ETV Bharat / bharat

ଟୀକା ନେଲେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ-ନରେନ୍ଦ୍ର ସିଂ ତୋମାର

author img

By

Published : Mar 6, 2021, 3:44 PM IST

କୋରୋନା ଟୀକାକରଣରେ ସାମିଲ ହୋଇ ଟିକା ନେଇଛନ୍ତି କେନ୍ଦ୍ରମନ୍ତ୍ରୀ । କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଓ କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଟିକା ନେଇଛନ୍ତି । ଅଧିକ ପଢନ୍ତୁ...

covid19 first dose vaccine
କୋରୋନା ଟୀକା ନେଲେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଓ ନରେନ୍ଦ୍ର ସିଂ ତୋମାର

ନୂଆଦିଲ୍ଲୀ: ଦେଶରେ ଦ୍ବିତୀୟ ପର୍ଯ୍ୟାୟ କୋରୋନା ଟୀକାକରଣ ଚାଲିଛି । ଆଜି କୋରୋନା ଟୀକାକରଣରେ ସାମିଲ ହୋଇ ଟିକା ନେଇଛନ୍ତି କେନ୍ଦ୍ରମନ୍ତ୍ରୀ । କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ, କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଟିକା ନେଇଛନ୍ତି ।

ସାରା ଦେଶରେ କୋରୋନା ଟୀକାକରଣର ଦ୍ବିତୀୟ ପର୍ଯ୍ୟାୟ କୋରୋନା ଟୀକାକରଣ ଚାଲିଛି । ଏହି ପ୍ରକ୍ରିୟାରେ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କ ସହ ତାଙ୍କ ପତ୍ନୀ ନାଗପୁର ଏମସରେ କୋରୋନା ଟୀକା ନେଇଛନ୍ତି । ଏହି ଅବସରରେ ସମସ୍ତଙ୍କୁ କୋରୋନା ଟୀକା ନେବା ପାଇଁ ଅପିଲ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ସେହିପରି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ମଧ୍ୟ କୋରୋନା ଟୀକା ନେଇଛନ୍ତି । ସେ ଦିଲ୍ଲୀ ସ୍ଥିତ ରାମମୋନହର ଲୋହିଆ ହସପିଟାଲରେ କୋରୋନା ଟୀକାର ପ୍ରଥମ ଡୋଜ ନେଇଛନ୍ତି । ସେହିପରି ବେଙ୍ଗାଲୁରୁରେ କେନ୍ଦ୍ର ସାର ରସାୟନ ମନ୍ତ୍ରୀ ସଦାନନ୍ଦ ଗୌଡା କୋରୋନା ଟିକା ନେଇଛନ୍ତି ।

ଗତ ମାର୍ଚ୍ଚ 1 ତାରିଖରୁ ସାରା ଦେଶରେ କୋରୋନା ଟିକାର ଦ୍ବିତୀୟ ପର୍ଯ୍ୟାୟ ଟୀକାକରଣ ଆରମ୍ଭ ହୋଇଯାଇଛି । କୋଭିଡ ଟିକାର ପ୍ରଥମ ପର୍ଯ୍ୟାୟର କୋରୋନା ଯୁଦ୍ଧରେ ସାମିଲ ହୋଇଥିବା ଫ୍ରଣ୍ଟଲାଇନ କର୍ମଚାରୀଙ୍କୁ କୋରୋନା ଟିକା ଦିଆଯାଇଥିଲା ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.