ETV Bharat / bharat

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ NEWS@9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
author img

By

Published : May 13, 2021, 9:01 AM IST

1.ଦଶ ହଜାର ତଳକୁ ଖସୁନି ସଂକ୍ରମଣ; ଦିନକରେ 10649 ନୂଆ ପଜିଟିଭ ଚିହ୍ନଟ

ରାଜ୍ୟରେ 10 ହଜାର ତଳକୁ ଖସୁନି ସଂକ୍ରମଣ । ଦିନକରେ ପୁଣି 10ହଜାର 6ଷହ 49ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

2.ଦିଲ୍ଲୀକୁ କୋଭାକ୍ସିନ ଯୋଗାଇବ ନାହିଁ ଭାରତ ବାୟୋଟେକ

ଭାରତ ବାୟୋଟେକ ଦିଲ୍ଲୀକୁ ଆବଶ୍ୟକ ଥିବା କୋଭାକ୍ସିନ ଟିକା ଯୋଗାଇବାକୁ ମନା କରିଦେଇଛି । ରାଜ୍ୟରେ କୋଭିସିଲ୍ଡ ଟିକା ଆଜି କିମ୍ବା କାଲି ଭିତରେ ଶେଷ ହୋଇପାରେ ।

3.ଝାଡଖଣ୍ଡରେ ମେ 27 ପର୍ଯ୍ୟନ୍ତ ବଢିଲା ଲକଡାଉନ

ଝାଡଖଣ୍ଡରେ ବଢିଲା ଲକଡାଉନ । କୋରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଆସନ୍ତା ମେ 27 ତାରିଖ ପର୍ଯ୍ୟନ୍ତ ଲକଡାଉନ ବୃଦ୍ଧି କଲେ ରାଜ୍ୟ ସରକାର ।

4.ହିଂସା ପ୍ରଭାବିତ ଅଞ୍ଚଳ ଗସ୍ତ କରିବେ ରାଜ୍ୟପାଳ ଧନକର, ମମତା କହିଲେ ପ୍ରୋଟକଲର ଉଲ୍ଲଂଘନ

ରାଜ୍ୟପାଳ ଜଗଦୀପ ଧନକର ଗୁରୁବାର ହିଂସା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ ଏବଂ ସେଠାରେ ସ୍ଥିତିର ଅନୁଧ୍ୟାନ କରିବେ। ରାଜ୍ୟପାଳ ଜଗଦୀପ ଧନକରଙ୍କ ଏହି ଗସ୍ତକୁ ବିରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

5.ଆସନ୍ତାକାଲି ୧୪ ରେ ଇଦ-ଉଲ-ଫିତର

ଆସନ୍ତା 14 ତାରିଖରେ ପାଳନ କରାଯିବ ଇଦ୍ ଉଲ୍ ଫିତର ପର୍ବ । ଶୁକ୍ରବାର ସମଗ୍ର ଓଡ଼ିଶାରେ ପାଳନ ହେବ ଇସଲାମ ଧର୍ମାବଲମ୍ବୀଙ୍କ ଇଦ୍ ପର୍ବ ।

6.ଆଗକୁ ଚନ୍ଦନ ଯାତ୍ରା, ସ୍ଥିତି ଅନୁଧ୍ୟାନ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ଆସନ୍ତା ମେ 15 ତାରିଖରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ଆୟୋଜନ ହେବାକୁ ଥିବା ବେଳେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୁଧବାର ସ୍ଥିତି ଅନୁଧ୍ୟାନ କରିଛନ୍ତି ।

7.କୋରୋନାକୁ ନେଇ ମୁଖ୍ୟ ସମସ୍ୟାର ସମାଧାନ ହୋଇନାହିଁ: ରାହୁଲ

କୋରୋନାକୁ ଦିନକୁ ଦିନ ଦୁଃଖଦ ଖବର ଆସୁଛି । ହେଲେ ଏନେଇ ଯେଉଁ ମାନଙ୍କର ଉତ୍ତରଦାୟିତ୍ବ ରହିଛି କେଉଁଠି ନା କେଉଁଠି ତାହା ଲୁଚିଯାଉଛନ୍ତି ବୋଲି କହିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ

8.ବଢୁଛି ଟିକା ଚୋରି ଅଭିଯୋଗ: ନୀରବ କେନ୍ଦ୍ର, ହାତଟେକି ଦେଇଛନ୍ତି ରାଜ୍ୟ

ସାରା ଦେଶରେ ମହାଲଢେଇ ଜାରି ରହିଛି । ସାମାଜିକ ଦୂରତା, ମାସ୍କ ଓ ଟିକା ଏବେ ସାଜିଛି ବ୍ରହ୍ମାସ୍ତ୍ର । ତେବେ ଦେଶର 130 କୋଟି ଜନତାଙ୍କୁ ବ୍ୟବସ୍ଥିତ ଢଙ୍ଗରେ ଟିକାକରଣ କରିବା ଏବେ ସରକାରଙ୍କ ପାଖରେ ବଡ ଚ୍ୟାଲେଞ୍ଚ ହୋଇଛି ।

9.ପର୍ତ୍ତୁଗାଲ ପ୍ରିମିୟର ଲିଗ ଟାଇଟଲ ହାତେଇଲା ସ୍ପୋର୍ଟିଂ ଲିସବନ

2002 ପରେ ପ୍ରଥମ ଥର ପାଇଁ ପର୍ତ୍ତୁଗାଲ ପ୍ରିମିୟର ଲିଗରେ ବିଜୟୀ ହେଲା ସ୍ପୋର୍ଟିଂ ଲିସବନ । ଫାଇନାଲ ମ୍ୟାଚରେ ବିଏବିସ୍ତାକୁ 1-0 ଗୋଲରେ ମାତ ଦେଇ ପର୍ତ୍ତୁଗାଲ ପ୍ରିମିୟର ଲିଗ୍ ଟାଇଟଲ ହାତେଇବାକୁ ସକ୍ଷମ ହୋଇଛି ।

10.ଫ୍ୟାନ୍ସଙ୍କୁ ସଲମାନଙ୍କ ଅପିଲ, କହିଲେ ‘ନୋ ପାଇରେସି ପ୍ଲିଜ’

ଗୁରୁବାର ଡିଜିଟାଲ ପ୍ଲାଟଫର୍ମରେ ରିଲିଜ ହେବ ‘ରାଧେ’ । ଦୀର୍ଘ ସମୟରୁ ଫିଲ୍ମକୁ ନେଇ ଉତ୍ସାହିତ ସମସ୍ତେ । ରିଲିଜ ପୂର୍ବରୁ ନିଜର ଏକ ଭିଡିଓ ସେୟାର କଲେ ସଲମାନ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.