ETV Bharat / bharat

ସୀମାହୀନ ପ୍ରେମ: ବରକୁ ୨୮ କନିଆଁକୁ ୬୭, ସରିଛି ରେଜେଷ୍ଟ୍ରି - ଗ୍ବାଲିୟର ପ୍ରେମ କାହାଣୀ

କଥାରେ ଅଛି ପ୍ରେମ ଅନ୍ଧ ହୋଇଥାଏ । ଏଥିସହ ପ୍ରେମମାନେ ନାହିଁ ବନ୍ଧ ବାଡ ନା ବୟସ । ସେହିପରି ପ୍ରେମରେ ଦେଖା ଯାଏ ନାହିଁ କଳା ଓ ଗୋରା । ତେବେ ମଧ୍ୟପ୍ରଦେଶର ମୁରୈନା ଜିଲ୍ଲା ଅନ୍ତର୍ଗତ ଏକ ଅଦ୍ଭୁତ ପ୍ରେମ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

ଅଦ୍‌ଭୂତ ପ୍ରେମ: ପୁଅକୁ ୨୮, ଝିଅକୁ ୬୭
ଅଦ୍‌ଭୂତ ପ୍ରେମ: ପୁଅକୁ ୨୮, ଝିଅକୁ ୬୭
author img

By

Published : Mar 24, 2022, 4:59 PM IST

ଭୋପାଳ: କଥାରେ ଅଛି ପ୍ରେମ ଅନ୍ଧ ହୋଇଥାଏ । ଏଥିସହ ପ୍ରେମମାନେ ନାହିଁ ବନ୍ଧ ବାଡ ନା ବୟସ । ସେହିପରି ପ୍ରେମରେ ଦେଖାଯାଏ ନାହିଁ କଳା ଓ ଗୋରା ।

ଅଦ୍‌ଭୂତ ପ୍ରେମ: ପୁଅକୁ ୨୮, ଝିଅକୁ ୬୭
ଅଦ୍‌ଭୂତ ପ୍ରେମ: ପୁଅକୁ ୨୮, ଝିଅକୁ ୬୭

ତେବେ ମଧ୍ୟପ୍ରଦେଶର ମୁରୈନା ଜିଲ୍ଲା ଅନ୍ତର୍ଗତ ଗ୍ବାଲିୟରରେ ଏକ ଅଦ୍ଭୁତ ପ୍ରେମ ଦେଖିବାକୁ ମିଳିଛି । ଏଠାରେ ପୁଅକୁ ୨୮ ହୋଇଥିବାବେଳେ ଝିଅକୁ ୬୭ ବର୍ଷ ହୋଇଛି । ଏପଟେ ଦୁଇ ପ୍ରେମୀ ଯୁଗଳ କୋର୍ଟର ଅନୁମତି ପରେ ଏବେ ଲିଭ୍‌ ଇନ୍‌ ରିଲେ଼ସନଶିପ୍‌ରେ(LIVE IN RELATIONSHIP) ରହୁଛନ୍ତି ।

ସେହିପରି ମୁରୈନା ଜିଲ୍ଲାର ବାସିନ୍ଦା ୬୭ ବର୍ଷୀୟ ରାମକାଲୀ ୨୮ ବର୍ଷୀୟ ଯୁବକ ଭୋଲୁଙ୍କ ପ୍ରେମରେ ପଡିବା ସହ ଦୁହେଁ ବର୍ତ୍ତମାନ ଲିଭ ଇନ୍‌ ରିଲେସନସିପ୍‌ରେ ରହୁଛନ୍ତି । ତେବେ ରାମକଲୀ ଓ ଭୋଲୁ କୈଲାରସରେ ରହୁଥିବାବେଳେ ଦୁହେଁ ଦୁହେଁକୁ ଭଲ ପାଉଛନ୍ତି । ହେଲେ ବିବାହ କରିବାକୁ ଚାହୁଁ ନଥିବା ଦୁହେଁ କହିଛନ୍ତି ।

ଅନ୍ୟପଟେ ଲିଭ୍‌ ଇନ ରିଲେ଼ସନଶିପ୍‌ରେ ରହିବା ପାଇଁ କୋର୍ଟରୁ ଅନୁମତି ନେଇଛନ୍ତି । ତେବେ ଆଇନଜୀବୀ ପ୍ରଦୀପ ଆୱାସୀ କହିଛନ୍ତି ଯେ, ବିବାଦରୁ ରକ୍ଷା ପାଇବା ପାଇଁ ଦମ୍ପତିମାନେ ଏହି ଭଳି ଲିଭ୍‌ ଇନରେ ରହୁଛନ୍ତି । ଏଥିସହ କୋର୍ଟ ଏହି ସମ୍ପର୍କରେ ମଧ୍ୟ ନୋଟାରୀ ଦେଇଥିବାବେଳେ ଆଇନଗତ ଦଲିଲରେ ଏହା ବୈଧ ନୁହେଁ ବୋଲି ସେ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.