ହାଇଦ୍ରାବାଦ: ଅଭ୍ୟାସ ବେଳେ ଖସିପଡିଲା ବିମାନ । ଘଟଣାସ୍ଥଳରେ ଦୁଇ ମୃତ । ଆଜି ତେଲେଙ୍ଗାରାର ନାଲଗୋଣ୍ଡା ଜିଲ୍ଲାରେ ଏହି ବିମାନ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ପାଇଲଟଙ୍କ ସମେତ ଟ୍ରେନି ପାଇଲଟଙ୍କ ମୃତ୍ୟୁ ହୋଇଥିବା ସୂଚନା । ପୋଲିସ ଓ ମେଡିକାଲ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।
Aeroplane Crashed: ଅଭ୍ୟାସ ବେଳେ ଖସିପଡିଲା ବିମାନ, ଦୁଇ ମୃତ - ତେଲେଙ୍ଗାନାରେ ବିମାନ ଦୁର୍ଘଟଣା
ଅଭ୍ୟାସ ବେଳେ ଖସିପଡିଲା ବିମାନ । ଘଟଣାସ୍ଥଳରେ ପାଇଲଟଙ୍କ ସମେତ ଟ୍ରେନି ପାଇଲଟଙ୍କ ମୃତ୍ୟୁ । ଅଧିକ ପଢନ୍ତୁ

Aeroplane Crashed: ଅଭ୍ୟାସ ବେଳେ ଖସିପଡିଲା ବିମାନ, ଦୁଇ ମୃତ
ହାଇଦ୍ରାବାଦ: ଅଭ୍ୟାସ ବେଳେ ଖସିପଡିଲା ବିମାନ । ଘଟଣାସ୍ଥଳରେ ଦୁଇ ମୃତ । ଆଜି ତେଲେଙ୍ଗାରାର ନାଲଗୋଣ୍ଡା ଜିଲ୍ଲାରେ ଏହି ବିମାନ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ପାଇଲଟଙ୍କ ସମେତ ଟ୍ରେନି ପାଇଲଟଙ୍କ ମୃତ୍ୟୁ ହୋଇଥିବା ସୂଚନା । ପୋଲିସ ଓ ମେଡିକାଲ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।
Aeroplane Crashed: ଅଭ୍ୟାସ ବେଳେ ଖସିପଡିଲା ବିମାନ, ଦୁଇ ମୃତ
Aeroplane Crashed: ଅଭ୍ୟାସ ବେଳେ ଖସିପଡିଲା ବିମାନ, ଦୁଇ ମୃତ
Last Updated : Feb 26, 2022, 2:32 PM IST