ETV Bharat / bharat

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Dec 16, 2021, 1:03 PM IST

ନଜର ପକାନ୍ତୁ NEWS@1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

1. ସେନା ଷ୍ଟାଫ୍ କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ବ ନେଲେ ସେନାମୁଖ୍ୟ ଏମଏମ ନରୱାଣେ

୩ ସେନା ବାହିନୀ ପାଇଁ ଗଠିତ କମିଟିର ଅଧ୍ୟକ୍ଷ ପଦର ଦାୟିତ୍ୱ ଗ୍ରହଣ କରିଛନ୍ତି ଏମଏମ ନରୱାଣେ (Army Chief Gen Naravane takes charge as chairman of Chiefs Staff Committee)। ଦେଶର ପରବର୍ତ୍ତୀ ସିଡିଏସ ହେବା ନେଇ ଧରିଥିବା ଚର୍ଚ୍ଚା ଆଗକୁ ସତ ହେବାକୁ ଯାଉଛି ।

2. Sheena Bora Murder Case: ବଞ୍ଚିଛନ୍ତି ସିନା ବୋରା, CBIକୁ ଚିଠି ଲେଖିଲେ ଇନ୍ଦ୍ରାଣୀ

ଇନ୍ଦ୍ରାଣୀଙ୍କ ବଡ ଦାବି । ମରି ନାହାନ୍ତି ବଂର ଜୀବିତ ଅଛନ୍ତି ସିନା ବୋରା(Sheena Bora Murder Case) । ଏପରିକି ସେ କଶ୍ମୀରରେ ଥିବା CBIକୁ ଚିଠି ଲେଖି ଜଣାଇଛନ୍ତି ଇନ୍ଦ୍ରାଣୀ ।

3. Odisha Child With Rare Genetic Disorder: ରାଜବୀରଙ୍କୁ ସହାୟତା ପାଇଁ ସୋନୁଙ୍କ ଆବେଦନ

ରାଜବୀର ଚିକିତ୍ସା ପାଇଁ ସାହାଯ୍ୟ କରିବାକୁ କହିଲେ ଅଭିନେତା ସୋନୁ ସୁଦ (Sonu Sood Comes Forward Seeking Help For Rajiveer)। ନିଜ ଦକ୍ଷତା ଅନୁସାରେ ରାଜୀବକୁ ସାହାଯ୍ୟ କରିବାକୁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ସୋନୁ ସୁଦ ।

4. Aircraft Crashes in Dominican: ଡୋମିନିକାରେ ଘରୋଇ ବିମାନ ଦୁର୍ଘଟଣା, ୯ ମୃତ

ଡୋମିନିକାରେ ଏକ ଘରୋଇ ବିମାନ ଦୁର୍ଘଟଣାଗସ୍ତ ହୋଇଛି । ଏଥିରେ ମୋଟ 9 ଜଣ ପ୍ରାଣ ହରାଇଛନ୍ତି ।

5. ଝାରପଡା ଜେଲରେ ଦୁବାସି ଶଙ୍କରକୁ NIAର ଜେରା

ଝାରପଡା ଜେଲରେ ଦୁର୍ଦ୍ଦାନ୍ତ ମାଓନେତା ଦୁବାସି ଶଙ୍କରଙ୍କୁ ଜେରା କରୁଛି NIA ।

6. Marriage Age of Women: ୨୧ ବୟସ ପୂର୍ବରୁ ବିବାହ କରିପାରିବେନି ଯୁବତୀ

ବିବାହ ପାଇଁ ଝିଅମାନଙ୍କ ସର୍ବନିମ୍ନ ବୟସ ସୀମା ବୃଦ୍ଧି ସଂକ୍ରାନ୍ତ ପ୍ରସ୍ତାବରେ କେନ୍ଦ୍ର କ୍ୟାବିନେଟର ମୋହର । ଏଣିକି ୨୧ ବର୍ଷ ପୂର୍ବରୁ ବିବାହ କରିପାରିବେନି ଯୁବତୀ ।

7. Odisha Corona Report: ଦିନକରେ ୧୭୩ ଆକ୍ରାନ୍ତ ଚିହ୍ନଟ, ଜଣେ ମୃତ
ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୭୩ କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଜଣେ କୋରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି ।

8. Aadhaar-Voter ID linking: ଭୋଟ ପରିଚୟ ପତ୍ରରେ ସଂଯୋଗ ହେବ ଆଧାର

ନିର୍ବାଚନ ପ୍ରକ୍ରିୟାରେ ନୂଆ ସଂସ୍କାର ଆଣିବା ଲାଗି କେନ୍ଦ୍ର ସରକାର ଚଳିତ ଶୀତ ଅଧିବେଶନରେ କେତେକ ବିଲ ଆଣିବାକୁ ଯାଉଛନ୍ତି । ବିଲ ଗୃହିତ ହେଲେ ଭୋରର ପରିଚୟ ପତ୍ରରେ ଆଧାର କାର୍ଡ ସଂଯୋଗ (Aadhaar-Voter ID linking) କରାଯିବା ଲାଗି ନିର୍ବାଚନ କମିଶନଙ୍କୁ ଅନୁମତି ମିଳିବ ।

9. ଝିଅକୁ ବିବାହରେ ଦେଇଥିବା ଉପହାର ଯୌତୁକ ନୁହେଁ: Kerla High Court

ବିବାହ ସମୟରେ ବାପଘରୁ ଝିଅକୁ ଦିଆଯାଉଥିବା ଉପହାର ଯୌତୁକ(Kerla Dowry Case) ନୁହେଁ କହିଲେ କେରଳ ହାଇକୋର୍ଟ(Kerla High Court) ।

10. Explosives Seized: ସ୍ବାଭିମାନ ଅଞ୍ଚଳରୁ ବିସ୍ଫୋରକ ଓ ମାଓ ସାମଗ୍ରୀ ଜବତ

ସ୍ବାଭିମାନ ଅଞ୍ଚଳରୁ ବିସ୍ଫୋରକ ଏବଂ ମାଓ ସାମଗ୍ରୀ ଜବତ । ସୁରକ୍ଷା ବାହିନୀଙ୍କ ମିଳିତ ଅପରେସନରେ ଏହି ସବୁ ସାମଗ୍ରୀ ଜବତ କରାଯାଇଥିବା ସୂଚନା ଦେଇଛନ୍ତି ମାଲକାନଗିରି ଏସଡିପିଓ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.