ETV Bharat / bharat

ନଭେମ୍ବର 7 ସୁଦ୍ଧା ଦେଶରେ ସରିଛି ମୋଟ 11,77,36,791 କୋଭିଡ ଟେଷ୍ଟ: ICMR

ଦେଶରେ ବୃଦ୍ଧି ପାଉଥିବା କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ରୀତିମତ ଜାରି ରହିଛି କୋରୋନା ଟେଷ୍ଟ । ଅଧିକ ପଢନ୍ତୁ...

author img

By

Published : Nov 8, 2020, 12:46 PM IST

ନଭେମ୍ବର 7 ସୁଦ୍ଧା ଦେଶରେ ସରିଛି ମୋଟ 11,77,36,791 କୋଭିଡ ଟେଷ୍ଟ: ICMR
ନଭେମ୍ବର 7 ସୁଦ୍ଧା ଦେଶରେ ସରିଛି ମୋଟ 11,77,36,791 କୋଭିଡ ଟେଷ୍ଟ: ICMR

ନୂଆଦିଲ୍ଲୀ: ଦେଶରେ ଧିରେ ଧିରେ ହ୍ରାସ ପାଉଛି କୋରୋନା ସଂକ୍ରମଣ । ମୃତ୍ୟୁ ସଂଖ୍ୟା ମଧ୍ୟ କମୁଛି । ଦେଶରେ ମହାମାରୀ ବ୍ୟାପିବା ପରଠାରୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହାକୁ ନିୟନ୍ତ୍ରଣକୁ ଆଣିବାକୁ ଜାରି ରହିଥିଲା ଟେଷ୍ଟିଂ । ଯାହା ଦ୍ବାରା ଏବେ ଏହା ସୁଫଳ ପ୍ରତିପାଦିତ ହେଉଥିବା ନଜରକୁ ଆସିଛି ।

ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ମୁତାବକ, ନଭେମ୍ବର 7 ତାରିଖରେ ଦେଶରେ 11 ଲକ୍ଷ 94 ହଜାର 487ଟି କୋଭିଡ ସାମ୍ପଲ ଟେଷ୍ଟ କରାଯାଇଛି । ଯାହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ମୋଟ 11 କୋଟି 77 ଲକ୍ଷ 36 ହଜାର 791ଟି ଟେଷ୍ଟ ସରିଛି ।

ତେବେ ନଭେମ୍ବର 7 ସୁଦ୍ଧା ଦେଶରେ ମୋଟ 85 ଲକ୍ଷ 07 ହଜାର 754ରେ ପହଞ୍ଚିଛି ଆକ୍ରାନ୍ତଙ୍କ ସଂଖ୍ୟା । ଯେଉଁଥିରେ ମୋଟ 1 ଲକ୍ଷ 26 ହଜାର 121 ଜଣଙ୍କର ମୃତ୍ୟୁ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.