ETV Bharat / bharat

ମହାକାଳଙ୍କ ଦର୍ଶନ କଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ: ଉଜ୍ଜୟିନୀରେ ବିଭିନ୍ନ କାର୍ଯ୍ୟକ୍ରମରେ ହେବେ ସାମିଲ - ମଧ୍ୟପ୍ରଦେଶ ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ମଧ୍ୟପ୍ରଦେଶ ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଜି(ବୁଧବାର) ସେ ନିଜ ପରିବାର ସହିତ ବାବ ମହାକାଳଙ୍କୁ ଦର୍ଶନ କରିଛନ୍ତି । ଅଧିକ ପଢନ୍ତୁ

ମହାକାଳଙ୍କ ଦର୍ଶନ କଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ; ଉଜ୍ଜୟିନୀରେ ବିଭିନ୍ନ କାର୍ଯ୍ୟକ୍ରମରେ ହେବେ ସାମିଲ

author img

By

Published : May 4, 2022, 4:41 PM IST

ଭୋପାଳ: ମଧ୍ୟପ୍ରଦେଶ ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଜି(ବୁଧବାର) ସେ ନିଜ ପରିବାର ସହିତ ବାବ ମହାକାଳଙ୍କୁ ଦର୍ଶନ କରିଛନ୍ତି । ମହାକାଳଙ୍କ ପୀଠରେ ​​ପହଞ୍ଚି ପୂଜାର୍ଚ୍ଚନା କରିବା ଜନ କଲ୍ୟାଣ ପାଇଁ ପ୍ରାର୍ଥନା କରିଛନ୍ତି । ବିଶ୍ବର ସୁଖ ସମୃଦ୍ଧି ପାଇଁ କୃପା ଲାଭ କରିଥିଲେ । ମନ୍ଦିରରେ ପାଖାପାଖି ସେ ୩ ଘଣ୍ଟା ଧରି ସମୟ ବିତାଇଥିଲେ । ସେଠାରେ ରାଜ୍ୟର ଉଚ୍ଚଶିକ୍ଷା ମନ୍ତ୍ରୀ ଡକ୍ଟର ମୋହନ ଯାଦବ(state's Higher Education Minister Dr. Mohan Yadav) ଏବଂ ଅନ୍ୟାନ୍ୟ ବିଜେପି ନେତା ଉପସ୍ଥିତ ଥିଲେ।

ତେବେ ଉଜ୍ଜୟିନୀରେ ଆୟୋଜିତ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମରେ ସେ ଯୋଗ ଦେବେ । ସେ ଜାତୀୟ ଶିକ୍ଷା ନୀତି ଉପରେ ଆନ୍ତର୍ଜାତୀୟ ସେମିନାର କାର୍ଯ୍ୟକ୍ରମରେ ବିକ୍ରମ ବିଶ୍ବ ବିଦ୍ୟାଳୟ(Vikram Visjwa Vidyalaya)ର ଛାତ୍ରମାନଙ୍କୁ ମାର୍କସିଟ୍ ଏବଂ ଡିଗ୍ରୀ ପ୍ରଦାନ କରିବେ। ମାଧବ କଲେଜରେ ଅଡିଟୋରିୟମ ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ଯାହାକି 20 କୋଟି ଟଙ୍କା ବ୍ୟୟରେ ନିର୍ମିତ ହେଉଛି । ରାଷ୍ଟ୍ରୀୟ ବେଦ ବିଦ୍ୟା ପ୍ରତିଷ୍ଠାନ ଉଜ୍ଜୟିନୀ(Rashtriya Veda Vidya Pratishthan Ujjain) ପରିସରରେ ଥିବା ଯୋଗ ଶାଳା, ଅଡିଟୋରିୟମ, କମ୍ପ୍ୟୁଟର ଲ୍ୟାବ ଏବଂ ସ୍ମାର୍ଟ କ୍ଲାସର ବିଲ୍ଡିଂକୁ ଉଦଘାଟନ କରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.