ETV Bharat / bharat

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - TOP NEWSAT1PM

ନଜର ପକାନ୍ତୁ NEWS@1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

ଦେଖନ୍ତୁ ବର୍ତ୍ତମାନର ବଡ ଖବର
ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Jun 8, 2021, 1:00 PM IST

1.ମୟୂରଭଞ୍ଜରେ ବାତ୍ୟା ଅଞ୍ଚଳ ପରିଦର୍ଶନ କଲା କେନ୍ଦ୍ରୀୟ ଟିମ

ମୟୂରଭଞ୍ଜରେ ପହଞ୍ଚିଲେ କେନ୍ଦ୍ରୀୟ ଟିମ୍ । ବାତ୍ୟା ୟସର କ୍ଷୟକ୍ଷତି ଆକଳନ କରିବା ସହ ବାତ୍ୟା ଅଞ୍ଚଳ ପରିଦର୍ଶନ କରିଛନ୍ତି କେନ୍ଦ୍ରୀୟ ଟିମ ।

2.ଉପରମୁହାଁ ମୃତ୍ୟୁସଂଖ୍ୟା ଗ୍ରାଫ୍, ଦିନକରେ ରାଜ୍ୟରେ 45 ମୃତ

ଗତ 24 ଘଣ୍ଟାରେ ରାଜ୍ୟରୁ ପୁଣି 45 ଜୀବନ ନେଲା ଘାତକ ଭୁତାଣୁ ।

3.ଶ୍ରୀମନ୍ଦିର କର୍ମଚାରୀଙ୍କୁ କୋଭିଡ଼ ଯୋଦ୍ଧା ଘୋଷଣା କରିବାକୁ ଦାବି

ଶ୍ରୀମନ୍ଦିର କର୍ମଚାରୀଙ୍କୁ କୋଭିଡ଼ ଯୋଦ୍ଧା ଘୋଷଣା କରିବାକୁ ଦାବି ହୋଇଛି । ଏ ନେଇ ସ୍ବାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।

4.ଶ୍ରୀମନ୍ଦିର କର୍ମଚାରୀଙ୍କୁ କୋଭିଡ଼ ଯୋଦ୍ଧା ଘୋଷଣା କରିବାକୁ ଦାବି

5.ଆଜି ତେଲେଙ୍ଗାନା କ୍ୟାବିନେଟ ବୈଠକ, ଲକଡାଉନ ସ୍ଥିତି ନେଇ ହେବ ଆଲୋଚନା

ଆଜି ବସିବ ତେଲେଙ୍ଗାନାର କ୍ୟାବିନେଟ ବୈଠକ । ଲକଡାଉନ ସ୍ଥିତି ନେଇ ହେବ ଆଲୋଚନା । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ ।

6.ମହାତ୍ମା ଗାନ୍ଧୀଙ୍କ ଅଣନାତୁଣୀଙ୍କୁ 7 ବର୍ଷ ଜେଲ

ଅର୍ଥ ଠକେଇ ଅଭିଯୋଗରେ ମହାତ୍ମା ଗାନ୍ଧୀଙ୍କ ନାତୁଣୀଙ୍କୁ 7 ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଲେ ସାଉଥ ଆଫ୍ରିକା କୋର୍ଟ ।

7.ମଦମୃତ୍ୟୁ ଶିକାର ପରବାରଙ୍କୁ କ୍ଷତିପୂରଣ ଦେବେ ମଦ ମାଫିଆ: ଯୋଗୀ

ମଦମୃତ୍ୟୁ ଶିକାର ହୋଇଥିବା ପରବାରକୁ କ୍ଷତିପୂରଣ ଦେବେ ମଦ ମାଫିଆ । ଏନେଇ ଘୋଷଣା କରିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ।

8.ଖୋର୍ଦ୍ଧାରୁ ବିପୁଳ ପରିମାଣର ବିଦେଶୀ ମଦ ଜବତ, ଜଣେ ଗିରଫ

କୋରୋନା ଦୃଷ୍ଟିରୁ ସାରା ଭାରତରେ ଲକଡାଉନ ଘୋଷଣା କରାଯାଇଛି । ସେହିପରି ଓଡ଼ିଶାରେ ମଧ୍ୟ ଲକଡାଉନ ବଳବତ୍ତର ଥିବାବେଳେ ରାଜ୍ୟର ସମସ୍ତ ମଦ ଦୋକାନରେ ଅନଲାଇନରେ ମଦ ବିକ୍ରି ଜାରି ରହିଛି

9.ଟିକା ପାଇଁ ଉତ୍ସାହ, ବର୍ଷାରେ ଲାଗିଛି ଲମ୍ବା ଲାଇନ

ବାଲେଶ୍ବରରେ 18 ରୁ 44 ବର୍ଷ ବୟସ୍କଙ୍କୁ ଟୀକାକରଣ ଆରମ୍ଭ । ଟିକା କେନ୍ଦ୍ରରେ ଲୋକଙ୍କ ପ୍ରବଳ ଭିଡ ।

10.ଫିଲ୍ମ ଷ୍ଟାଇଲରେ ସର୍ବସାଧାରଣରେ ମର୍ଡର, ରାଜଧାନୀରେ ବାପା ସାମ୍ନାରେ ପୁଅକୁ ନିର୍ମମ ହତ୍ଯା

ବାପା ସାମ୍ନାରେ ପୁଅକୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ଫିଲ୍ମ ଷ୍ଟାଇଲରେ ବାପା ଦେଖୁଥିଲା ପୁଅ ହତ୍ୟାକାରୀଙ୍କ ଚିତ୍ର। ଭୟଙ୍କର ବେଶରେ ଧାରୁଆ ଅସ୍ତ୍ରରେ ଦୁର୍ବୃତ୍ତ କରିଚାଲିଥିଲେ ମର୍ଡର।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.