ETV Bharat / bharat

ଉତ୍ତରାଖଣ୍ଡ ଉପକୂଳବର୍ତ୍ତୀ ଅଞ୍ଚଳବାସୀଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର - ଶାରଦା ନଦୀସ୍ତର ବୃଦ୍ଧି

ବୃଦ୍ଧି ପାଉଛି ଉତ୍ତରାଖଣ୍ଡ ଶାରଦା ନଦୀ ଜଳସ୍ତର । ଉପକୂଳବର୍ତ୍ତି ଅଞ୍ଚଳବାସୀଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର । ଅଧିକ ପଢନ୍ତୁ...

ଉତ୍ତରାଖଣ୍ଡ ଉପକୂଳବର୍ତ୍ତି ଅଞ୍ଚଳବାସୀଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର

author img

By

Published : Jun 20, 2021, 10:59 AM IST

ଡେରାଡୁନ: ଉତ୍ତରାଖଣ୍ଡ ଶାରଦା ନଦୀ ତଟବର୍ତ୍ତୀ ଅଞ୍ଚଳବାସୀଙ୍କୁ ସ୍ଥଳଭାଗକୁ ସ୍ଥାନାନ୍ତର ଆରମ୍ଭ । ଚମ୍ପାୱତ ଜିଲ୍ଲାର ଉପକୂଳବର୍ତ୍ତି ଅଞ୍ଚଳରେ ଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆ ଯାଉଥିବା ଜଣାପଡିଛି ।

ଗତ କିଛିଦିନ ହେବ ଶାରଦା ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଫଳରେ ବିଭିନ୍ନ ସ୍ଥାନ ଜଳମଗ୍ନ ହୋଇଯାଇଛି । ବିପଦ ସଂକୁଳ ଅବସ୍ଥାରେ ନଦୀଜଳ ପ୍ରବାହିତ ହେଉଛି । ଫଳରେ ବନ୍ୟା ଆଶଙ୍କା କରି ଶାରଦା ନଦୀ ତଟବାସୀଙ୍କୁ ସ୍ଥଳଭାଗକୁ ନିଆଯାଉଛି । ଟଙ୍କପୁର ସବ୍ ଡିଭିଜୋନାଲ ମାଜିଷ୍ଟ୍ରେଟ କହିଛନ୍ତି ଯେ, 'ଲଗାତାର ନଦୀରେ ଜଳସ୍ତର ବୃଦ୍ଧି ପାଉଛି । ଆମକୁ ସଚେତନ ରହିବାକୁ ଆଲର୍ଟ କରାଯାଇଛି । ଏଥିସହ ବିଭିନ୍ନ ଡ୍ୟାମର ଗେଟ୍ ମଧ୍ୟ ଖୋଲାଯାଇଛି । ତେଣୁ ଉପକୂଳବର୍ତ୍ତି ଅଞ୍ଚଳବାସୀଙ୍କୁ ସ୍ଥାନାନ୍ତର କରାଯାଉଛି ।'

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.