ETV Bharat / bharat

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ମୁଖ୍ୟ ଖବର

ନଜର ପକାନ୍ତୁ NEWS@9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
author img

By

Published : May 16, 2021, 9:13 AM IST

1.ମାଡି ଆସୁଛି ସାମୁଦ୍ରିକ ଝଡ ତାଉ'ତେ, ମଙ୍ଗଳବାର ଛୁଇଁବ ଗୁଜୁରାଟ

ଅତି ଭୟଙ୍କର ରୂପ ନେଉଛି ସାମୁଦ୍ରିକ ଝଡ ତାଉତେ । ମଙ୍ଗଳବାର ଦିନ ଏହା ଗୁଜୁରାଟ ଉପକୂଳ ଛୁଇଁବ ।

2. ଆଜି ମଧ୍ୟରାତ୍ରୀରୁ କେରଳର ଚାରି ଜିଲ୍ଲାରେ 'ଟ୍ରିପଲ ଲକଡାଉନ'

ଆଜି ( ରବିବାର) ମଧ୍ୟରାତ୍ରୀରୁ କେରଳର ଚାରି ଜିଲ୍ଲାରେ ଟ୍ରିପଲ ଲକଡାଉନ ଲାଗୁ ହେବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ବିଜୟନ ।

3.ଭୟାବହ ଅଗ୍ନିକାଣ୍ଡ; ଚାଲିଗଲା ଗୋଟିଏ ପରିବାରର 5 ଜୀବନ

ପଶ୍ଚିମବଙ୍ଗ ଉତ୍ତର ଦିନାଜପୁରର ଜିଲ୍ଲା ହେମତାବାଦରେ ନିଆଁରେ ପୋଡି ହୋଇ ଗୋଟିଏ ପରିବାରର ପାଞ୍ଚଜଣଙ୍କ ମୃତ୍ୟୁ ହୋଇଛି ।

4. ଉଚ୍ଚସ୍ତରୀୟ ବୈଠକରେ ବାତ୍ୟା ତାଉ’ତେର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

ଆରବ ସାଗରରେ ସୃଷ୍ଟ ବାତ୍ୟାର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ । ବାତ୍ୟାର ପ୍ରତି ମୂହୁର୍ତ୍ତରେ ନଜର ରଖିଛି ଗୃହ ମନ୍ତ୍ରଣାଳୟ ।

5.ହସ୍ପିଟାଲ ଫ୍ଲୋର୍ ସଫା କଲେ ମିଜୋରାମ୍ ମନ୍ତ୍ରୀ

ହସ୍ପିଟାଲ ଫ୍ଲୋର୍ ସଫା କରିଛନ୍ତି ନେତା । ମିଜୋରାମରୁ ଏଭଳି ନିଆରା ଦୃଶ୍ୟ ଦେଖିବାକୁ ମିଳିଛି ।

6.ରେମଡେସିଭିର ଦଲାଲଙ୍କ ଉପରେ କଡା ନଜର, ଧରା ପଡିଲେ ହତ୍ୟା ମକଦ୍ଦମା

କୋଭିଡ ସଙ୍କଟ ମଧ୍ୟରେ ବଢୁଛି ରେମଡେସିଭିର କଳାବଜାରୀ । ବଜାରରେ ବୁଲୁଛି ନକଲି ରେମଡେସିଭିର ଇନଜେକ୍ସନ ।

7.ଆଧାର କାର୍ଡ ନଥିଲେ ବି ମିଳିବ ସବୁ ପ୍ରକାର ସୁବିଧା

ଆଧାର କାର୍ଡ ନଥିଲେ ମଧ୍ୟ କୌଣସି ପ୍ରକାର ସେବା ଓ ସୁବିଧାରୁ ବଞ୍ଚିତ ହେବେ ନାହିଁ ଲୋକେ ।

8.କୀଟନାଶକ ପିଇ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା

ସୁନ୍ଦରଗଡ ଢବାଖୋଲରେ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା । କୀଟନାଶକ ପିଇ କରିଛନ୍ତି ଆତ୍ମହତ୍ୟା ।

9.କୁସ୍ତି ଯୋଦ୍ଧା ସୁଶୀଲ କୁମାରଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା

ଅଲମ୍ପିକ ପଦକ ବିଜେତା କୁସ୍ତି ଯୋଦ୍ଧା ସୁଶୀଲ କୁମାରଙ୍କ ବିରୋଧରେ ଦିଲ୍ଲୀ ପୋଲିସ ଜାରି କରିଛି ଜାମିନ ବିହୀନ ଗିରଫ ପରୱାନା

10.କୋରୋନାରେ ବଢୁଛି ‘ଡର’, ସଚେତନ କରିବ ଓଡିଆ କ୍ଷୁଦ୍ର ଚଳଚ୍ଚିତ୍ର

ଲୋକଙ୍କ ମଧ୍ୟରେ କୋରୋନାକୁ ନେଇ ଡର ବଢିବାରେ ଲାଗୁଛି । ବର୍ତ୍ତମାନ ଯଦି କୌଣସି କାରଣରୁ ଦେହ ଅସୁସ୍ଥ ହେଉଛି, ତେବେ କୋରୋନା ହୋଇଛି ବୋଲି ଡର ଲାଗୁଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.