ETV Bharat / bharat

ଶ୍ରୀ ରାମାନୁଜାଚାର୍ଯ୍ୟ ସହସ୍ରାବ୍ଦୀ ସମୋରାହରେ ସାମିଲ ହେଲେ ଶାହା

author img

By

Published : Feb 8, 2022, 10:38 PM IST

ଶାହା କହିଛନ୍ତି ଏହି ପବିତ୍ର ଭୂମିରେ ସ୍ମାରକ, ମନ୍ଦିର ସହିତ ବେଦଭ୍ୟାସ ପାଇଁ ପୁରା ବ୍ୟବସ୍ଥା ହୋଇଛି । ଏଠି ଯେଉଁ ବିଦ୍ୟାର୍ଥୀ ଜ୍ଞାନ ଆରୋହଣ କରି ବାହାରିବେ ପୁରା ବିଶ୍ବବ୍ୟାପୀ ବେଦ, ଜ୍ଞାନ ସୁଗନ୍ଧର ଜ୍ୟୋତି ପ୍ରଜ୍ଜଳିତ କରିବେ । ଅଧିକ ପଢନ୍ତୁ

Union Home Minister Amit Shah
Union Home Minister Amit Shah

ହାଇଦ୍ରାବାଦ: ଗୃହମନ୍ତ୍ରୀ ଅମିତ ଶାହା ଆଜି ତେଲେଙ୍ଗାନା ହାଇଦ୍ରାବାଦସ୍ଥିତ ନିର୍ମିତ ‘ଷ୍ଟାଚ୍ୟୁ ଅଫ ଇକ୍ବାଲିଟି’ ର ପବିତ୍ର ଭୂମିକୁ ଆସି ଶ୍ରୀ ରାମାନୁଜାଚାର୍ଯ୍ୟ ସହସ୍ରାବ୍ଦୀ ସମୋରାହରେ ସାମିଲ ହେବା ସହ ଷ୍ଟାଚ୍ୟୁ ଅଫ ଇକ୍ବାଲିଟି’ ଦର୍ଶନ କରିଛନ୍ତି । ଏହି ଅବସରରେ ଗୃହମନ୍ତ୍ରୀ ଚିନ୍ନା ଜୀୟାର ସ୍ବାମୀ ଆଶ୍ରମ ପରିସରରେ ନିର୍ମିତ 108 ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି ।

ଷ୍ଟାଚ୍ୟୁ ଅଫ ଇକ୍ବାଲିଟି’ ଦୁନିଆର ସବୁଠାରୁ ଉଚ୍ଚତମ ଧାତୁରେ ନିର୍ମିତ ପ୍ରତିମା । ଏହି ଅବସରରେ ସମବେତ ସାଧୁ ସନ୍ଥ ଓ ଜନତାଙ୍କୁ ମଧ୍ୟ ଗୃହମନ୍ତ୍ରୀ ସମ୍ବୋଧିତ କରିଛନ୍ତି । ଗୃହମନ୍ତ୍ରୀ ସମ୍ବୋଧିତ କରି ଶ୍ରୀ ରାମାନୁଜ ଆଚାର୍ଯ୍ୟଙ୍କ ଜୀବନ ଦର୍ଶନ ଓ ବେଦଶାସ୍ତ୍ର ଉପରେ ନିଜ ମତ ରଖିଛନ୍ତି । ଷ୍ଟାଚ୍ୟୁ ଅଫ ଇକ୍ବାଲିଟି ଦର୍ଶନ କରି ମୁଁ ଅଭିଭୁତ । ଏହି ପ୍ରତିମାରେ ଏମିତି କିଛି ରହିଛି ଯାହା ମନକୁ ଅପାର ଶାନ୍ତି ପ୍ରଦାନ କରୁଛି । ଏହାସହ ଶାହା କହିଛନ୍ତି ଏଠାରେ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ସାଧୁ ସନ୍ଥ ଆଚାର୍ଯ୍ୟ ବସିଛନ୍ତି । ମୋର ବିଶ୍ବାସ ଆମର ଏହି ମହାଯଜ୍ଞ ନା କେବେ ଥକିବ ନା କେବେ ଅଟକିବ । ଆମେ ପୁଣି ଥରେ ଦିଗବିଜୟୀ ହୋଇ ପୁରା ବିଶ୍ବର ନେତୃତ୍ବ ନେବା ସହ ଜ୍ଞାନର ପ୍ରଚାର ପ୍ରସାର କରିବା ।

  • Sri Ramanujacharya Ji was an icon of equality and his teachings have inspired some of India’s foremost ancient poets, such as Meerabai & Kabir. I am sure the Statue of Equality will surely inspire our young generation to follow the teachings and ideals of Sri Ramanujacharya Ji. pic.twitter.com/UorE6VfxuR

    — Amit Shah (@AmitShah) February 8, 2022 " class="align-text-top noRightClick twitterSection" data=" ">

ଏହାସହ ଶାହା କହିଛନ୍ତି ଏହି ପବିତ୍ର ଭୂମିରେ ସ୍ମାରକ, ମନ୍ଦିର ସହିତ ବେଦଭ୍ୟାସ ପାଇଁ ପୁରା ବ୍ୟବସ୍ଥା ହୋଇଛି । ଏଠି ଯେଉଁ ବିଦ୍ୟାର୍ଥୀ ଜ୍ଞାନ ଆରୋହଣ କରି ବାହାରିବେ ପୁରା ବିଶ୍ବବ୍ୟାପୀ ବେଦ, ଜ୍ଞାନ ସୁଗନ୍ଧର ଜ୍ୟୋତି ପ୍ରଜ୍ଜଳିତ କରିବେ ।

ସେହିପରି ଶାହା କହିଛନ୍ତି ଏହି ଆଶ୍ରମରେ ସମସ୍ତ ପ୍ରକାରର ପୂଜା, ବିଦ୍ଧି କରିବାର ବ୍ୟବସ୍ଥା ହୋଇଛି । ଏହାସହ ଧର୍ମର ସ୍ଥାପନା ପାଇଁ ସମସ୍ତ ଜ୍ଞାନ ଧର୍ମ ଓ ଶିକ୍ଷା ପାଇଁ ପୁରା ବ୍ୟବସ୍ଥା ହୋଇଛି । ଶ୍ରୀ ରାମାନୁଜ ବିଶ୍ବରେ ଜାତିଗତ ଭେଦ ଭାବ ଦୂର ପାଇଁ ମଧ୍ୟ କାମ କରିଥିଲେ। ତାହାକୁ ମଧ୍ୟ ଏହି ପ୍ରଚାର ପ୍ରସାର କରାଯିବ । ସେହିଭଳି ଶାହା କହିଛନ୍ତି ଶ୍ରୀ ରାମାନୁଜ ସ୍ବାମୀ ଦେଶକୁ ସମାନତା, ଜାତିଗତ ଭେଦଭାବ ସମାପ୍ତ ଓ ଭାଷାର ସୁରକ୍ଷା ଓ କୁ-ପ୍ରଥା ବିରୋଧରେ ମଧ୍ୟ କାମ କରିଯାଇଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.