ETV Bharat / bharat

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ବିଶେଷ ଖବର

ନଜର ପକାନ୍ତୁ NEWS@11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
author img

By

Published : Jul 19, 2021, 10:59 AM IST

1.STATE CORONA DEATH: ଆଜି ଆଉ ୫୮ ଆକ୍ରାନ୍ତ ମୃତ

ଆଜି(ସୋମବାର) ରାଜ୍ୟରେ ଆଉ 58 ଜଣଙ୍କ ଜୀବନ ନେଇଛି ମହାମାରୀ କୋରୋନା । ଖୋର୍ଦ୍ଧାରୁ ସର୍ବାଧିକ ୧୦ଜଣ ରୋଗୀ ଆଖି ବୁଜିଛନ୍ତି ।

2.ବସ୍‌କୁ ପିଟିଲା ବସ୍‌; ୭ ମୃତ ଅନେକ ଆହତ

ଆଗ୍ରା-ମରୋଦାବାଦ ଜାତୀୟ ରାଜପଥ ଚଣ୍ଡାଉସିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁଇ ବସ ଧକ୍କା ହେବା ଫଳରେ ୭ଜଣଙ୍କ ମୃତ୍ୟୁ ହୋଇଛି ।

3.ଉତ୍ତରାଖଣ୍ଡରେ ବାଦଲ ଫଟା ବର୍ଷା, ୩ ମୃତ ୪ ନିଖୋଜ

ଉତ୍ତରାଖଣ୍ଡରେ ପୁଣି ପ୍ରକୃତିର ତାଣ୍ଡବ । ବାଦଲ ଫଟା ବର୍ଷାରେ ୩ ମୃତ ୪ ନିଖୋଜ ।

4.INDIA CORONA: ଦିନକରେ ୩୮୧୬୪ ଆକ୍ରାନ୍ତ ଚିହ୍ନଟ, ୪୯୯ ମୃତ

ଗତ 24 ଘଣ୍ଟା ମଧ୍ୟରେ ଦେଶରେ ୩୮ ହଜାର ୧୬୪ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

5.ଆଜି ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ

ଆଜି ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ । ଶ୍ରଦ୍ଧାଳୁଙ୍କୁ ମିଳିବ ଶେଷ ଅବଢା ।

6.ପୁଣି ବଢିଲା ତୈଳ ଦର, ଜାଣନ୍ତୁ କେଉଁଠି କେତେ ?

ଦେଶରେ ପୁଣି ବଢିଲା ତୈଳ ଦର । ଆଜି ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧୦୧.୮୪ ଟଙ୍କା ଥିବା ବେଳେ ଡିଜେଲ ଲିଟର ପିଛା ୮୯.୮୭ ଟଙ୍କା ରହିଛି ।

7.Monsoon Session; କେଉଁ ପ୍ରସଙ୍ଗରେ ବିରୋଧୀ ସରକାର ହେବେ ମୁହାଁମୁହିଁ ?

ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେଉଥିବା ବେଳେ ସରକାରଙ୍କୁ ଘେରିବାକୁ ବିରୋଧୀଙ୍କ ପାଖେ ପ୍ରସଙ୍ଗ ଅଭାବ ନାହିଁ । ସେଥିପାଇଁ ବିରୋଧୀଙ୍କ ମିଳିତ ବୈଠକରେ ପ୍ରସ୍ତୁତ ହୋଇଛି ରଣନୀତି ।

8.ରାଜଧାନୀରେ ଅବିଶ୍ରାନ୍ତ ବର୍ଷା, ଜନଜୀବନ ପ୍ରଭାବିତ

ନୂଆଦିଲ୍ଲୀରେ ପ୍ରବଳ ବର୍ଷା । ବର୍ଷା ଯୋଗୁଁ ରାସ୍ତାରେ ପାଣି ଜମି ରହିଛି । ଜନଜୀବନ ପ୍ରଭାବିତ ହୋଇଯାଇଛି ।

9.Shopian Encounter; 2 ଟପ୍‌ ଆତଙ୍କବାଦୀ ନିପାତ

ଗତକାଲି ଜମ୍ମୁ କାଶ୍ମୀର ସୋପିଆନର ସାଦିଖ ଖାନ ଅଞ୍ଚଳରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ଲସ୍କର-ଏ- ତୋଏବାର ଦୁଇ ଟପ ଆତଙ୍କୀଙ୍କୁ ନିପାତ କରିଛି ସୁରକ୍ଷାବାହିନୀ ।

10.Olympics 2020; ତୀରନ୍ଦାଜ ଦୀପିକା କୁମାରୀ ଓ ଅତନୁ ଦାସଙ୍କ ଅଭ୍ୟାସ ଆରମ୍ଭ

ଆଉ ଦିନ କେଇଟା ପରେ ଆରମ୍ଭ ହେବ କ୍ରୀଡା ମହାକୁମ୍ଭ ଅଲମ୍ପିକ । ଭାରତୀୟ ତୀରନ୍ଦାଜ ଦୀପିକା କୁମାରୀ ଓ ଅତନୁ ଦାସ ଆଜିଠାରୁ ଅଲମ୍ପିକ ପାଇଁ ଅଭ୍ୟାସ ଆରମ୍ଭ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.