ETV Bharat / bharat

ମଟନ ସୁପ୍‌ରୁ ବାହାରିଲା ଚାଉଳ, ଓ୍ୱେଟରକୁ ପିଟିପିଟି ମାରିଦେଲେ ଗ୍ରାହକ - ସାସରବାଡିଂ ମଟନ ଖାନାବଲ

ମହାରାଷ୍ଟ୍ର ପିମ୍ପରି ଚିଞ୍ଚଓ୍ବାଡର ସାସରବାଡିଂ ମଟନ ଖାନାବଲରେ ମଟନ ସୁପରେ ଚାଉଳ ବାହାରିବାରୁ ଓ୍ବେଟରକୁ ହତ୍ୟା କଲେ ଗ୍ରାହକ । ଅଧିକ ପଢନ୍ତୁ

ମଟନ ସୁପରୁ ଚାଉଳ ଦେଖି ଓ୍ବେଟରକୁ ପିଟିପିଟି ହତ୍ୟା କଲେ ଗ୍ରାହକ

author img

By

Published : Nov 17, 2022, 10:51 PM IST

ମୁମ୍ବାଇ: ମଟନ ସୁପରେ ଚାଉଳ ଦେଖି ଓ୍ବେଟରକୁ ହତ୍ୟା କଲେ ଗ୍ରାହକ । ଏଭଳି ଘଟଣା ମହାରାଷ୍ଟ୍ର ପିମ୍ପରି ଚିଞ୍ଚଓ୍ବାଡର ସାସରବାଡିଂ ମଟନ ଖାନାବଲରେ ଦେଖିବାକୁ ମିଳିଛି । ଏନେଇ ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଧରିବା ପାଇଁ ପ୍ରୟାସ ଜାରି କରିଛି ।

ତେବେ ସୂଚନା ଅନୁଯାୟୀ, ଗ୍ରାହକ ଦୁଇ ଜଣ ହୋଟେଲକୁ ନିଶା ଦ୍ରବ୍ୟ ସେବନ କରି ଆସିଥିବା ବେଳେ ମଟନ ସୁପ ପାଇଁ ଅର୍ଡର ଦେଇଥିଲେ। ଏନେଇ ଅର୍ଡର ଆସିବା ପରେ ସୁପରେ ଚାଉଳ ଦେଖି ଯୁବକଙ୍କୁ ପ୍ରଥମେ ଗାଳି ଦେଇଥିବା ବେଳେ ମାଡ ମାରି ହତ୍ୟା କରିଥିଲେ।

ତେବେ ଏହି ଘଟଣାରେ ହୋଟେଲ ମାଲିକ ଅଭିଯୁକ୍ତ ଗ୍ରାହକଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଥିବା ବେଳେ ପୋଲିସ ଦୁଇ ଅଭିଯୁକ୍ତଙ୍କ ବିରୋଧରେ ଆଇପିସି ଧାରା 302 ରେ ହତ୍ୟା ର ମାମଲା ରୁଜୁ କରି ସେମାନଙ୍କୁ ଗିରଫ କରିବାକୁ ପାଇଁ ପ୍ରୟାସ ଜାରି ରଖିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.