ETV Bharat / bharat

Deepotsav celebrations: ଗିନିଜ ଓ୍ବାର୍ଲ୍ଡ ରେକର୍ଡ ସାର୍ଟିଫିକେଟ ଗ୍ରହଣ କଲେ ଯୋଗୀ

author img

By

Published : Oct 23, 2022, 11:02 PM IST

ଗିନିଜ ବୁକ ଅଫ ରେକର୍ଡରେ ସ୍ଥାନ ପାଇଲା ଅଯୋଧ୍ୟା ଦୀପୋତ୍ସବ(Deepotsav celebrations in UP) । ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ପ୍ରାମଣପତ୍ର ଗ୍ରହଣ କଲେ ମୁଖ୍ୟମନ୍ତ୍ରୀ ଯୋଗୀ । ଏକକାଳୀନ ପ୍ରଜ୍ଜଳିତ ହେଲା ୧୫ ଲକ୍ଷରୁ ଅଧିକ ମାଟି ଦୀପ । ଅଧିକ ପଢନ୍ତୁ

Deepotsav celebrations: ଗିନିଜ ଓ୍ବାର୍ଲ୍ଡ ରେକର୍ଡ ସାର୍ଟିଫିକେଟ ଗ୍ରହଣ କଲେ ଯୋଗୀ
Deepotsav celebrations: ଗିନିଜ ଓ୍ବାର୍ଲ୍ଡ ରେକର୍ଡ ସାର୍ଟିଫିକେଟ ଗ୍ରହଣ କଲେ ଯୋଗୀ

ଲକ୍ଷ୍ନୌ: ଆଲୋକର ପର୍ବ ଦୀପାବଳି ଅବସରରେ ରାମ ଜନ୍ମଭୂମି ଅଯୋଧ୍ୟାରେ ଆୟୋଜିତ ଦୀପୋତ୍ସବ ଗିନିଜ ବୁକ ଅଫ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛି (Deepotsav celebrations in UP)। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ପ୍ରମାଣପତ୍ର ଗ୍ରହଣ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉତ୍ସବକୁ ଶୁଭାରମ୍ଭ କରିଥିଲେ ।

  • Uttar Pradesh CM Yogi Adityanath receives a certificate from the Guinness Book of World Records after the Deepotsav celebrations witnessed around 15 lakh earthen lamps being lit, in the presence of Prime Minister Narendra Modi in Ayodhya.#Diwali pic.twitter.com/eDYrqSjWyD

    — ANI UP/Uttarakhand (@ANINewsUP) October 23, 2022 " class="align-text-top noRightClick twitterSection" data=" ">

ଏହି ଐତିହାସିକ ଉତ୍ସବରେ ପ୍ରାୟ 15 ଲକ୍ଷ ମାଟି ଦୀପ ପ୍ରଜ୍ଜଳିତ କରିଥିଲେ ଶ୍ରଦ୍ଧାଳୁ । ଦୀପ ପ୍ରଜ୍ଜଳନ କରିବା ସହ ଏକ ଲେଜର ଓ ସାଉଣ୍ଡ ପ୍ରଦର୍ଶନୀ ମଧ୍ୟ ହୋଇଥିଲା । କାର୍ଯ୍ୟକ୍ରମ ଶେଷରେ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ଏହି ବିଶ୍ବ ରେକର୍ଡର ପ୍ରାମଣପତ୍ର ଗ୍ରହଣ କରିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.