ETV Bharat / bharat

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ବିଶେଷ ଖବର

ନଜର ପକାନ୍ତୁ NEWS@9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
author img

By

Published : Jul 18, 2021, 9:08 AM IST

1.ମହାରାଷ୍ଟ୍ରରେ କାନ୍ଥ ଭୁଶୁଡି ୧୧ ମୃତ; ଅନେକ ଫସି ରହିଥିବା ଆଶଙ୍କା

ମହାରାଷ୍ଟ୍ରର ଚେମ୍ବରର ଭରତ ନଗର ଅଞ୍ଚଳରେ କାନ୍ଥ ଭୁଶୁଡି ଚାଲିଗଲା ୧୧ ଜୀବନ । ଉଦ୍ଧାର କାର୍ଯ୍ୟ ଜାରି ।

2.STATE CORONA: ଦିନକରେ 2215 ପଜିଟିଭ ଚିହ୍ନଟ

କୋରୋନା ସଂକ୍ରମଣ ଲାଗୁନି ଲଗାମ । ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟରେ 2215 କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

3.ସଂସଦର ମୌସୁମୀ ଅଧିବେଶନ, ଆଜି କୃଷକ ପ୍ରତିନିଧିଙ୍କୁ ଭେଟିବ ଦିଲ୍ଲୀ ପୋଲିସ

ଆସନ୍ତାକାଲିଠୁ ଆରମ୍ଭ ହେଉଛି ସଂସଦର ମୌସୁମୀ ଅଧିବେଶନ । ବିରୋଧ ପ୍ରଦର୍ଶନ କରିବା ପୂର୍ବରୁ ଆଜି କୃଷକଙ୍କ ଏକ ପ୍ରତିନିଧି ଦଳକୁ ଭେଟିବ ଦିଲ୍ଲୀ ପୋଲିସ ।

4.ଆଜି ଲୋକସଭା ସଦସ୍ୟଙ୍କ ସହ ବୈଠକ କରିବେ ସୋନିଆ

କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଲୋକସଭା ସଦସ୍ୟଙ୍କ ସହ ଏକ ବୈଠକ ଡାକିଛନ୍ତି । ଆଜି(ରବିବାର) ଭିଡିଓ କନଫରେନ୍ସି ଜରିଆରେ ବୈଠକ ବସିବା ନେଇ ସୂଚନା ମିଳିଛି ।

5.ବେଆଇନ ବନ୍ଧୁକ ଚାଲାଣର ପର୍ଦ୍ଦାଫାସ

ବେଆଇନ ବନ୍ଧୁକ ଚାଲାଣର ପର୍ଦ୍ଦାଫାସ । STF ହାତରେ ଧରାପଡିଛନ୍ତି ଇଣ୍ଟରଷ୍ଟେଟ ବନ୍ଧୁକ ବ୍ୟବସାୟୀ ।

6.୨୬ରୁ ଖୋଲିବ ସ୍କୁଲ; ସମସ୍ତେ ସ୍କୁଲ ଆସିବାକୁ ବାଧ୍ୟ ନୁହନ୍ତି

ଚଳିତ ବର୍ଷ ପାଠପଢାକୁ ନେଇ ପିଲା ଓ ଅଭିଭାବକଙ୍କ ମନରେ ଥିବା ଦ୍ବନ୍ଦକୁ ଦୂର ହୋଇଛି । ଆସନ୍ତା ୨୬ ତାରିଖରୁ ଦଶମ ଓ ଦ୍ବାଦଶ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ହୋଇଛି । ଏ ନେଇ ଶିକ୍ଷା ବିଭାର ପକ୍ଷରୁ SOP ଜାରି ହୋଇଛି ।

7.ଆଜି 4 ଜିଲ୍ଲାର 66 କେନ୍ଦ୍ରରେ ଟୀକାକରଣ

ଆଜି (ରବିବାର) ରାଜ୍ୟରେ 4ଟି ଜିଲ୍ଲାରେ ହେବ ଟୀକାକରଣ । ଏହି ଜିଲ୍ଲାର 66ଟି କେନ୍ଦ୍ରରେ ଟୀକାକରଣ କରାଯିବ ।

8. ପଞ୍ଜାବରେ ଶେଷ ହେବ କି କଂଗ୍ରେସ କନ୍ଦଳ ? ସିଦ୍ଧୁ ହୋଇପାରନ୍ତି PCC ସଭାପତି

ପଞ୍ଜାବ କଂଗ୍ରେସର ମୁଖ୍ୟ ହେବେ ନବଜୋତ ସିଂ ସିଦ୍ଧୁ । ତାଙ୍କ ସହ ୪ଜଣ କାର୍ଯ୍ୟକାରୀ ସଭାପତି ମଧ୍ୟ ନିଯୁକ୍ତ ହେବେ ।

9.ଦେଶରେ 40 କୋଟି ଟପିଲା ଟୀକାକରଣ

ଦେଶରେ ସଂକ୍ରମଣ ବିରୋଧରେ ଜାରି ରହିଛି ଟୀକାକରଣ । ଦେଶରେ ଏପର୍ଯ୍ୟନ୍ତ ୪୦ କୋଟି ଟିକା ଦିଆସରିଛି ।

10.Char Dham Yatra: ଚାରିଧାମ ଯାତ୍ରାର ହେବନି ଲାଇଭ ଷ୍ଟ୍ରିମିଂ

ଚାରିଧାମ ଯାତ୍ରାର ଲାଇଭ ଷ୍ଟ୍ରିମିଂ ହେବନି ବୋଲି କହିଛନ୍ତି ଉତ୍ତରାଖଣ୍ତ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି । ବେଦରେ ଉଲ୍ଲେଖ କରାଯାଇ ନ ଥିବାରୁ ଚାର ଧାମର ଲାଇଭ୍ ଷ୍ଟ୍ରିମିଂ ଅନୁଷ୍ଠିତ ହେବନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.