖାପାଟନମ୍ ଦକ୍ଷତା ବିକାଶ ସୁବିଧା CEMS (ସେଣ୍ଟର ଅଫ୍ ଏକ୍ସଲେନ୍ସ ଇନ୍ ସାମୁଦ୍ରିକ ଏବଂ ଜାହାଜ ନିର୍ମାଣ) ଉଦ୍‌ଘାଟନ କରିବେ।

ଅନ୍ୟପଟେ ସୋନୋୱାଲ ମଧ୍ୟ ଡ୍ରେଜିଂ କର୍ପୋରେସନ୍ ଅଫ୍ ଇଣ୍ଡିଆର କାର୍ଯ୍ୟଗୁଡ଼ିକର ସମୀକ୍ଷା କରିବା ସହ ଆଜି ବିଶାଖାପାଟନମ୍ ବନ୍ଦରରେ ଏକ ମ୍ୟୁଜମ୍‌ ଉଦ୍‌ଘାଟନ କରିଛନ୍ତି ।

ବ୍ୟୁରୋ ରିପୋର୍ଟ ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.