ETV Bharat / bharat

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ବଡ଼ ଖବର

ନଜର ପକାନ୍ତୁ NEWS@9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@9AM
TOP NEWS@9AM
author img

By

Published : Feb 27, 2021, 8:58 AM IST

1.ଆଜି ମହାପ୍ରଭୁଙ୍କ ଗଜଉଦ୍ଧାରଣ ବେଶ

ଆଜି ମାଘ ପୂର୍ଣ୍ଣିମା । ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ହେବ ଗଜଉଦ୍ଧାରଣ ବେଶ । ଅଧିକ ପଢନ୍ତୁ...

2. ବିଶ୍ୱ ପର୍ଯ୍ୟଟନରେ ସାମିଲ ହେବ ଓଡିଶା, ଅଣ୍ଟା ଭିଡିଲେ ରାଜ୍ୟ ସରକାର

ରାଜ୍ୟରେ ହୋଟେଲ ଶିଳ୍ପର ବିକାଶ ପାଇଁ ଏକମାତ୍ର ଭରସା ପର୍ଯ୍ୟଟନ ଶିଳ୍ପର ବିକାଶ । ଏହି ବିକାଶ ପାଇଁ ବିଜ୍ଞାପନ ନୁହେଁ ଭିତ୍ତିଭୂମିର ଆବଶ୍ୟକ ରହିଛି । ଆଉ ବିକାଶ ପାଇଁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର । ଅଧିକ ପଢନ୍ତୁ..

3.କୋରୋନା ଭୟ ! କଟକଣା କଡାକଡି କରିବାକୁ ନିର୍ଦ୍ଦେଶ

କୋରୋନା କଟକଣାକୁ କଡାକଡି କରିବାକୁ ସମସ୍ତ ଜିଲ୍ଲାପାଳ ଓ ଏସପିଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟ ଶାସନ ସଚିବ । ଅଧିକ ପଢନ୍ତୁ ...

4.ମୋଦିଙ୍କୁ ମିଳିବ ବିଶ୍ବ ଶକ୍ତି, ପରିବେଶ ନେତୃତ୍ବ ପୁରସ୍କାର

ଦେଶର ତଥା ବିଶ୍ବର ଶକ୍ତି କ୍ଷେତ୍ରରେ ନିରନ୍ତର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବିଶ୍ବ ଶକ୍ତି, ପରିବେଶ ନେତୃତ୍ବ ପୁରସ୍କାର ମିଳିବ ବୋଲି ଜଣାପଡିଛି । ଅଧିକ ପଢନ୍ତୁ...

5.ଆଜି ଦେଶର ପ୍ରଥମ ଖେଳଣା ମେଳାକୁ ଉଦଘାଟନ କରିବେ ମୋଦି

ଆଜି ଭର୍ଚ୍ଚୁଆଲ ମାଧ୍ୟମରେ ଭାରତ ଖେଳଣା ମେଳା-2021ର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ...

6.ଗଣଦୁଷ୍କର୍ମର ଶିକାର ମହିଳାଙ୍କୁ ଜିଅନ୍ତା ଜାଳିଲେ ସ୍ବାମୀ-ପୁଅ

ଗଣଦୁଷ୍କର୍ମର ଶିକାର ହୋଇଥିବା ଜଣେ ମହିଳାକୁ ଜିଅନ୍ତା ଜାଳି ଦେଲେ ନିଜ ସ୍ବାମୀ ଓ ପୁଅ । ଗୁରୁତର ଅବସ୍ଥାରେ ପୀଡିତା ମହିଳାଙ୍କ ଚିକିତ୍ସା ଜାରି ରହିଛି । ଅଧିକ ପଢନ୍ତୁ...

7.ଟ୍ରକ୍ ଧକ୍କାରେ ଲାଗିଲା ଭୀଷଣ ନିଆଁ, ଜୀଅନ୍ତା ଜଳିଗଲେ 2 ଡ୍ରାଇଭର

ଏନଏଚ-52ରେ ଭୟଙ୍କର ସଡକ ଦୁର୍ଘଟଣା । ଦୁଇଟି ଟ୍ରକ୍ ଧକ୍କା ହେବା ପରେ ଜୀଅନ୍ତା ଜଳିଯାଇଛନ୍ତି 2 ଡ୍ରାଇଭର । ଅଧିକ ପଢନ୍ତୁ...

8.ସାରୁଅରେ ଭୟଙ୍କର ଅଗ୍ନିକାଣ୍ଡ; ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି

ବିଳମ୍ବିତ ରାତ୍ରୀରେ ଖୋର୍ଦ୍ଧା ବେଗୁନିଆ ବ୍ଲକର ସାରୁଅ ଗାଁରେ ଭୟାବହ ଅଗ୍ନିକାଣ୍ଡ । ଦୁଇବଖରା ଘର ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ । ଅଧିକ ପଢନ୍ତୁ...

9.ବୃତ୍ତଙ୍ଗ ଜଳ ସେଚନ ପ୍ରକଳ୍ପକୁ ମଞ୍ଜୁରୀ ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ କଂଗ୍ରେସର ଚିଠି

ନୟାଗଡର ବୃତ୍ତଙ୍ଗ ଜଳ ସେଚନ ପ୍ରକଳ୍ପକୁ ମଞ୍ଜୁରୀ ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିଲା ଜିଲ୍ଲା କଂଗ୍ରେସ । ଅଧିକ ପଢନ୍ତୁ...

10.ଟ୍ରକ୍ ଧକ୍କାରେ ଲାଗିଲା ଭୀଷଣ ନିଆଁ, ଜୀଅନ୍ତା ଜଳିଗଲେ 2 ଡ୍ରାଇଭର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.