ETV Bharat / bharat

ଉତ୍ତରପ୍ରଦେଶ କ୍ୟାବିନେଟ ବିସ୍ତାର, ଶପଥ ନେଲେ ଜିତିନ ପ୍ରସାଦ

author img

By

Published : Sep 26, 2021, 6:57 PM IST

Updated : Sep 26, 2021, 7:42 PM IST

ଉତ୍ତର ପ୍ରଦେଶରେ କ୍ୟାବିନେଟ ବିସ୍ତାର । ଯୋଗୀ ସରକାରରେ ସାମିଲ ହୋଇଛନ୍ତି ଜିତିନ ପ୍ରସାଦ । ଅଧିକ ପଢନ୍ତୁ...

jitin prasad
ଉତ୍ତରପ୍ରଦେଶରେ କ୍ୟାବିନେଟ ବିସ୍ତାର,ସାମିଲ ହେବେ ଜିତିନ ପ୍ରସାଦ ହେବେ ଜିତିନ ପ୍ରସାଦ

ଲକ୍ଷ୍ନୌ: ଉତ୍ତର ପ୍ରଦେଶ କ୍ୟାବିନେଟ ବିସ୍ତାର । ଯୋଗୀ ସରକାରରେ ଜିତିନ ପ୍ରସାଦଙ୍କ ସହ ଅନ୍ୟ 6 ଜଣ ଆଜି ଉତ୍ତରପ୍ରଦେଶ ସରକାରରେ ମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି।

Utterpradesh cabinet reshuffel jitin prasad to be join yogi cabinet
ଉତ୍ତରପ୍ରଦେଶ କ୍ୟାବିନେଟ ବିସ୍ତାର

ଉତ୍ତର ପ୍ରଦେଶ ରାଜ୍ୟପାଳ ଆନନ୍ଦିବେନ ପଟେଲ ଯୋଗୀ ମନ୍ତ୍ରୀମଣ୍ଡଳରେ ସାମିଲ ହୋଇଥିବା ନୂତନ ମନ୍ତ୍ରୀ ମାନଙ୍କୁ ଶପଥପାଠ କରାଇଛନ୍ତି । ଏହି ଶପଥ ପାଠ ଉତ୍ସବରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉପସ୍ଥିତି ରହିଥିଲେ ଏହା ସହ ରାଜ୍ୟର ଅନେକ ନେତା ମନ୍ତ୍ରୀ ସାମିଲ ହୋଇଥିଲେ । ଆସନ୍ତା ୨୦୨୨ରେ ଉତ୍ତରପ୍ରଦେଶରେ ଅନୁଷ୍ଠିତ ହେବ ବିଧାନସଭା ନିର୍ବାଚନ । ବିଧାନସଭା ନିର୍ବାଚନ ପୂର୍ବରୁ ଯୋଗୀ କ୍ୟାବିନେଟର ଅନ୍ତିମ କ୍ୟାବିନେଟ ବିସ୍ତାର ହୋଇଛି। ଯୋଗୀ କ୍ୟାବିନେଟରେ ସାମିଲ ହେବାକୁ ଥିବା ପ୍ରମୁଖ ଚେହେରା ମାନଙ୍କ ମଧ୍ୟରୁ ଜିତିନ ପ୍ରସାଦ ଅନ୍ୟତମ । ତାଙ୍କ ସହ ଛତ୍ରପାଲ ସିଂହ,ପଲଟୁ ରାମ,ସଙ୍ଗୀତା ବଲୱନ୍ତ,ସଞ୍ଜୀବ କୁମାର,ଦିନେଶ ଖାତିକ ଓ ଧର୍ମବୀର ସିଂହ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମନ୍ତ୍ରୀମଣ୍ଡଳରେ ସାମିଲ ହେବେ । ଆସି ସଂନ୍ଧ୍ୟାରେ ଉତ୍ତରପ୍ରଦେଶ କ୍ୟାବିନେଟ ସଂପ୍ରସାରଣରେ ନୂତନ ମନ୍ତ୍ରୀ ସାମିଲ ହେବେ।

ଉତ୍ତରପ୍ରଦେଶ କ୍ୟାବିନେଟ ବିସ୍ତାର

ନିକଟରେ ଉତ୍ତରପ୍ରଦେଶର ଜିଲ୍ଲା ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେପିରେ ସାମିଲ ହୋଇଥିଲେ ଉତ୍ତରପ୍ରଦେଶର ଚର୍ଚ୍ଚିତ କଂଗ୍ରେସ ନେତା ଜିତିନ ପ୍ରସାଦ। ସେ ଉତ୍ତରପ୍ରଦେଶର ଶାହାଜାହାନପୁରରୁ କଂଗ୍ରେସ ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ ମନମୋହନ ସିଂହଙ୍କ ମନ୍ତ୍ରୀମଣ୍ଡଳରେ କେନ୍ଦ୍ରମନ୍ତ୍ରୀ ଭାବରେ ସାମିଲ ହୋଇଥିଲେ।

ଗତ ଜୁନ ମାସରେ କଂଗ୍ରେସରୁ ବିଜେପିରେ ସାମିଲ ହୋଇଥିଲେ ଜିତିନ ପ୍ରସାଦ। ଉତ୍ତରପ୍ରଦେଶ ରାଜନୀତିର ବ୍ରାହ୍ମଣ ଚେହେରା ଭାବରେ ପରିଚିତ ଜିତିନ ପ୍ରସାଦଙ୍କୁ ଯୋଗୀ କ୍ୟାବିନେଟରେ ମନ୍ତ୍ରୀ ଭାବରେ ଦାୟିତ୍ବ ଗ୍ରହଣ କରିଛନ୍ତି। ଉତ୍ତରପ୍ରଦେଶ ଜାତିବାଦୀ ରାଜନୀତିରେ ୧୩ ପ୍ରତିଶତ ବ୍ରାହ୍ମଣ ଭୋଟର ମଧ୍ୟ ଭୂମିକା ମଧ୍ୟ ଗୁରୁତ୍ବପୂର୍ଣ୍ଣ ରହିଛି।

@ANI

Last Updated : Sep 26, 2021, 7:42 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.