ETV Bharat / bharat

TOP NEWS 1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ବଡ ଖବର

ନଜର ପକାନ୍ତୁ NEWS 1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

author img

By

Published : Oct 12, 2022, 1:01 PM IST

1.ଅଭ୍ୟାସ ସମୟରେ ମିଗ 29k ଲଢୁଆ ବିମାନ ଦୁର୍ଘଟଣାଗ୍ରସ୍ତ

ଲଢୁଆ ବିମାନ ମିଗ 29K ଦୁର୍ଘଟଣାଗ୍ରସ୍ତ ହୋଇଛି । ତୁରନ୍ତ ପାଇଲଟଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା ।

2.ବ୍ଲାକମେଲର ଅର୍ଚ୍ଚନାଙ୍କ ନାଗ ଫାଶରେ ବଡ଼ବଡ଼ିଆ ଛଟପଟ, NHRCରେ ପହଞ୍ଚିଲା ମାମଲା

ଦିନକୁ ଦିନ ଖୋଲୁଛି ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ଗୁମର ।

3.NASA DART Mission: ମହାକାଶରେ ସଫଳତାର ସହ ଗ୍ରହାଣୁର ସ୍ଥାନ ପରିବର୍ତ୍ତନ କଲା ନାସା

ମିଶନରେ ସଫଳ ହେଲା ଡାର୍ଟ(NASA DART Mission Succeeds) ।

4.ଅଗ୍ନିବୀର ନିଯୁକ୍ତି: ନଭେମ୍ବର ପ୍ରଥମ ସପ୍ତାହରେ ପଞ୍ଜୀକରଣ କରିବ ବାୟୁସେନା

ଅଗ୍ନିପଥ ଯୋଜନାକୁ ଦେଶବ୍ୟାପୀ ବିରୋଧ କରାଯାଉଛି ।

5.ଆଜିଠୁ ଏହି ସହରରେ ଗଡିବନି ଓଲା, ଉବେର ଓ ରାପିଡୋ ଅଟୋ

ଆଜିଠୁ ବେଙ୍ଗାଲୁରୁରେ ବନ୍ଦ ହେବ ଓଲା, ଉବେର କିମ୍ବା ରାପିଡୋ ଅଟୋ ।

6.ଆତ୍ମନିର୍ଭର ଭାରତ ବିଚ୍ଛିନ୍ନତାବାଦ କିମ୍ବା ସଂରକ୍ଷଣବାଦ ନୁହେଁ: ଅର୍ଥମନ୍ତ୍ରୀ

ଆତ୍ମନିର୍ଭର ଭାରତ ବିଚ୍ଛିନ୍ନତାବାଦ କିମ୍ବା ସଂରକ୍ଷଣବାଦ ନୁହେଁ ।

7.10 ବର୍ଷ ପୁରୁଣା ଆଧାରକାର୍ଡ ଥିଲେ ତୁରନ୍ତ ଅପଡେଟ କରନ୍ତୁ, ସୂଚାଇଲା UIDAI

10 ବର୍ଷ ପୂର୍ବେ ତିଆରି ହୋଇଥିବା ଆଧାର କାର୍ଡକୁ ଅପଡେଟ କରିବା ପାଇଁ ଆଧାର ସଂସ୍ଥା UIDAI ସତର୍କ ସୂଚନା ଜାରି କରିଛି ।

8.ତୃତୀୟ ପର୍ଯ୍ୟାୟରେ ଗଞ୍ଜାମ ଜିଲ୍ଲାର ୧୦୭ ବିଦ୍ୟାଳୟ ହେବ ରୂପାନ୍ତରୀତ

ତୃତୀୟ ପର୍ଯ୍ୟାୟରେ ୫-ଟି ଅନ୍ତର୍ଗତ ଗଞ୍ଜାମ ଜିଲ୍ଲାର ୧୦୭ ଗୋଟି ସରକାରୀ ଉଚ୍ଚ ବିଦ୍ୟାଳୟ ରୂପାନ୍ତରୀକରଣ କାର୍ଯ୍ୟ ତୃତୀୟ ପର୍ଯ୍ୟାୟରେ କରାଯିବ ।

9.ଜମ୍ମୁ କାଶ୍ମୀରରେ ବର୍ଷର ପ୍ରଥମ ତୁଷାରପାତ, ବିଭୋର ପର୍ଯ୍ୟଟକ

ବରଫ ଚାଦରରେ ଘୋଡେଇ ହେଲା ଜମ୍ମୁ-କାଶ୍ମୀର ।

10.Angela Lansbury Death: 96 ବର୍ଷୀୟା ଆଞ୍ଜେଲା ଲାନ୍ସବରୀଙ୍କ ଦେହାନ୍ତ, ପାଞ୍ଚ ଥର ଜିତିଛନ୍ତି ଟନି ପୁରସ୍କାର

ହଲିଉଡର ଲୋକପ୍ରିୟ ଅଭିନେତ୍ରୀ ଆଞ୍ଜେଲା ଲାନ୍ସବରୀ (Angela Lansbury)ଙ୍କର ଦେହାନ୍ତ ହୋଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.