ETV Bharat / bharat

TOP NEWS@5PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

author img

By

Published : May 21, 2022, 5:14 PM IST

TOP NEWS@5PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@5PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର

୧. ଭାରତରେ ଚିହ୍ନଟ ହୋଇନି ମଙ୍କିପକ୍ସ, ଦେହ ସାରା ଫଳିଲେ ଟେଷ୍ଟ କରାଯିବ କହିଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ମଙ୍କିପକ୍ସ ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ରଙ୍କ ପ୍ରତିକ୍ରିୟା । ଭାରତରେ ଏହାର ଆକ୍ରାନ୍ତ ଏଯାଏଁ ଚିହ୍ନଟ ହୋଇନି । ହେଲେ ଦେହ ସାରା ଫଳିବା ଭଳି ଲକ୍ଷଣ ଦେଖାଗଲେ ଟେଷ୍ଟ କରାଯିବ ବୋଲି ସେ କହିଛନ୍ତି ।

୨. ରଥଖଳା ହାଲଚାଲ: ଭଉଁରୀରେ ଚକଅଖ ଡେରା ନୀତି ପାଇଁ ପ୍ରସ୍ତୁତି ଶେଷ

ବିଶ୍ବନିୟନ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ହେବ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା । ମହାବାହୁଙ୍କ ରଥଯାତ୍ରା ପାଇଁ ସବୁବର୍ଷ ପରି ଚଳିତ ବର୍ଷ ମଧ୍ୟ ବିଧି ପରମ୍ପରା ଅନୁଯାୟୀ ଗତ ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହୋଇଛି ରଥ ନିର୍ମାଣ କାର୍ଯ୍ୟ ।

୩. Disproportionate Assets case: ହରିୟାଣା ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ ପ୍ରକାଶ ଚୌଟାଲା ଦୋଷୀ ସାବ୍ୟସ୍ତ

ଆୟବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ୍ ପ୍ରକାଶ ଚୌଟାଲାଦୌଷୀ ସାବ୍ୟସ୍ତ । ମେ’ 26 ରେ ଦଣ୍ଡ ଶୁଣାଇବେ କୋର୍ଟ ।

୪. Ola, Uberକୁ ଉପଭୋକ୍ତା ପ୍ରାଧିକରଣର ନୋଟିସ

Ola, Uberକୁ ନୋଟିସ । ଏକାଧିକ ଅଭିଯୋଗ ସହ ପଞ୍ଜୀକରଣ ହୋଇଛି ପ୍ରାୟ 3000 ଗ୍ରାହକଙ୍କ ଅଭିଯୋଗ ।

୫. ମହାପ୍ରଭୁଙ୍କ ଲୀଳାକ୍ଷେତ୍ର କାଙ୍କଣ ଶିଖରୀ: ଜାଣନ୍ତୁ କଣ ରହିଛି ମାହାତ୍ମ୍ୟ

କଳାଠାକୁରଙ୍କ କିମ୍ବଦନ୍ତୀ ସହ ଜଡିତ ଏକ ପୀଠ ହେଉଛି ଖୋର୍ଦ୍ଧା ଚିଲିକା ଭିତରେ ଥିବା କାଙ୍କଣ ଶିଖରୀ । ଏଠାରେ ପାତାଳି ହୋଇଥିଲେ ଜଗନ୍ନାଥ ।

୬. ଭାରତର ସ୍ଥିତି ଭଲ ନାହିଁ, ବିପଦରେ ଗଣତନ୍ତ୍ର, ଭୁଶୁଡୁଛି ସାମ୍ବିଧାନିକ ଅନୁଷ୍ଠାନ: ରାହୁଲ ଗାନ୍ଧୀ

ଭଲ ସ୍ଥିତିରେ ନାହିଁ ଦେଶ, କିରୋସିନି ଛିଞ୍ଚିବା କାମ କରୁଛି ବିଜେପି । ଦେଶରେ ଘରୋଇ ଏକାଧିକାରକୁ ମିଳୁଛି ସରକାରୀ ପ୍ରୋତ୍ସାହନ ।

୭. ଗୁଜୁରାଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ଜଳିଗଲା ଟ୍ରକ, 6 ଜୀବନ୍ତ ଦଗ୍ଧ

ଗୁଜୁରାଟର ଅରାବଲୀ ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । 3 ଟ୍ରକ ଓ କାର ମଧ୍ଯରେ ଧକ୍କା ପରେ ଜଳିଗଲା କେମିକାଲ ବୋଝେଇ ଟ୍ରକ ।

୮. ଯେକୌଣସି ମୁହୂର୍ତ୍ତରେ ଘୋଷଣା ହୋଇପାରେ ପିସିସି ସଭାପତି: ନିରଞ୍ଜନ ପଟ୍ଟନାୟକ

ପିସିସି ପରିବର୍ତ୍ତନ ସମ୍ପର୍କରେ ଶରତ ରାଉତ କହିଛନ୍ତି,"ଯେପର୍ଯ୍ୟନ୍ତ ପିସିସି ସଭାପତି କେହି ହେଇନାହାନ୍ତି ସମସ୍ତଙ୍କ ନା ଚର୍ଚ୍ଚା ହେବ। ଚର୍ଚ୍ଚା ହେବା କିଛି ନୂଆ କଥା ନୁହେଁ ।

୯. IPL 2022: ଆଜି ଭର୍ଚୁଆଲ କ୍ବାର୍ଟର-ଫାଇନାଲ, ମୁମ୍ବାଇକୁ ମାତ୍‌ଦେଇ ପ୍ଲେ-ଅଫ୍‌ ଲକ୍ଷ୍ୟରେ ଦିଲ୍ଲୀ

ଚଳିତ ଆଇପିଏଲ(IPL)ର ୬୯ ତମ ମ୍ୟାଚରେ ଆଜି ମୁହାଁ ମୁହିଁ ହେବ ଦିଲ୍ଲୀ କ୍ୟାପିଟାଲ୍ସ(DC) ଓ ମୁମ୍ବାଇ ଇଣ୍ଡିଆନ୍ସ(MI) ।

୧୦. ମେଟାଲ ଡ୍ରେସ ପିନ୍ଧିବା ଅଭିନେତ୍ରୀ ଦିବ୍ୟା ଖୋସଲାଙ୍କୁ ପଡିଲା ମହଙ୍ଗା

ଦିବ୍ୟା ଖୋସଲା ତାଙ୍କ ବୋଲ୍ଡ ଷ୍ଟାଇଲ୍ ସହିତ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦେଇଥାନ୍ତି, କିନ୍ତୁ ଏଥର ତାଙ୍କ ଫ୍ୟାଶନ୍ ତାଙ୍କ ପାଇଁ ଭାରି ପଡିଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.