କୋଲକାତା: ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା ଥମିବାରେ ନାଁ ନେଉନି । ଆଜି ପଶ୍ଚିମ ମେଦିନପୁର ଗସ୍ତ ବେଳେ କେନ୍ଦ୍ରମନ୍ତ୍ରୀ ଭି. ମୁରଲୀଧରନଙ୍କ ଗାଡି ଉପରେ ଆତର୍କିତ ଆକ୍ରମଣ କରାଯାଇଛି । ନିଜେ ଟ୍ବିଟ କରି ସୂଚନା ଦେଇଛନ୍ତି କେନ୍ଦ୍ର ରାଜ୍ୟ ସଂସଦୀୟ ବ୍ୟାପାର ମନ୍ତ୍ରୀ । ଏହି ଆକ୍ରମଣ ଟିଏମସି କର୍ମୀ କରିଥିବା ସେ ଅଭିଯୋଗ କରିଛନ୍ତି । ଏହା ପୂର୍ବରୁ ନବ ନିର୍ବାଚିତ ନନ୍ଦିପୁର ବିଧାୟକ ଶୁଭେନ୍ଦୁ ଅଧିକାରୀଙ୍କ ଗାଡିଉପରକୁ ମଧ୍ୟ ଆକ୍ରମଣ କରାଯାଇଥିଲା ।
-
TMC goons attacked my convoy in West Midnapore, broken windows, attacked personal staff. Cutting short my trip. #BengalBurning @BJP4Bengal @BJP4India @narendramodi @JPNadda @AmitShah @DilipGhoshBJP @RahulSinhaBJP pic.twitter.com/b0HKhhx0L1
— V Muraleedharan (@VMBJP) May 6, 2021 " class="align-text-top noRightClick twitterSection" data="
">TMC goons attacked my convoy in West Midnapore, broken windows, attacked personal staff. Cutting short my trip. #BengalBurning @BJP4Bengal @BJP4India @narendramodi @JPNadda @AmitShah @DilipGhoshBJP @RahulSinhaBJP pic.twitter.com/b0HKhhx0L1
— V Muraleedharan (@VMBJP) May 6, 2021TMC goons attacked my convoy in West Midnapore, broken windows, attacked personal staff. Cutting short my trip. #BengalBurning @BJP4Bengal @BJP4India @narendramodi @JPNadda @AmitShah @DilipGhoshBJP @RahulSinhaBJP pic.twitter.com/b0HKhhx0L1
— V Muraleedharan (@VMBJP) May 6, 2021
ପ୍ରକାଶ ଥାଉ କି, ନିର୍ବାଚନ ପ୍ରକ୍ରିୟା ସରିବା ପରେ ପଶ୍ଚିମବଙ୍ଗରେ ହିଂସା ବୃଦ୍ଧି ପାଇଛି । ବିଜେପି କର୍ମୀଙ୍କ ଉପରେ ଅତର୍କିତ ଭାବେ ଆକ୍ରମଣ କରାଯାଉଛି । ରାଜ୍ୟରେ ଅନେକ ସ୍ଥାନରେ ଥିବା ବିଜେପି କାର୍ଯ୍ୟାଳୟରେ ନିଆଁ ଲଗାଯାଉଛି । ଏହାକୁ ନେଇ କେନ୍ଦ୍ର, ରାଜ୍ୟ ସରକାରଙ୍କ ଠାରୁ ଜବାବ ମାଗିଥିଲା । ମାତ୍ର ରାଜ୍ୟ ସରକାର କୈଣସି ପ୍ରତିକ୍ରିୟା ଦେଇ ନଥିଲେ । ତେଣୁ କେନ୍ଦ୍ରର ଏକ ଚାରି ଜଣିଆ ସ୍ବତନ୍ତ୍ର ଟିମ ଆଜି ପଶ୍ଚିମବଙ୍ଗ ଗସ୍ତ କରିଛନ୍ତି ।
@ANI