ETV Bharat / bharat

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : May 23, 2021, 9:04 AM IST

ନଜର ପକାନ୍ତୁ NEWS@9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

1.କାମ ଦେଉନି ଲକଡାଉନ, ସଂକ୍ରମଣରେ ଲାଗୁନି ବ୍ରେକ; ଦିନକରେ 12852 ନୂଆ ପଜିଟିଭ ଚିହ୍ନଟ

ଆଜି ରାଜ୍ୟରେ ପୁଣି 12 ହଜାର 852 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ 1909 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ଚିହ୍ନଟ ହୋଇଛନ୍ତି ।

2.ଆଜି ଅବପାତର ରୂପ ନେବ ସମ୍ଭାବ୍ୟ ବାତ୍ୟା 'ୟସ୍‌'

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ୟସ୍‌ ରବିବାର ଅବପାତର ରୂପ ନେବ ବୋଲି ସୂଚନା ମିଳିଛି ।

3.ବାତ୍ୟା ମୁକାବିଲାରେ ଓଡ଼ିଶା 1 ନମ୍ବର, ଆତଙ୍କିତ ନ ହେବାକୁ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଜନସାଧାରଣଙ୍କ ଜୀବନ ସୁରକ୍ଷା ଉପରେ ଗୁରୁତ୍ବ ଦେଇ ପଦକ୍ଷେପ ନେବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ । ସମ୍ଭାବ୍ୟ ବାତ୍ୟାକୁ ନେଇ ଆତଙ୍କିତ ନ ହେବାକୁ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ।

4.ଚିନ୍ତା ବଢାଉଛି ବ୍ଲାକ ଫଙ୍ଗସ, ଏଯାବତ୍ 8848 ମାମଲା ଚିହ୍ନଟ

ଏଯାବତ୍ ଦେଶବ୍ୟାପୀ ସମୁଦାୟ 8 ହଜାର 848ଟି ବ୍ଲାକ ଫଙ୍ଗସ ମାମଲା ଚିହ୍ନଟ ହୋଇଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟଗୁଡିକୁ ଆମ୍ଫଟେରିସିନ-ବି ନାମକ ଏହି ସଂକ୍ରମଣ ବିରୋଧୀ ଇଞ୍ଜେକ୍ସନ ବିତରଣ କରାଯାଇଛି ।

5.ବିଜେପି ପାଳିବନି 7ମ ବାର୍ଷିକୀ, ଅନାଥଙ୍କ ପାଇଁ କରିବ ଯୋଜନା

କେନ୍ଦ୍ର ସରକାର ପାଳନ କରିବନି 7ମ ବାର୍ଷିକୀ । ବିଜେପି ଶାସିତ ରାଜ୍ୟରେ କୋରୋନାରେ ପିତାମାତାଙ୍କୁ ହରାଇଥିବା ଅନାଥ ମାନଙ୍କ ପାଇଁ କରିବ ସ୍ବତନ୍ତ୍ର ଯୋଜନା ।

6.ବ୍ଲାକ ଫଙ୍ଗସକୁ ମହାମାରୀ ଭାବେ ଘୋଷଣା କଲେ ବିହାର ସରକାର

ମହାମାରୀ ଆକ୍ଟ 1897 ଅନୁଯାୟୀ ବ୍ଲାକ ପଙ୍ଗସରୁ ମହାମାରୀ ରୋଗ ଭାବରେ ଘୋଷଣା କରିଛନ୍ତି ବିହାର ସରକାର ।

7.ଭେଣ୍ଟିଲେଟରକୁ ଖତ ନକରି ଲୋକଙ୍କ ଜୀବନ ବଞ୍ଚାଇବା କାମରେ ଲଗାଯାଉ: ଗୋଲକ

ଭେଣ୍ଟିଲେଟର ଅଭାବକୁ ନେଇ ବିଜେଡି ମୁଖପାତ୍ର ଲେଲିନ ମହାନ୍ତିଙ୍କ ତଥ୍ୟର ଜବାବ ରଖିଲେ ବିଜେପି ସାଧାରଣ ସମ୍ପାଦକ । ଭେଣ୍ଟିଲେଟରକୁ ଖତ ନକରି ଲୋକଙ୍କ ଜୀବନ ବଞ୍ଚାଇବା କାମରେ ଲଗାଯାଉ ବୋଲି ସେ କହିଛନ୍ତି ।

8.ଭୂକମ୍ପରେ ଥରିଲା ଉତ୍ତର-ପୂର୍ବ ମଣିପୁର

ଆଜି (ରବିବାର) ସକାଳ 6.56 ରେ ମଣିପୁରର ଉଖ୍‌ରୁଲରେ ଏହି ଭୂକମ୍ପ ହୋଇଥିଲା । ଯାହାର ରିକ୍ଟର ସ୍କେଲରେ ତୀବ୍ରତା 4.3 ଥିଲା ବୋଲି ନ୍ୟାସନାଲ ସେଣ୍ଟର ଫର ସିସ୍ମୋଲୋଜି ପକ୍ଷରୁ ସୂଚନା ଦିଆଯାଇଛି ।

9.କୋରୋନାକୁ ହରାଇଲେ ଦ୍ରୁତ ବୋଲର କ୍ରୀଷ୍ଣା, ଖୁବଶୀଘ୍ର ଟିମରେ ହେବେ ସାମିଲ

କୋରୋନାରୁ ସୁସ୍ଥ ହେଲେ ଦ୍ରୁତ ବୋଲର ଏମ ପ୍ରସିଦ୍ଧ କ୍ରୀଷ୍ଣା ।

10.ବେବି ବଏର ମା’ ହେଲେ ଶ୍ରେୟା ଘୋଷାଲ

ପୁତ୍ର ସନ୍ତାନର ମା’ ହେଲେ ଗାୟିକା ଶ୍ରେୟା ଘୋଷାଲ । ଯାହାକୁ ନେଇ ତାଙ୍କ ପରିବାରରେ ଖୁସିର ଲହରୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.