ETV Bharat / bharat

TOP NEWS 1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଗୁରୁତ୍ବପୂର୍ଣ୍ଣ ଖବର

ନଜର ପକାନ୍ତୁ NEWS 1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS 1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS 1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Oct 14, 2022, 1:01 PM IST

1.ଭିଜିଲାନ୍ସ ଜାଲରେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଏକକାଳୀନ 5ଟି ସ୍ଥାନରେ ଚଢାଉ

ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ବାଲେଶ୍ବର କ୍ଷୁଦ୍ର ଜଳସେଚନ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ମହେଶ ପ୍ରସାଦ ପଟ୍ଟନାୟକ ଭିଜିଲାନ୍ସ ରେଡ ।

2.ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ୨୫ଟି ସ୍ଥାନରେ ଇଡି ରେଡ୍

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଜାତୀୟ ରାଜଧାନୀର ୨୫ଟି ସ୍ଥାନରେ ଇଡି ରେଡ୍ ।

3.ଢେଙ୍କାନାଳରେ ଧୂମଧାମରେ ଚାଲିଛି ଧନଦାତ୍ରୀଙ୍କ ପୂଜା, ମଣ୍ଡପରେ ଲାଗୁଛି ଗହଳି

ଗହଳିକୁମାର ପୂର୍ଣ୍ଣିମା ରାତିରୁ ମାଙ୍କୁ ଆବାହନ କରାଯାଇଥିବାବେଳେ ଚଳିତ ବର୍ଷ ୧୧ଦିନ ଧରି ମଣ୍ଡପରେ ମାଙ୍କ ପୂଜାର୍ଚ୍ଚନା ଜାରି ରହିବ ।

4.Dhamnagar Bypoll: ସ୍ବାଧୀନ ପ୍ରାର୍ଥୀ ଭାବେ ଲଢିବେ ରାଜେନ୍ଦ୍ର ଦାସ

ଧାମନଗର ଉପନିର୍ବାଚନ ପାଇଁ ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି ରାଜେନ୍ଦ୍ର ଦାସ ।

5.ନ୍ୟୁଡ୍‌ ଫଟୋ ରଖି ବ୍ଲାକମେଲ କଲେ ଯୁବତୀ, ଛାତରୁ ଡେଇଁ ଜୀବନ ହାରିଲେ ଯୁବକ

ନ୍ୟୁଡ୍‌ ଫଟୋ ରଖି ବ୍ଲାକମେଲ କଲେ ଇନଷ୍ଟା ଫ୍ରେଣ୍ଡ । ସହି ନପାରି ଆତ୍ମହତ୍ୟା କଲେ ୧୯ ବର୍ଷୀୟ ଯୁବକ ।

6.ମସ୍କୋରୁ ଦିଲ୍ଲୀ ଆସୁଥିବା ବିମାନରେ ବୋମା ଆତଙ୍କ

ମସ୍କୋରୁ ଦିଲ୍ଲୀ ଅଭିମୁଖେ ଆସୁଥିବା ବିମାନରେ ବୋମା ଆତଙ୍କ । ଯାଞ୍ଚରୁ କିଛି ମିଳିନଥିବା ସୂଚନା ।

7.ବିରଳ ରୋଗରେ ଛଟପଟ ଅମ୍ଲାନ: ଅସ୍ବାଭାବିକ ଭାବେ ବଢୁଛି ମୁଣ୍ଡ, ଚିକିତ୍ସା ପାଇଁ ଲୋଡା ସହାୟତା

ଯାଜପୁର ଜିଲ୍ଲା ପଂଳପୁର ଗାଁର ଅଭିମନ୍ୟୁଙ୍କ ଦୁଇ ବର୍ଷର ପୁଅ ଅମ୍ଲାନ ।

8.ସମ୍ବଲପୁର ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କଲେ ଜିଲ୍ଲାପାଳ ଓ ଏସପି

ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଜିଲ୍ଲାପାଳ ଅନନ୍ୟା ଦାସ ଓ ଏସପି ବାତୁଲା ଗଙ୍ଗାଧରଙ୍କ ଅଚାନକ ଗସ୍ତ ।

9.୪୧ ବର୍ଷରେ ପାଦ ଥାପିଲେ ଗୌତମ ଗମ୍ଭୀର, ଛୁଟିଲା ଶୁଭେଚ୍ଛାର ସୁଅ

୪୧ ବର୍ଷରେ ପାଦ ଥାପିଛନ୍ତି ଭାରତୀୟ ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର । ଜନ୍ମଦିନରେ ଫ୍ୟାନ୍ସଙ୍କ ନିକଟରୁ ଛୁଟୁଛି ଶୁଭେଚ୍ଛା ସୁଅ ।

10.ଆସନ୍ତା ମାର୍ଚ୍ଚରେ ମହିଳା IPL, ଭାଗ ନେବେ 5 ଦଳ

ଆସନ୍ତା ବର୍ଷ ଅର୍ଥାତ 2023 ମାର୍ଚ୍ଚରୁ ମହିଳା ଆଇପିଏଲ ଆରମ୍ଭ ହେବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.