ETV Bharat / bharat

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ବିଶେଷ ଖବର

ନଜର ପକାନ୍ତୁ NEWS@1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

ଦେଖନ୍ତୁ ବର୍ତ୍ତମାନର ବଡ ଖବର
ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Jul 16, 2021, 1:07 PM IST

1.ବର୍ଷାରେ ବେହାଲ ମୁମ୍ବାଇ, ଆହୁରି 3 ଘଣ୍ଟା ବର୍ଷିବ

ରାତିସାରା ପ୍ରବଳ ବର୍ଷା ହେବାରୁ ବେହାଲ ହୋଇଛି ମୁମ୍ବାଇ ସହର । ଗୁରୁବାର ରାତିରୁ ପ୍ରବଳ ବର୍ଷା ଆରମ୍ଭ ହୋଇଯାଇଥିଲା । ସହର ଅପେକ୍ଷା ଉପାନ୍ତ ଅଞ୍ଚଳରେ ଅଧିକ ବର୍ଷା ରେକର୍ଡ ହୋଇଛି ।

2.ଅଫେରା ରାଇଜକୁ ବାହୁଡି ଗଲେ 'ବାଲିକା ବଧୂ'ର ଦାଦୀ ସା'

75 ବର୍ଷ ବୟସରେ ହୃଦଘାତରେ ଚାଲିଗଲେ ଟିଭି ଜଗତର ‘ଦାଦି ସା’ ସୁରେଖା ସିକ୍ରି । ଦାଦି ଭୂମିକାରେ ଘରେ ଘରେ ଥିଲେ ପରିଚିତ ।

3.ଆଜି ସୋନିଆଙ୍କୁ ଭେଟିବେ ସିଦ୍ଧୁ

2022ରେ ପଞ୍ଜାବ ବିଧାନସବା ନିର୍ବାଚନ । ଆଜି କଂଗ୍ରେସ ଅଧକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିବେ ନବଜୋତ ସିଂ ସିନ୍ଧୁ ।

4.ଝାରସୁଗୁଡାରେ ଚାଞ୍ଚଲ୍ୟ, ବିଚ୍‌ ରାସ୍ତାରେ ଯୁବକଙ୍କୁ ଗଳା କାଟି ହତ୍ୟା

ଯୁବକଙ୍କ ଗଳା କାଟି ନିର୍ମମ ହତ୍ୟା । ବିଚ ରାସ୍ତା ଉପରେ ପଡିଛି ମୃତଦେହ ।

5.Vaccination: ରାଜ୍ୟର 681 ସେସନରେ ଚାଲିଛି ଟୀକାକରଣ

681 ସେସନରେ ଚାଲିଛି ଟୀକାକରଣ । ଆଜି ଆହୁରି 5 ଲକ୍ଷ ଟିକା ଆସିବ ।

6.ବଙ୍ଗୋପସାଗରରେ ବୁଡିଲା ମତ୍ସ୍ୟଜୀବୀ ଟ୍ରଲର: 9 ମୃତ, ଜଣେ ନିଖୋଜ

ବଙ୍ଗୋପସାଗର ରାକେତଶ୍ବରୀ ଦ୍ବୀପରେ ବୁଡିଲା ମତ୍ସ୍ୟଜୀବୀ ଟ୍ରଲର । ଦକ୍ଷିଣ 24 ପ୍ରଗଣା ଜିଲ୍ଲାର 9 ଜଣ ମତ୍ସ୍ୟଜୀବୀଙ୍କ ମୃତଦେହ ଉଦ୍ଧାର ।

7.STATE CORONA DEATH; ଆଉ 64 ମୃତ

ଆଜି(ଶୁକ୍ରବାର) ରାଜ୍ୟରେ ଆଉ 64 କୋରୋନା ରୋଗୀଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁସଂଖ୍ୟା 4925କୁ ବୃଦ୍ଧି ହୋଇଛି ।

8.India Corona: ଦିନକରେ 38,949 ଆକ୍ରାନ୍ତ ଚିହ୍ନଟ, 542 ମୃତ

ଗତ 24 ଘଣ୍ଟାରେ ଦେଶରୁ 38 ହଜାର 949 କୋରୋନା ଆକ୍ରାନ୍ତ ଚିହ୍ନଟ, 542 ମୃତ ।

9.Matric offline Exam; ସମୁଦାୟ 15027, ଅସନ୍ତୁଷ୍ଟ 2244 କଲେ ଫର୍ମ ପୂରଣ

ମାଟ୍ରିକ ଅଫଲାଇନ ପରୀକ୍ଷା ପାଇଁ ସରିଲା ଆବେଦନ । ସମୁହାୟ 15 ହଜାର 27ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଛନ୍ତି । ସେଥିରୁ ରେଗୁଲାର ପରୀକ୍ଷା ଫଳାଫଳରେ ଅସନ୍ତୁଷ୍ଟ ଥିବା 2244ଜଣ ଫର୍ମ ପୂରଣ କରିଛନ୍ତି ।

10.Ayodha Ram mandir; 2023ରେ ଭକ୍ତ-ଭଗବାନଙ୍କ ମହାମିଳନ

ଟ୍ରଷ୍ଟ ମହାସଚିବଙ୍କ ସୂଚନା ଅନୁସାରେ ଆସନ୍ତା 2023ରେ ମୁଖ୍ୟ ମନ୍ଦିରର ଦ୍ବାର ଭକ୍ତଙ୍କ ଉଦ୍ଦେଶ୍ୟରେ ଖୋଲି ଦିଆଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.