ETV Bharat / bharat

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : May 21, 2021, 9:09 AM IST

ନଜର ପକାନ୍ତୁ NEWS@9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

1.ରାଜ୍ୟରେ କୋରୋନାର ବିସ୍ଫୋରକ ରୂପ, ଦିନକରେ 12523 ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଦୈନିକ ସଂକ୍ରମଣ ଉପର ମୁହାଁ । 24 ଘଣ୍ଟାରେ ରାଜ୍ୟରେ ପୁଣି ଚିହ୍ନଟ ହେଲେ 12523 କୋରୋନା ଆକ୍ରାନ୍ତ ।

2.ମିଗ୍-21 ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ

ଗତକାଲି ବିଳମ୍ବିତ ରାତିରେ ପଞ୍ଜାବର ମୋଗା ନିକଟରେ ଭାରତୀୟ ବାୟୁସେନା ମିଗ୍ -21 ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି ।

3.ବିଧାୟକ ଜୟ ନାରାୟଣ ମିଶ୍ରଙ୍କୁ କୋରୋନା, AIIMSରେ ଭର୍ତ୍ତି

ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଜୟ ନାରାୟଣ ମିଶ୍ରଙ୍କୁ କୋରୋନା । ମଙ୍ଗଳବାର ସେ କୋଭିଡ ପଜିଟିଭ ଚିହ୍ନଟ ହୋଇଥିଲେ ।

4.ଦେଶରେ 5,500 ବ୍ଲାକ ଫଙ୍ଗସ ମାମଲା ଚିହ୍ନଟ, 126 ମୃତ

ଦେଶବ୍ୟାପୀ 5 ହଜାର 500 ବ୍ଲାକ ଫଙ୍ଗସ ମାମଲା ଚିହ୍ନଟ ହୋଇଥିବାବେଳେ 126 ଜଣଙ୍କ ମୃତ୍ୟୁ ଘଟିଛି । ମହାରାଷ୍ଟ୍ରରେ ସର୍ବାଧିକ 90 ଜଣ ବ୍ଲାକ ଫଙ୍ଗସ ରୋଗୀ ଆଖି ବୁଜିଛନ୍ତି ।

5.ଧଉଳିଗଙ୍ଗାରେ ଜଳସ୍ତର ବୃଦ୍ଧି ଯୋଗୁ ଭାସିଗଲା ପୋଲ, ଯାତାୟତ ବାଧାପ୍ରାପ୍ତ

ଧଉଳିଗଙ୍ଗାରେ ଜଳସ୍ତର ବୃଦ୍ଧି ଯୋଗୁ ଭାସିଗଲା ପୋଲ, ଯାତାୟତ ବାଧାପ୍ରାପ୍ତ ।

6.ବ୍ଲାକ ଫଙ୍ଗସକୁ ମହାମାରୀ ଘୋଷଣା କଲା ଗୁଜୁରାଟ ସରକାର

ଦେଶର କିଛି ରାଜ୍ୟରେ କଳା କବକ (ବ୍ଲାକ ଫଙ୍ଗସ) ଚିହ୍ନଟ ହେବା ପରେ ଏବେ ପୁଣି ଚିନ୍ତା ଦୁଇ ଗୁଣା ହୋଇଛି । ବ୍ଲାକ ଫଙ୍ଗସକୁ ମହାମାରୀ ଘୋଷଣା କଲା ଗୁଜୁରାଟ ସରକାର ।

7.11 ଦିନ ରକ୍ତାକ୍ତ ସଂଘର୍ଷର ଅନ୍ତ: ଇସ୍ରାଏଲ-ପାଲେଷ୍ଟାଇନ ମଧ୍ୟରେ ଅସ୍ତ୍ରବିରତି ଘୋଷଣା

ଇସ୍ରାଏଲ୍ ଓ ହମାସ୍ ଗୁରୁବାର ଅସ୍ତ୍ରବିରତି ଘୋଷଣା କରିଛନ୍ତି । ଏହାଫଳରେ 11 ଦିନ ଧରି ଚାଲିଥିବା ହିଂସାତ୍ମକ ଯୁଦ୍ଧର ଅନ୍ତ ଘଟିଛି ।

8.ରାଜଧାନୀରେ ସ୍ଲଟ ବୁକିଂ ଅବ୍ୟବସ୍ଥା, ସାଧାରଣ ଲୋକେ ହନ୍ତସନ୍ତ

କୋରୋନା ଚେନ ବ୍ରେକ କରିବାକୁ ଟୀକାକରଣକୁ ବ୍ୟାପକ କରାଯାଇଛି । କିନ୍ତୁ ଟିକା ନେବା ପାଇଁ ସ୍ଲଟ ବୁକିଂ କ୍ଷେତ୍ରରେ ରାଜଧାନୀରେ ଅତ୍ୟନ୍ତ ଅବ୍ୟବସ୍ଥା ସାମ୍ନାକୁ ଆସିଛି ।

9.ଶ୍ରୀଲଙ୍କା ଗସ୍ତରେ ଦ୍ରାବିଡ ହେବେ ଟିମ ଇଣ୍ଡିଆର ମୁଖ୍ୟ କୋଚ

ପୂର୍ବତନ ଭାରତୀୟ କ୍ୟାପଟେନ ତଥା ବର୍ତ୍ତମାନର ଜାତୀୟ କ୍ରିକେଟ ଏକାଡେମୀ(NCA) ମୁଖ୍ୟ ରାହୁଲ ଦ୍ରାବିଡ ହେବେ ଭାରତୀୟ କ୍ରିକେଟ ଟିମର ମୁଖ୍ୟ କୋଚ ।

10.ଆସିଲା ‘ସନଫ୍ଲାୱାର’ର ଦ୍ବିତୀୟ ଟିଜର, ଜୁନ 11ରେ ସିରିଜ

ଆଗାମୀ ସିରିଜ ‘ସନଫ୍ଲାୱାର’ର ଦ୍ବିତୀୟ ଟିଜର ଜାରି କରି ଦର୍ଶକଙ୍କ ଏକ୍ସାଇଟମେଣ୍ଟ ବଢାଇ ଦେଇଛନ୍ତି ମେକର୍ସ । ଜୁନ 11ରେ ସିରିଜ ଦେଖିବେ ସମସ୍ତେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.