ETV Bharat / bharat

Amarnath Yatra 2022: ସୁରକ୍ଷା ବ୍ୟବସ୍ଥା ନେଇ କେନ୍ଦ୍ରଗୃହ ସଚିବଙ୍କ ବୈଠକ

author img

By

Published : May 13, 2022, 4:01 PM IST

ଅମରନାଥ ଯାତ୍ରା ସୁରକ୍ଷା ବ୍ୟବସ୍ଥା ନେଇ କେନ୍ଦ୍ରଗୃହ ମନ୍ତ୍ରଣାଳୟ ସଚିବ ଅଜୟ ଭାଲ୍ଲାଙ୍କ ଅଧ୍ୟକ୍ଷତାରେ ବୈଠକ । ତେବେ ଅମରନାଥ ଯାତ୍ରା ଆରମ୍ଭ ପୂର୍ବରୁ ଗୃହ ବିଭାଗ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ନେଇ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା । ଅଧିକ ପଢନ୍ତୁ

Amarnath Yatra 2022
Amarnath Yatra 2022

ନୂଆଦିଲ୍ଲୀ: ଅମରନାଥ ଯାତ୍ରା ସୁରକ୍ଷା ବ୍ୟବସ୍ଥା ନେଇ କେନ୍ଦ୍ରଗୃହ ମନ୍ତ୍ରଣାଳୟ ସଚିବ ଅଜୟ ଭାଲ୍ଲାଙ୍କ ଅଧ୍ୟକ୍ଷତାରେ ବୈଠକ । ତେବେ ଅମରନାଥ ଯାତ୍ରା ଆରମ୍ଭ ପୂର୍ବରୁ ଗୃହ ବିଭାଗ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ନେଇ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା । ଶ୍ରଦ୍ଧାଳୁଙ୍କ ସୁରକ୍ଷା ଲାଗି କେନ୍ଦ୍ର ସରକାର ଅଧିକ ଧ୍ୟାନ ଦେଇଥିବା ବେଳେ ଯାତ୍ରାକୁ ସୁରକ୍ଷିତ ସମ୍ପନ୍ନ କରିବା ଲାଗି ପୂର୍ବରୁ ମଧ୍ୟ ସେନା ପକ୍ଷରୁ ବୈଠକ ହୋଇଛି ।

ଏହା ବି ପଢନ୍ତୁ:CRPF କାନ୍ଧରେ ଅମରନାଥ ଯାତ୍ରାର ସୁରକ୍ଷା ବ୍ୟବ୍ୟସ୍ଥା

ସୂଚନା ଅନୁସାରେ, ଗତ ଦୁଇ ବର୍ଷ ହେଲାଣି କୋଭିଡ ମହାମାରୀ କାରଣରୁ ଯାତ୍ରା ବନ୍ଦ ରହିଥିଲା । ତେବେ ଚଳିତ ବର୍ଷ ଅମରନାଥ ଯାତ୍ରା ଜୁନ୍‌ ୩୦ ତାରିଖରୁ ଆରମ୍ଭ ହେବାକୁ ଥିବାବେଳେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ପଞ୍ଜୀକରଣ କରିଛନ୍ତି । ସେହିପରି ଗତକାଲି କେନ୍ଦ୍ର ଗୃହ ସଚିବ ଜମ୍ମୁ ଏବଂ କାଶ୍ମୀର ଯାଇ ଅମରନାଥ ଯାତ୍ରା ସୁରକ୍ଷା ବ୍ୟବସ୍ଥାର ତଦାରଖ କରି ଫେରିଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.