ETV Bharat / bharat

1900 କେଜି ଗଞ୍ଜେଇ ଜବତ, 2 ଗିରଫ

author img

By

Published : May 27, 2021, 7:59 AM IST

ବିଶାଖାପାଟନମ ଜିଲ୍ଲାର ନରସିପାଟନମରେ ପୋଲିସ 1,900 କିଲୋଗ୍ରାମ ଗଞ୍ଜେଇ ଜବତ କରିବା ସହ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏହା ସହ ସେମାନଙ୍କ ଗାଡିକୁ ମଧ୍ୟ ଜବତ କରାଯାଇଛି । ଅଧିକ ପଢନ୍ତୁ...

1,900 କିଲୋଗ୍ରାମ ଗଞ୍ଜେଇ ଜବତ, 2 ଗିରଫ
1,900 କିଲୋଗ୍ରାମ ଗଞ୍ଜେଇ ଜବତ, 2 ଗିରଫ

ହାଇଦ୍ରାବାଦ: ଲକ ଡାଉନ ସମୟରେ ନିଶା କାରବାର, ଯେପରିକି ଚୋରା ମଦ ଓ ଗଞ୍ଜେଇ କାରବାର ବୃଦ୍ଧି ପାଉଥିବା ବେଳେ ପୋଲିସ ପକ୍ଷରୁ ଚେକିଂକୁ ମଧ୍ୟ କଡାକଡି କରାଯାଇଛି ।

ତେବେ ବିଶାଖାପାଟନମ ଜିଲ୍ଲାର ନରସିପାଟନମରେ ପୋଲିସ 1,900 କିଲୋଗ୍ରାମ ଗଞ୍ଜେଇ ଜବତ କରିବା ସହ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏହା ସହ ସେମାନଙ୍କ ଗାଡିକୁ ମଧ୍ୟ ଜବତ କରାଯାଇଛି । ଏନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.