ETV Bharat / bharat

TOP NEWS 9AM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ବଡ଼ ଖବର

ନଜର ପକାନ୍ତୁ NEWS 9AM ର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS 9AM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Aug 22, 2022, 8:59 AM IST

1.ସୁବର୍ଣ୍ଣରେଖାରେ ଆସୁଛି ବଡ ବନ୍ୟା, ସ୍ଥାନାନ୍ତର ହେଲେଣି 16 ହଜାର ଲୋକେ

ସୁବର୍ଣ୍ଣରେଖା ନଦୀର ଜଳସ୍ତର ବୃଦ୍ଧି । ଉତ୍ତର ବାଲେଶ୍ଵରର ଭୋଗରାଇ ଓ ବାଲିଆପାଳ ଅଞ୍ଚଳରେ ପଶିଲା ବନ୍ୟା ଜଳ । ବର୍ତ୍ତମାନ ସୁଦ୍ଧା 16 ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି ।

2.ମେହବୁବା ମୁଫତି ଗୃହବନ୍ଦୀ

ଜମ୍ମୁ କଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କୁ ପୁଣି ଥରେ ଗୃହବନ୍ଦୀ କରାଯାଇଛି ।

3.ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଲେ ଜୁନିୟର NTR

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଲେ ତେଲୁଗୁ ସୁପରଷ୍ଚାର ଜୁନିୟର ଏନଟିଆର ।

4.ପାକ୍ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କ ନାଁରେ ଆତଙ୍କବାଦୀ ମାମଲା ରୁଜୁ

ଆତଙ୍କବାଦ ନିରୋଧୀ ଆଇନ (Anti-terrorism Act) ଅନୁଯାୟୀ ଇମ୍ରାନଙ୍କ ନାଁରେ ଆତଙ୍କବାଦୀ ମାମଲା ରୁଜୁ । ଏହା ସହିତ ପାକ୍ ବୈଦ୍ୟୁତିକ ଚ୍ୟାନେଲରେ ଇମ୍ରାନଙ୍କ ଭାଷଣକୁ ବ୍ୟାନ କରାଯାଇଛି ।

5.Vegetable Price, ନଜର ପକାନ୍ତୁ ଆଜିର ପରିବା ଦର ଉପରେ

ରାଜ୍ୟର ପ୍ରମୁଖ ସହରରେ ଆସନ୍ତୁ ଜାଣିବା ଆଜି ରାଜ୍ୟର ପ୍ରମୁଖ ସହରରେ କେତେ ରହିଛି ପରିବା ଦର ।

6.Petrol Diesel Price, କଣ ରହିଛି ଆଜିର ପେଟ୍ରୋଲ ଡିଜେଲ ଦର

ନଜର ପକାନ୍ତୁ ଆଜି ରାଜ୍ୟର କେଉଁ ସହରରେ କେତେ ରହିଛି ପେଟ୍ରୋଲ ଓ ଡିଜେଲ ଦର ।

7.Shocking Video, CCTVରେ କଏଦ ହେଲା ଦୁର୍ଘଟଣାର ଛାତିଥରା ଦୃଶ୍ୟ

କେରଳର ମାଲାପୁରମରେ ଭୟଙ୍କର ଦୁର୍ଘଟଣା । ଏକ କାର ଦ୍ରୁତ ଗତିରେ ଆସି ଏକ ସ୍କୁଟିକୁ ଧକ୍କା ଦେବାରୁ ଜଣଙ୍କର ମୃତ୍ୟୁ ହୋଇଛି ।

8.ରାଜସ୍ଥାନରେ ଭୂକମ୍ପ ଝଟକା

ରାଜସ୍ଥାନର ବିକାନେରରେ ଭୂକମ୍ପ ଅନୁଭୂତ ହୋଇଛି । ଏନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

9.କଟକରେ ବଳ ଗୋଟାଉଛି କଂଗ୍ରେସ, ହାତ ଧରିଲେ ବିଭିନ୍ନ ଦଳର ଶତାଧିକ କର୍ମୀ

କଟକରେ ବଳ ଗୋଟାଉଛି କଂଗ୍ରେସ । ନୂତନ ନଗର ସଭାପତି ସୁରେଶ ମହାପାତ୍ରଙ୍କ ନେତୃତ୍ବରେ ବିଭିନ୍ନ ଦଳର ଶତାଧିକ କର୍ମୀ କଂଗ୍ରେସରେ ମିଶିଲେ ।

10.ଶ୍ରୀନଗରରେ ଆତଙ୍କବାଦୀଙ୍କ ଗ୍ରେନେଡ ମାଡ, 6ରୁ ଉର୍ଦ୍ଧ୍ବ ଆହତ

ଶ୍ରୀନଗରରେ ଆତଙ୍କବାଦୀଙ୍କ ଗ୍ରେନେଡ ମାଡରେ 6ରୁ ଉର୍ଦ୍ଧ୍ବ ଆହତ । ଘଟଣାସ୍ଥଳରେ ସୁରକ୍ଷାବଳ । ସର୍ଚ୍ଚ ଅପରେସନ ଆରମ୍ଭ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.