ETV Bharat / bharat

flashfloods in Tamil Nadu: ୨ ମୃତ, ଜଣେ ନିଖୋଜ - ହେବାରି ଜଳପ୍ରପାତରେ ବନ୍ୟା

ତାମିଲନାଡୁ ହେବାରି ଜଳପ୍ରପାତରେ କୃତ୍ରିମ ବନ୍ୟା । ୨ଜଣ ମହିଳାଙ୍କ ମୃତ୍ୟୁ ହୋଇଥିବା ସୂଚନା । ଅଧିକ ପଢନ୍ତୁ

flashfloods in Tamil Nadu:କୃତ୍ରିମ ବନ୍ୟାରେ ୨ ମହିଳା ମୃତ

author img

By

Published : Jul 28, 2022, 2:48 PM IST

ଚେନ୍ନାଇ: ତାମିଲନାଡୁରେ କୃତ୍ରିମ ବନ୍ୟା । ୨ଜଣ ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ ଜଣଙ୍କୁ ଉଦ୍ଧାର କରାଯାଇଛି । କୋର୍ଟଲାମ ଜଳପ୍ରପାତରେ କୃତିମ ବନ୍ୟା ସୃଷ୍ଟି ହେବାରୁ ଏପରି ଅଘଟଣ କରିଥିବା ସୂଚନା ମିଳିଛି । ହଠାତ୍ ପ୍ରବଳ ବର୍ଷା ଯୋଗୁଁ ହେବାରି ଜଳପ୍ରପାତରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଫଳରେ ବନ୍ୟାରେ ଭାସିଯାଇ ୨ଜଣଙ୍କର ମୃତ୍ୟୁ ହୋଇଛି ।

ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ଏବଂ ଉଦ୍ଧାରକାରୀ ଟିମ ପହଞ୍ଚି ଜଣଙ୍କ ମୃତଦେହ ଉଦ୍ଧାର କରିଥିବା ଟେନକାଶୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ମୃତକଙ୍କ ମଧ୍ୟରୁ ଜଣେ ଚେନ୍ନାଇରୁ ହୋଇଥିବାବେଳେ, ଅନ୍ୟ ଜଣେ କୁଡାଲୋର ଜିଲ୍ଲାର ପାନରୁଟିର ବୋଲି କୁହାଯାଇଛି । ଅନ୍ୟ ଜଣେ ନିଖୋଜଙ୍କୁ ଠାବ କରିବାକୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.