ETV Bharat / bharat

ଦୁଇ ଯବାନଙ୍କ ମଧ୍ୟରେ ଗୁଳିମାଡ, ଉଭୟ ମୃତ - ଚତ୍ରା ଜବାନ ମୃତ୍ୟୁ

ଝାଡଖଣ୍ଡ ଚତ୍ରାରେ ଦୁଇ CRPF ଯବାନଙ୍କ ମଧ୍ୟରେ ଗୁଳିମାଡ । ଘଟଣାସ୍ଥଳରେ ଉଭୟ ମୃତ । ପୋଲିସର ତଦନ୍ତ ଆରମ୍ଭ । ଅଧିକ ପଢନ୍ତୁ...

ଦୁଇ ଯବାନଙ୍କ ମଧ୍ୟରେ ଗୁଳିମାଡ, ଉଭୟ ମୃତ
ଦୁଇ ଯବାନଙ୍କ ମଧ୍ୟରେ ଗୁଳିମାଡ, ଉଭୟ ମୃତ
author img

By

Published : Jun 8, 2021, 4:31 PM IST

ରାଞ୍ଚି: ଝାଡଖଣ୍ଡ ଚତରାରେ ଅଭାବନୀୟ କାଣ୍ଡ । ପରସ୍ପରକୁ ଗୁଳି କଲେ CRPF 190 ବାଟାଲିୟନର ଦୁଇ ଯବାନ । ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ।

ସୂଚନାଯୋଗ୍ୟ, ଚତରାର ସିମରିଆସ୍ଥିତ କୋଭିଡ ଆଇସୋଲେସନ କେନ୍ଦ୍ରଠାରେ ଏହି ଗୁଳିକାଣ୍ଡ ଘଟିଛି । ଘଟଣା ସମ୍ପର୍କରେ ପୋଲିସ ତଦନ୍ତ ଆରମ୍ଭ କରିଥିବାବେଳେ ଏସପି ଋଷଭ ଝା ଏବଂ CRPFର ବରିଷ୍ଠ ଅଧିକାରୀ ସେଠାରେ ପହଞ୍ଚି ଅନୁଧ୍ୟାନ କରୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.