ଲକ୍ଷ୍ନୌ: ଆଲୋକର ପର୍ବ ଦୀପାବଳି ଅବସରରେ ରାମ ଜନ୍ମଭୂମି ଅଯୋଧ୍ୟାରେ ଆୟୋଜିତ ଦୀପୋତ୍ସବ ଗିନିଜ ବୁକ ଅଫ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛି (Deepotsav celebrations in UP)। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ପ୍ରମାଣପତ୍ର ଗ୍ରହଣ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉତ୍ସବକୁ ଶୁଭାରମ୍ଭ କରିଥିଲେ ।
-
Uttar Pradesh CM Yogi Adityanath receives a certificate from the Guinness Book of World Records after the Deepotsav celebrations witnessed around 15 lakh earthen lamps being lit, in the presence of Prime Minister Narendra Modi in Ayodhya.#Diwali pic.twitter.com/eDYrqSjWyD
— ANI UP/Uttarakhand (@ANINewsUP) October 23, 2022 " class="align-text-top noRightClick twitterSection" data="
">Uttar Pradesh CM Yogi Adityanath receives a certificate from the Guinness Book of World Records after the Deepotsav celebrations witnessed around 15 lakh earthen lamps being lit, in the presence of Prime Minister Narendra Modi in Ayodhya.#Diwali pic.twitter.com/eDYrqSjWyD
— ANI UP/Uttarakhand (@ANINewsUP) October 23, 2022Uttar Pradesh CM Yogi Adityanath receives a certificate from the Guinness Book of World Records after the Deepotsav celebrations witnessed around 15 lakh earthen lamps being lit, in the presence of Prime Minister Narendra Modi in Ayodhya.#Diwali pic.twitter.com/eDYrqSjWyD
— ANI UP/Uttarakhand (@ANINewsUP) October 23, 2022
ଏହି ଐତିହାସିକ ଉତ୍ସବରେ ପ୍ରାୟ 15 ଲକ୍ଷ ମାଟି ଦୀପ ପ୍ରଜ୍ଜଳିତ କରିଥିଲେ ଶ୍ରଦ୍ଧାଳୁ । ଦୀପ ପ୍ରଜ୍ଜଳନ କରିବା ସହ ଏକ ଲେଜର ଓ ସାଉଣ୍ଡ ପ୍ରଦର୍ଶନୀ ମଧ୍ୟ ହୋଇଥିଲା । କାର୍ଯ୍ୟକ୍ରମ ଶେଷରେ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ଏହି ବିଶ୍ବ ରେକର୍ଡର ପ୍ରାମଣପତ୍ର ଗ୍ରହଣ କରିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ