1.17ରେ ବସିବ ସର୍ବଦଳୀୟ ବୈଠକ
2.ମିଳିଲା କଟାମୁଣ୍ଡର ପରିଚୟ, ଦ୍ବିତୀୟ ସ୍ବାମୀ କରିଛି ହତ୍ଯା !
3.କୃଷକ ଆନ୍ଦୋଳନରେ ସାମିଲ ହେଲେ ଛାତ୍ର
କୃଷକଙ୍କ ଆନ୍ଦୋଳନରେ ଦିଲ୍ଲୀ ବିଶ୍ବବିଦ୍ୟାଳୟର ଛାତ୍ରମାନେ ସାମିଲ ହୋଇଛନ୍ତି ।
4.ଆତ୍ମସମର୍ପଣ କଲେ 13 ନକ୍ସଲ
ଛତିଶଗଡର ଦନ୍ତେୱାଡାରେ ଲୋନ ଭାରାତୁ ଅଭିଯାନ ଅଧିନରେ ବୁଧବାର 13ଜଣ ନକ୍ସଲ ଆତ୍ମସର୍ମପଣ କରିଛନ୍ତି।
5.ଦକ୍ଷିଣ ପ୍ରଶାନ୍ତ ମହାସାଗରରେ 7.7 ତୀବ୍ରତାର ଭୂକମ୍ପ ଝଟକା; ଅଷ୍ଟ୍ରେଲିଆ ଓ ନ୍ୟୁଜଲାଣ୍ଡକୁ ସୁନାମି ଆଲର୍ଟ
6.ଜହର ପାଲଟିଛି ଦିଲ୍ଲୀ ଜଳବାୟୁ
7.ପାରିବାରିକ ଗଣ୍ଡଗୋଳକୁ ନେଇ ହତ୍ୟାକାଣ୍ଡ, ସ୍ତ୍ରୀ ସାମ୍ନାରେ ନେଇଗଲେ ସ୍ବାମୀର ଜୀବନ
ରାଜଧାନୀରେ ଚାଞ୍ଚଲ୍ୟ । ସ୍ତ୍ରୀ ଆଖିଆଗରେ ସ୍ବାମୀର ଜୀବନ ନେଇଗଲେ ପଡୋଶୀ ।
8.ଗାଡି ଚାଳକଙ୍କ ହତ୍ୟା ଘଟଣାର ପର୍ଦ୍ଦାଫାଶ; ପ୍ରେମୀଯୁଗଳ ଗିରଫ
ଭୁବନେଶ୍ବରର ଗାଡି ଚାଳକଙ୍କୁ ହତ୍ୟା କରିବା ଅଭିଯୋଗରେ କୋରାପୁଟ ପୋଲିସ ପ୍ରେମୀଯୁଗଳଙ୍କୁ ଗିରଫ କରିଛି ।
9.ଜାତୀୟ ଜୁନିଅର ଆଥଲେଟିକ୍ସ ଚାମ୍ପିୟନସିପ ଓଡ଼ିଶାକୁ 7 ପଦକ
ଉଦଯାପିତ ହୋଇଛି ଜାତୀୟ ଜୁନିଅର ଆଥଲେଟିକ୍ସ ଚାମ୍ପିୟନସିପ 2021। ଏହି ଚାମ୍ପିୟନସିପରେ ଓଡ଼ିଶା 7ଟି ପଦକ ହାସଲ କରିଛି।
10.ଚାଷୀ ଆନ୍ଦୋଳନର ସମର୍ଥନରେ ସୋନାକ୍ଷୀ, ଲେଖିଲେ କବିତା
ଭାଇରାଲ ହେଲା ସୋନାକ୍ଷୀଙ୍କ ଇନଷ୍ଟାଗ୍ରାମ ପୋଷ୍ଟ । ଏଥର ଚାଷୀ ଆନ୍ଦୋଳନ ପାଇଁ ସେୟାର କଲେ କବିତା ।