ETV Bharat / bharat

ନଭେମ୍ବର 8 ସୁଦ୍ଧା ଦେଶରେ ସରିଛି 11.85 କୋଟିରୁ ଉର୍ଦ୍ଧ୍ବ କୋଭିଡ ଟେଷ୍ଟ: ICMR

author img

By

Published : Nov 9, 2020, 1:59 PM IST

ଦୈନିକ ସଂକ୍ରମଣ ରିପୋର୍ଟ ଅନୁସାରେ ଦେଶରେ ରବିବାର ସୁଦ୍ଧା କରାଯାଇଛି 11 କୋଟିରୁ ଉର୍ଦ୍ଧ୍ବ କୋରୋନା ଟେଷ୍ଟ । ଅଧିକ ପଢନ୍ତୁ...

ନଭେମ୍ବର 8 ସୁଦ୍ଧା ଦେଶରେ ସରିଛି 11.85 କୋଟିରୁ ଉର୍ଦ୍ଧ୍ବ କୋଭିଡ ଟେଷ୍ଟ: ICMR
ନଭେମ୍ବର 8 ସୁଦ୍ଧା ଦେଶରେ ସରିଛି 11.85 କୋଟିରୁ ଉର୍ଦ୍ଧ୍ବ କୋଭିଡ ଟେଷ୍ଟ: ICMR

ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ ସୁଦ୍ଧା 11 କୋଟିରୁ ଉର୍ଦ୍ଧ୍ବ କୋରୋନା ଟେଷ୍ଟ ସରିଛି । ସଂକ୍ରମଣ ଉପରେ ରୋକ ଲଗାଇବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ରୀତିମତ ଜାରି ରହିଛି କୋଭିଡ ସାମ୍ପଲ ଟେଷ୍ଟ।

ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ମୁତାବକ, ନଭେମ୍ବର 8 ତାରିଖରେ 8 ଲକ୍ଷ 35 ହଜାର 401ଟି ଟେଷ୍ଟ କରାଯାଇଛି । ଯାହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ମୋଟ 11 କୋଟି 85 ଲକ୍ଷ 72 ହଜାର 192 ଟି ଟେଷ୍ଟ ସରିଛି ।

ତେବେ ଦେଶରେ ନଭେମ୍ବର 8 ସୁଦ୍ଧ 85 ଲକ୍ଷ 53 ହଜାର 657ରେ ପହଞ୍ଚିଛି ଆକ୍ରାନ୍ତଙ୍କ ସଂଖ୍ୟା। ସେହିପରି ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଁ 1 ଲକ୍ଷ 26 ହଜାର 611 କୁ ଛୁଇଁଛି। ସବୁଠୁ ଅଧିକ ସଂକ୍ରମିତ ରାଜ୍ୟ ମଧ୍ୟରେ ମାହାରାଷ୍ଟ୍ର ରହିଛି । ଯେଉଁଠି ଅତ୍ୟଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.