ETV Bharat / bharat

ଆଜି ଅପରାହ୍ନ 4ଟା ରେ ଛାତ୍ରଛାତ୍ରୀଙ୍କ ସହ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଆଲୋଚନା - କେନ୍ଦ୍ର ଶିକ୍ଷା ମନ୍ତ୍ରୀ

ଆଜି ଦିନ 4ଟାରେ ଦେଶର ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ । ଅଧିକ ପଢନ୍ତୁ...

ଆଜି ଦିନ 4 ରେ ଛାତ୍ରଛାତ୍ରୀଙ୍କ ସହ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ଆଲୋଚନା

author img

By

Published : Jun 25, 2021, 8:34 AM IST

ନୂଆଦିଲ୍ଲୀ: ଆଜି(ଶୁକ୍ରବାର) କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶାଙ୍କ CBSE ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବେ । CBSE ଦଶମ ଓ ଦ୍ବାଦଶ ରେଜଲ୍ଟ ମାର୍କିଂ ନେଇ ଛାତ୍ରଛାତ୍ରୀଙ୍କ ମତାମତ ଲୋଡିବେ ଶିକ୍ଷା ମନ୍ତ୍ରୀ ।

  • I will be interacting with dear students tomorrow at 4 PM to discuss their concerns & queries related to evaluation of CBSE board exams. If you have any doubts or suggestions, you may share them through Twitter or Facebook by the afternoon of June 25th pic.twitter.com/SIkXitnIRl

    — Dr. Ramesh Pokhriyal Nishank (@DrRPNishank) June 24, 2021 " class="align-text-top noRightClick twitterSection" data=" ">

ଟ୍ବିଟ କରି ଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ, 'ଆଜି ଅପରାହ୍ନ 4ଟାରେ ମୁଁ CBSE ଦଶମ ଓ ଦ୍ବାଦଶ ଶ୍ରେଣୀ ଫଳାଫଳ ପ୍ରକାଶ ନେଇ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବି । ଯଦି ଆପଣଙ୍କର କିଛି ସନ୍ଦେହ କି ପରାମର୍ଶ ଦେବାର ଥିବ ତେବେ ଅପରାହ୍ନ ସୁଦ୍ଧା ଫେସବୁକ୍ କିମ୍ବା ଟ୍ବିଟର ମାଧ୍ୟମରେ ଜଣାଇପାରିବେ । '

ସୋସିଆଲ ମିଡିଆ ଆକାଉଣ୍ଟ ଫେସବୁକ୍ ଏବଂ ଟ୍ବିଟରରେ ସିଧାପ୍ରସାରଣରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବେ । ସେହିପରି ଜେଇଇ ମେନ୍ ଓ ନିଟ୍ ପରୀକ୍ଷା ସମ୍ପର୍କରେ ମଧ୍ୟ କିଛି ଘୋଷଣା କରିପାରନ୍ତି ଶିକ୍ଷା ମନ୍ତ୍ରୀ ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.