ETV Bharat / bharat

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ NEWS@9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
author img

By

Published : Jun 29, 2021, 9:17 AM IST

1.STATE CORONA; ଦିନକରେ 2640 ପଜିଟିଭ ଚିହ୍ନଟ

ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟରେ 2640 କୋରୋନା ପଜିଟିଭ ଚିହ୍ନଟ ।

2.ମାଟ୍ରିକ ମୂଲ୍ୟାୟନ ବିବାଦ, ଆଜି ପୂର୍ବାହ୍ନରେ ବୋର୍ଡର ପ୍ରେସମିଟ

ଚଳିତ ବର୍ଷର ମାଟ୍ରିକ ମୂଲ୍ୟାୟନକୁ ନେଇ ଦେଖା ଦେଇଛି ବିବାଦ । ଗତକାଲି ଦିନ ତମାମ ବୋର୍ଡ ଅଫିସ ଘେରାଉ କରିଥିଲେ ଛାତ୍ରଛାତ୍ରୀ ଓ ଅଭିଭାବକ । ଏ ସମସ୍ୟା ନେଇ ଆଜି ପ୍ରେସମିଟ କରିବ ମାଧ୍ୟମିକ ଶିକ୍ଷା ପରିଷଦ ।

3.କାଶ୍ମୀର ପୋଲିସକୁ ସଫଳତା, 2 ଆତଙ୍କୀ ସଫା

ଶ୍ରୀନଗର ଜିଲ୍ଲା ପିରମପୋରା ଅଞ୍ଚଳରେ ସୁରକ୍ଷାବାହିନୀର ଏନକାଉଣ୍ଟରରେ ପାକିସ୍ତାନୀ ଆତଙ୍କବାଦ ଏବଂ ଲସ୍କର-ଏ-ତୋଏବା କମାଣ୍ଡର ଅବରାର ମୃତ୍ୟୁ ହୋଇଛି । ଏନେଇ କାଶ୍ମୀର ଆଇଜିପି ବିଜୟ କୁମାର ସୂଚନା ଦେଇଛନ୍ତି ।

4.ଭାରତର ଭୁଲ ମାନଚିତ୍ର ଦେଖାଇ ହଟହଟା ଟ୍ବିଟର, କଠୋର କାର୍ଯ୍ୟାନୁଷ୍ଠାନ ସମର୍ଥନରେ କଂଗ୍ରେସ

କାର୍ଯ୍ୟାନୁଷ୍ଠାନ ପୂର୍ବରୁ ଭୁଲ୍ ସୁଧାରିଲା ଟ୍ଵିଟର । ବିବାଦୀୟ ମାନଚିତ୍ରକୁ ଓ୍ଵେବସାଇଟ୍‌ରୁ ହଟାଇଲା । ଏପଟେ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ବିରୋଧରେ ଯଦି କେନ୍ଦ୍ର ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତି, ତେବେ କେନ୍ଦ୍ର ସରକାରଙ୍କୁ ସମର୍ଥନ କରିବ ବୋଲି କହିଛି କଂଗ୍ରେସ ।

5.ମୁଖ୍ୟମନ୍ତ୍ରୀଙ୍କ ସହ ଲଢେଇ ମଧ୍ୟରେ ଆଜି ରାହୁଲ ଗାନ୍ଧୀଙ୍କୁ ଭେଟିବେ ସିଦ୍ଧୁ

ପଞ୍ଜାବ କଂଗ୍ରେସର ଚାଲିଛି କ୍ଷମତା ଲଢେଇ । ଏହାରି ମଧ୍ୟରେ ଆଜି (ମଙ୍ଗଳବାର) କଂଗ୍ରେସ ପୂର୍ବତନ ଅଧ୍ୟକ୍ଷ ତଥା ସାଂସଦ ରାହୁଲ ଗାନ୍ଧୀଙ୍କୁ ଭେଟିବେ କ୍ରିକେଟରରୁ ରାଜନେତା ପାଲଟିଥିବା କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ।

6.ଅଗଷ୍ଟରୁ ରାଜ୍ୟ ସରକାରଙ୍କ ପାଇଲଟ୍ ପ୍ରକଳ୍ପ ଦୀପା, ଗ୍ରାମାଞ୍ଚଳରେ ଅର୍ଥନୈତିକ ଗତିବିଧିକୁ ପ୍ରୋତ୍ସାହନ ଲକ୍ଷ୍ୟ

ଗ୍ରାମାଞ୍ଚଳରେ ଅର୍ଥନୈତିକ ଗତିବିଧିକୁ ପ୍ରୋତ୍ସାହନ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ପ୍ରତ୍ୟେକ ଜିଲ୍ଲାରେ ଶିଳ୍ପ ଓ ପୁଞ୍ଜିନିବେଶ ପ୍ରମୋସନ ଏଜେନ୍ସୀ(ଦୀପା) ସ୍ଥାପନ କରିବେ ।

7.ଜେଲରେ ଟିଭି ମାଗିଲେ ମୁଖତାର ଅନସାରୀ

ବିଏସପି ନେତା ତଥା ଗ୍ୟାଙ୍ଗଷ୍ଟାର ମୁଖତାର ଅନସାରୀଙ୍କୁ ଜେଲରେ ଟିଭି ଯୋଗାଇ ଦେବାକୁ କୋର୍ଟଙ୍କ ନିକଟରେ ନିବେଦନ କରିଛନ୍ତି ।

8.ବ୍ୟାଙ୍କ କର୍ମଚାରୀଙ୍କଠୁ 3 ଲକ୍ଷ ଲୁଟିନେଲେ ଦୁର୍ବୃତ୍ତ

ବଲାଙ୍ଗୀରର ଜଣେ ବ୍ୟାଙ୍କ କର୍ମଚାରୀଙ୍କୁ ଆକ୍ରମଣ କରି 3 ଲକ୍ଷ ଲୁଟି ନେଇଥିବା ଅଭିଯୋଗ ।

9.ଶ୍ରୀଲଙ୍କାରେ ସୁରକ୍ଷିତ ପହଞ୍ଚିଲେ ଶିଖର ସେନା

ଶିଖର ଧାୱନଙ୍କ ନେତୃତ୍ବରେ ସୋମବାର ଭାରତୀୟ ସୀମିତ ଓଭର ସ୍କ୍ବାର୍ଡ ଶ୍ରୀଲଙ୍କାରେ ପହଞ୍ଚିଛି ।

10.‘ଫିଲହାଲ୍ 2’ର ନୂଆ ପୋଷ୍ଟର ଜାରି, 30ରେ ଆସିବ ଟିଜର

ଜାରି ହୋଇଯାଇଛି ‘ଫିଲହାଲ୍ 2’ର ନୂଆ ପୋଷ୍ଟର । ଅକ୍ଷୟଙ୍କ ସହ ନଜର ଆସିଲେ ନୁପୁର ସାନନ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.