ETV Bharat / bharat

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Jul 26, 2021, 9:08 AM IST

ନଜର ପକାନ୍ତୁ NEWS@9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

1.Kargil Vijay Diwas; ଦ୍ରାସରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେବେ ସୁପ୍ରିମ କମାଣ୍ଡର

କାର୍ଗିଲ ବିଜୟ ଦିବସକୁ ପୁରିଛି ୨୨ ବର୍ଷ । ଏହି ଅବସରରେ ବୀର ସହିଦ ସୁପୁତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛି କୃତଜ୍ଞ ରାଷ୍ଟ୍ର । ଦେଶବ୍ୟାପୀ ଆୟୋଜିତ ହେଉଛି ଏକାଧିକ କାର୍ଯ୍ୟକ୍ରମ

2.ଆଜିଠୁ ଖୋଲିବ ସ୍କୁଲ; ପାଠପଢା ସହ ସ୍ବଚ୍ଛତାକୁ ଗୁରୁତ୍ବ

SOP ଆଧାରରେ ଦୀର୍ଘ ଦିନ ପରେ ରାଜ୍ୟରେ ଆଜିଠାରୁ ଦଶମ ଓ ଦ୍ବାଦଶ ଶ୍ରେଣୀ ପିଲାଙ୍କ ପାଇଁ ଖୋଲିବ ସ୍କୁଲ । ଏଥି ପାଇଁ ସବୁ ସ୍କୁଲରେ ପ୍ରସ୍ତୁତି ଶେଷ ହୋଇଛି ।

3.ଆଜି ଶ୍ରାବଣ ମାସର ପ୍ରଥମ ସୋମବାର, ଶୈବପୀଠରେ କଟକଣା

ଆଜି ହେଉଛି ଶ୍ରାବଣ ମାସର ପ୍ରଥମ ସୋମବାର । ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଭକ୍ତ-ଭଗବାନଙ୍କ ମଧ୍ୟରେ ପାଚେରୀ ହୋଇ ଛିଡା ହୋଇଛି ମହାମାରୀ କୋରୋନା ।

4.STATE CORONA: ରାଜ୍ୟରେ ୧୬୩୭ ପଜିଟିଭ ଚିହ୍ନଟ

୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୬୩୭ କୋରୋନା ପଜିଟିଭ ଚିହ୍ନଟ ।

5.ଭାରତୀୟ ଅଗ୍ରଣୀ ବ୍ୟବସାୟୀଙ୍କ କାନ୍ଧରେ ଆବୁଧାବୀ ବିଜନେସ ଭାର

ଆବୁଧାବୀର ମୁଖ୍ୟ ସରକାରୀ ବ୍ୟବସାୟୀକ ସଂସ୍ଥାର ଉପାଧ୍ୟକ୍ଷ (vice-chairman) ନିଯୁକ୍ତ ହୋଇଛନ୍ତି ଭାରତର ଅଗ୍ରଣୀ ବ୍ୟବସାୟୀ ୟୁସୁଫ ଅଲି ଏମଏ ।

6.'2024 ଲୋକସଭା ନିର୍ବାଚନ ଲଢିବା ପାଇଁ ଆଞ୍ଚଳିକ ଦଳର ଏକତା ଜରୁରୀ'

ଆଞ୍ଚଳିକ ଦଳ ଗୁଡିକ 2024 ଲୋକସଭା ନିର୍ବାଚନରେ ବିଜେପି ବିରୋଧରେ ଏକାଠି ଲଢିବା ପାଇଁ ଏକ ମୋର୍ଚ୍ଚାର ଆବଶ୍ୟକତା ରହିଛି ବୋଲି ଶିରୋମଣି ଅକାଳି ଦଳ ମୁଖ୍ୟ ସୁଖବୀର ସିଂ ବାଦଲ କହିଛନ୍ତି ।

7.କୃଷି ଆଇନ ରଦ୍ଦ ହେବା ଆବଶ୍ୟକ: ପ୍ରିୟଙ୍କା ଗାନ୍ଧୀ

ରବିବାର କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ପ୍ରତିକ୍ରିୟାରେ କହିଛନ୍ତି ଯେ ସରକାର କୃଷକଙ୍କୁ ଲଗାତାର ଅପମାନ କରୁଛି । ଏହା ସହ ଏହି ଆଇନକୁ ରଦ୍ଧ କରାଯାଇଥିବା ଆବଶ୍ୟକ ।

8.ବିଚ ରାସ୍ତାରେ ଯୁବକକୁ ନିର୍ମମ ହତ୍ୟା, ତଦନ୍ତ ଜାରି

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପୁରୀ ବାସେଳୀ ସାହି ଅଞ୍ଚଳରେ ଗଡିଲା ମୁଣ୍ଡ । ପୋଲିସର ତଦନ୍ତ ଜାରି ।

9.Tokyo Olympics, Day 4; ଫେନ୍ସିଂ ପ୍ରଥମ ରାଉଣ୍ଡ ଜିତିଲେ ଭବାନୀ ଦେବୀ

ଫେନ୍ସିଂ ମହିଳା ସବର ଇଭେଣ୍ଟର ପ୍ରଥମ ରାଉଣ୍ଡରେ ବାଜି ମାରିଛନ୍ତି ଭବାନୀ । ଟ୍ୟୁନିସିଆର ନାଦିଆ ବେନ ଆଜିଜିଙ୍କୁ ୧୫-୩ରେ ପରାସ୍ତ କରିଛନ୍ତି ଭବାନୀ ।

10.ପ୍ରଥମ T-20; ୩୮ ରନରେ ଜିତିଲା ଭାରତ

ରବିବାର ଶ୍ରୀଲଙ୍କା ଓ ଭାରତ ମଧ୍ୟରେ ପ୍ରଥମ ଟି-ଟ୍ବେଣ୍ଟି ମ୍ୟାଚ ଖେଳାଯାଇଥିଲା । ପ୍ରଥମ ମୁକାବିଲାକୁ 38 ରନରେ ରୋମାଞ୍ଚକର ବିଜୟ ହାସଲ କରିଛି ଭାରତ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.