ETV Bharat / bharat

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Oct 22, 2021, 1:02 PM IST

Updated : Oct 22, 2021, 1:10 PM IST

ନଜର ପକାନ୍ତୁ NEWS@1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

1.ଆଜି ମୟୂରଭଞ୍ଜରେ BSKY ହେଲଥ୍ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

ଆଜି ମୟୂରଭଞ୍ଜ ଜିଲ୍ଲାରେ ସ୍ମାର୍ଟ ହେଲଥ୍ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ । ହେଲଥ୍ କାର୍ଡ ବଣ୍ଟନ ସହ ବିଭିନ୍ନ ପ୍ରକଳ୍ପର କଲେ ଲୋକାର୍ପଣ ।

2.ମର୍ମନ୍ତୁଦ ସଡକ ଦୁର୍ଘଟଣା, ଗୋଟିଏ ପରିବାରର 8 ମୃତ

ହରିୟାଣାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଘଟଣାସ୍ଥଳରେ ଗୋଟିଏ ପରିବାରର 8 ମୃତ ।

3.ମମିତା ମର୍ଡର ମିଷ୍ଟ୍ରି: ବଲାଙ୍ଗୀର ଗସ୍ତରେ ମହିଳା କମିଶନ

ବହୁ ଚର୍ଚ୍ଚିତ ବଲାଙ୍ଗୀର ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣା । ଉଚ୍ଚସ୍ତରୀୟ ତଦନ୍ତ ପାଇଁ ରାଜ୍ୟ ମହିଳା ଆୟୋଗର ଅଧକ୍ଷା ମିନତୀ ବେହେରା ଆଜି ବଲାଙ୍ଗୀର ଗସ୍ତ କରିଛନ୍ତି।

4.'ପ୍ରତିଟି ପ୍ରଶ୍ନର ଉତ୍ତର ୧୦୦କୋଟି ଟୀକାକରଣ'

ଟୀକାକରଣରେ ଇତିହାସ ସୃଷ୍ଟି କରିଛି ଭାରତ । ଏହି ଅବସରରେ ଆଜି(ଶୁକ୍ରବାର) ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

5. ୨ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ୩ ଗିରଫ

ବାଲେଶ୍ବରରୁ ୨ କୋଟି ଟଙ୍କାର ୨ କିଲୋ ବ୍ରାଉନସୁଗାର ଜବତ । ଘଟଣାରେ ୩ ଗିରଫ ।

6. .ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ, କଂଗ୍ରେସ ଛାଡିଲେ ପ୍ରଦୀପ ମାଝୀ

ରାଜ୍ୟ କଂଗ୍ରେସକୁ ଲାଗିଲା ବଡ ଝଟକା । ହାତ ଛାଡିଲେ ଦଳର ଟାଣୁଆ ନେତା ତଥା ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ।

3.India Corona: ୧୫୭୬୮ ନୂଆ ସଂକ୍ରମିତ, ଗଡିଲା ୨୩୧ ମୁଣ୍ଡ

ଦେଶରେ ନିୟନ୍ତ୍ରଣାଧୀନ ରହିଛି ମହାମାରୀ । ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୫,୭୬୮ ନୂଆ ସଂକ୍ରମିତ ।

7.STATE CORONA: ଦିନକରେ ୪୬୭ ପଜିଟିଭ ଚିହ୍ନଟ, ୮୬ ଶିଶୁ ଆକ୍ରାନ୍ତ

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୬୭ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୮୬ ଜଣ ଶିଶୁ ଆକ୍ରାନ୍ତ ଚିହ୍ନଟ

8.ରକ୍ତ ସମ୍ପର୍କରେ କଳଙ୍କର ଛିଟା, ୭ ମାସ ଧରି ଝିଅକୁ ଦୁଷ୍କର୍ମ କରି ବନ୍ଧା ହେଲା ସୈତାନ ବାପା

ରକ୍ତର ସମ୍ପର୍କରେ ଲାଗିଲା କଳଙ୍କର ଛିଟା । ନିଜ ଝିଅକୁ ଦୁଷ୍କର୍ମ କଲା ଜନ୍ମକଲା ବାପା ।

9.ଗୋଆରେ ହେବ ୫୨ତମ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ

ଗୋଆରେ ଭାରତର ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବର 52 ତମ ସଂସ୍କରଣ ଅନୁଷ୍ଠିତ ହେବ

10.ପାଠରେ ନମ୍ବର ୱାନ ପରିଣୀତି, ଭାଗ୍ୟରେ ଥିଲା ‘ଇସକଜାଦେ’

ଫାଇନାନ୍ସ ଓ ଅର୍ଥଶାସ୍ତ୍ରରେ ପିଜି କରିଥିବା ପରିଣୀତି ଅନେତ ଫିଲ୍ମରେ ନିଜର ଜଲୱା ଦେଖେଇ ସାରିଛନ୍ତି । ହରିୟାଣାର ଅବାଲାରେ ଜନ୍ମ ପରେ ଭାରତ ବାହାରେ ନିଜର କ୍ୟାରିୟର କରିବାକୁ ଚାହୁଁଥିଲେ ।

Last Updated : Oct 22, 2021, 1:10 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.